ଏକଛତ୍ରବାଦୀ ଶାସକ କିମଜୋଙ୍ଗ ସ୍କୁଲ ଝିଅ ମାନଙ୍କୁ ବନାଏ ନିଜର ଯୌନ ଦାନ, ଗର୍ଭବତୀ ହେବା ପରେ ତାଙ୍କ ସହ କରିଥାଏ ଏପରି କାମ …

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମଜୋଙ୍ଗଙ୍କ କାହାଣୀ ତ ଆପଣ ନିଶ୍ଚୟ ଶୁଣିଥିବେ । ଏହା ହେଉଛି ଏକଛତ୍ରବାଦୀ ଶାସକ ଯିଏ କୋରିଆ ସମେତ ସମଗ୍ର ବିଶ୍ୱ ପାଇଁ ମୁଣ୍ଡ ବିନ୍ଧା ସାଜିଛି | ଆଜି ଆମେ ଆପଣଙ୍କୁ କିମ ଜୋଙ୍ଗର ଏପରି ଲଜ୍ଜାଜନକ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିବା ପରେ ଆପଣଙ୍କର ବି ହୋସ ଉଡିଯିବ | ଏହି ମାନସିକ ବିକୃତ ଏକଛତ୍ରବାଦୀ ଶାସକ ବିଦ୍ୟାଳୟର ନିରୀହ ଝିଅ ମାନଙ୍କୁ ବି ନିଜର ଶିକାରରୁ ଛାଡିଲା ନାହିଁ । ଅବସ୍ଥା ଏପରି ଯେ କୋରିଆର ଲୋକମାନେ ଏବେ ଏହି ନିନ୍ଦନୀୟ ଶାସକଙ୍କୁ ଘୃଣା କରୁଛନ୍ତି |

13 ବର୍ଷର ନିରୀହ ସ୍କୁଲ ଝିଅଙ୍କ ଦ୍ୱାରା କରାଏ ଏହି କାମ
ଦୁନିଆରେ ହିଟଲରଙ୍କ ଅପେକ୍ଷା କିମ ଜୋଙ୍ଗଙ୍କୁ ଅଧିକ ବିପଜ୍ଜନକ ଏକଛତ୍ରବାଦୀ ବିବେଚନା କରାଯାଏ । ଏହା ପଛର କାରଣ ହେଉଛି ଯେ ହିଟଲର ଯାହା କରୁଥିଲେ ତାଙ୍କ ଦେଶବାସୀଙ୍କ ପାଇଁ କରୁଥିଲେ, କିନ୍ତୁ କିମ ଜୋଙ୍ଗ ଜଣେ ଶାସକ ଯିଏ କେବଳ ତାଙ୍କ ଦେଶର ଲୋକଙ୍କୁ କଷ୍ଟ ଦେଉଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଏକଛତ୍ରବାଦୀ ଶାସକ ନିଜ ଦେଶର ସ୍କୁଲ ଝିଅମାନଙ୍କୁ ଉଠାଇ ସେମାନଙ୍କୁ ଯୌନ ତାଲିମ ପାଇଁ ପଠାନ୍ତି ଏବଂ ତାପରେ ସେମାନଙ୍କୁ ତାଙ୍କର ଯୌନ ଦାସ ବନାଇ ଦିଅନ୍ତି |

କିମ ଜୋଙ୍ଗ ଦ୍ୱାରା ଅପହରଣ ହୋଇଥିବା ଏହି ଝିଅମାନେ ପୁନର୍ବାର ନିଜ ପରିବାରକୁ ଫେରିପାରିବେ ନାହିଁ, ଲୋକମାନେ ସେମାନଙ୍କୁ କିମ ରାଣୀ ନାମରେ ଡାକନ୍ତି | କିମ ଜୋଙ୍ଗ ଏପର୍ଯ୍ୟନ୍ତ ପ୍ରାୟ 2000ରୁ ଅଧିକ ଝିଅଙ୍କୁ ନିଜର ଶିକାର କରିସାରିଛନ୍ତି । ଏହି ନିରୀହ ଝିଅଙ୍କୁ ଯୌନ ତାଲିମ ପରେ, ସିଧାସଳଖ କିମ ଜୋଙ୍ଗଙ୍କ ବିଶ୍ରାମ ସ୍ଥାନକୁ ସ୍ଥାନାନ୍ତରିତ କରାଯାଏ, ଯେଉଁଠାରେ ସେମାନେ ଏହି ନିରୀହ ପୀଡିତାର ଶିକାରକରନ୍ତି |

ଖସି ଆସିଥିବା ଏହି ଝିଅ କହିଲେ ନିଜର ଅନୁଭୂତି

କିମ ଜୋଙ୍ଗଙ୍କ କାରାଗାରରୁ ପଳାଇ ଆସିଥିବା ଜଣେ ଝିଅ କହିଛନ୍ତି ଯେ ଯେତେବେଳେ ତାଙ୍କୁ 15 ବର୍ଷ ହୋଇଥିଲା, ଦିନେ 2 ସେନା ଅଧିକାରୀ ସ୍କୁଲକୁ ଆସିଥିଲେ ଏବଂ ଜବରଦସ୍ତ ମତେ ତାଙ୍କ ସହ ଯିବାକୁ କହିଥିଲେ । ସେମାନେ ମୋର ଏକାଡେମିକ୍ସକୁ ଆରମ୍ଭ କରି ଫ୍ୟାମିଲି ବ୍ୟାଗ୍ରାଉଣ୍ଡ ବି ଯାଞ୍ଚ କରିଥିଲେ ଏବଂ ମୋତେ ପଚାରିଥିଲେ ଯେ ମୋର କାହା ସହିତ କୌଣସି ଶାରୀରିକ ସମ୍ପର୍କ ଅଛି କି ନାହିଁ, ମୋର ବାରଣ ହେତୁ ସେମାନେ ମୋତେ ଡାକ୍ତରୀମାଇନା କଲେ ଏବଂ ମୋତେ 10 ବର୍ଷ ପାଇଁ କିମ ଜୋଙ୍ଗଙ୍କରର ଯୌନ ଦାସ କରିଦେଲେ ।

କାରାଗାରରୁ ଖସି ଆସିଥିବା ଏହି ଝିଅଟି କହିଛି ଯେ କିମ ଜୋଙ୍ଗ ଝିଅମାନଙ୍କୁ ସେନା ଅଧିକାରୀଙ୍କ ସହ ଶୋଇବାକୁ ବାଧ୍ୟ କରନ୍ତି। କିମ୍ ଜୋଙ୍ଗଙ୍କ ହ୍ୟାଙ୍ଗଆଉଟ୍ ହେଉଛି ସମୁଦ୍ରରେ ତାଙ୍କର ଭାସମାନ ପ୍ରାସାଦ, ଯେଉଁଠାରେ ଝିଅମାନେ ଯୌନ ପ୍ଲେସର୍ ପାଇଁ ସର୍ବଦା ପ୍ରସ୍ତୁତ ରହିଥା’ନ୍ତି | କିମ ଜୋଙ୍ଗଙ୍କୁ କାରାଗାରରେ ଯଦି ଜଣେ ଝିଅ ଗର୍ଭବତୀ ହୁଏ, ତେବେ ତାଙ୍କୁ ଗୁଳି କରିଦିଆ ଯାଇଥାଏ |

Leave a Reply

Your email address will not be published. Required fields are marked *