ୟୁନିଟ୍-୪ ଆମିଷ ବଜାରରେ ବିଏମ୍ସିର ଚଢ଼ାଉ
ଭୁବନେଶ୍ବର:- ଭୁବନେଶ୍ବର ୟୁନିଟ-୪ ଆମିଷ ବଜାରରେ ବିଏମ୍ସିର ଚଢ଼ାଉ। ରଜ ପୂର୍ବରୁ ଆମିଷ ବଜାରରେ ପ୍ରବଳ ଗହଳି ଲାଗିଥିଲା। ସାମାଜିକ ଦୂରତା ନିୟମ ଉଲଂଘନ ଅଭିଯୋଗରେ ୟୁନିଟ-୪ ଆମିଷ ବଜାରରରେ ବିଏମ୍ସିର ଚଢାଉ କରିଛି। ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ଏହି ବଜାରରେ ବିଏମ୍ସି ଚଢ଼ାଉ କରିଛି।ବିଏମ୍ସି ଜୋନାଲ ଡେପୁଟି କମିଶନରଙ୍କ ନେତୃତ୍ବରେ ଏନଫୋର୍ସମେଣ୍ଟ ସ୍କାଡ୍ର ଚଢାଉ କରିଛି।










