ସମ୍ବନ୍ଧ ରଖିବା ପୂର୍ବରୁ ଭୁଲରେ କରନ୍ତୁ ନାହିଁ ଏହି କାମ, ନଚେତ କେବେ କାରପାରିବେ ନାହିଁ ଏହି …..

ପ୍ରଥମଥର ଶାରୀରିକ ସମ୍ବନ୍ଧ ରଖିବାକୁ ନେଇ ମହିଳାମାନେ ସର୍ବଦା ଡରି ଡରି ରହିଥାନ୍ତି I କାରଣ ଏପରି କରିବା ଦ୍ୱାରା କୌଣସି କାଳେ ଇନଫେକ୍ସନ ନ ହେବ ଏହା କୁ ନେଇ ଡର ରହିଥାଏ I କିନ୍ତୁ ସମ୍ବନ୍ଧ ରଖିବା ସମୟ ରେ କିଛି କଥା ର ବିଶେଷ ଧ୍ୟାନ ରଖିବା ଉଚିତ I ତେବେ ଚାଲନ୍ତୁ ଜାଣିବା କେଉଁ ପରି କାର୍ଯ୍ୟ କରିବା ଉଚିତ ନୁହେଁ I

1.କିଛି ମହିଳା ଏହା ଭାବିଥାନ୍ତି ସମ୍ଭୋଗ ସମୟ ରେ ଟୟଲେଟ ଗଲେ ଇନଫେକ୍ସନ ରୁ ବଂଚିପାରିଥାନ୍ତି I କିନ୍ତୁ ଜାଣି ରଖନ୍ତୁ ଏପରି କରିବା ଦ୍ୱାରା ଆପଣ ଇନଫେକ୍ସନ ରୁ ଦୁରେଇ ରହିପାରିବେ ନାହିଁ I

2.ସମ୍ବନ୍ଧ ରଖିବା ସମୟ ରେ ଟୟଲେଟ ଯାଇ ଇନଫେକ୍ସନ ରୁ ବଂଚିପାରିବେ ନାହିଁ I

3. ସମ୍ବନ୍ଧ ରଖିବା ପୂର୍ବ ରୁ ଟୟଲେଟ ଯିବା ଦ୍ୱାରା ୟୁଟିଆଇ ସମସ୍ୟା ଦେଖାଦେଇପାରେ ଏବଂ ଏହା ପରେ ଆପଣ ନିଜ ପାର୍ଟନର ଙ୍କ ସହ ସମ୍ବନ୍ଧ ରଖିବା ଦ୍ୱାରା ତାଙ୍କ ର ମଧ୍ୟ ଇନଫେକ୍ସନ ର ଆଶଙ୍କା ରହିଥାଏ I

4.ପୁରୁଷ ଙ୍କ ୟୁରିନ ଓ ଶୂକ୍ରାଣୁ ବାହାରିବାର ମାର୍ଗ ଏକ ଅଟେ ଯାହା ଦ୍ୱାରା କି ମହିଳା ଙ୍କ ର ସହ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ଇନଫେକ୍ସନ ର ଆଶଙ୍କା ଅଧିକ ରହିଥାଏ I

5.ଏହି ସଂକ୍ରମଣ ରୁ ଦୁରେଇ ରହିବା କୁ ହେଲେ ମହିଳାମାନେ ସମ୍ବନ୍ଧ ରଖିବା ପରେ ହିଁ ଟୟଲେଟ ଯିବା ଆବଶ୍ୟକ ଅଟେ I କାରଣ ସମ୍ବନ୍ଧ ରଖିବା ପରେ ଟୟଲେଟ ଯିବା ଦ୍ୱାରା ଶରୀର ରୁ ଜୀବାଣୁ ବାହାରିଯାଇଥାଏ I

Leave a Reply

Your email address will not be published. Required fields are marked *