ଯଦି ଆପଣଙ୍କୁ ଦେଖାଯାଏ ଏହି ୧୦ଟି ଜିନିଷ, ତେବେ ଜାଣି ଯାଆନ୍ତୁ କି ଭଗବାନଙ୍କର କୃପା ଆପଣଙ୍କ ଉପରେ ରହିଛି
ଯେଉଁ ଲୋକ ଙ୍କ ର ଭାଗ୍ୟ ସମର୍ଥନ କରିଥାଏ ସେମାନେ ନିଶ୍ଚିତ ରୂପେ ସଫଳତା ହାସିଲ କରିଥାନ୍ତି I ନିୟମିତ ଆମେ ଜୀବନ ରେ କିଛି ନା କିଛି ସଂକେତ ଦେଖିଥାଉ I ଏହି ସବୁ ସଂକେତ ଆଧାର ରେ ଆପଣ ଙ୍କ ର ଭାଗ୍ୟ କେତେ ଭଲ ଆପଣ ଅନୁମାନ କରିପାରିବେ I ଏବଂ ଏହା ଦ୍ୱାରା ହିଁ ଆପଣ ଜାଣିପାରିବେ କି ଭଗବାନ ଙ୍କ ର କୃପା ଆପଣ ଙ୍କ ଉପରେ ରହିଛି I
କ୍ଷୀର ଦେଖିବା
ସକାଳୁ ଉଠିବା ମାତ୍ରେ ଅଚାନକ ଯଦି ଆପଣ କ୍ଷୀର କିମ୍ବା ଦହି ଦେଖିଥାନ୍ତି ତେବେ ଆପଣ ଭାଗ୍ୟଶାଲୀ ହେଇପାରିବେ ଓ ଆପଣ ଙ୍କ ର ଭାଗ୍ୟ ଆପଣ ଙ୍କୁ ପୂର୍ବ ଅପେକ୍ଷ୍ୟା ଅଧିକ ସମର୍ଥନ କରିବ I
ଦୀପ ଟି ଜୋର ରେ ଜଳିବା
ପୂଜା କରିବା ସମୟ ରେ ଯଦି ଦୀପ ଟି ଜୋର ରେ ଜଳିଥାଏ ତେବେ ଜାଣିପାରିବେ କି ଏହା ଶୁଭ ସଂକେତ ଅଟେ I ଏହା ର ଅର୍ଥ ଆପଣ ଙ୍କ ଉପରେ ଭଗବାନ ଙ୍କ ର କୃପା ରହିଛି I
ଅଗରବତି ର ଧୁଆ
ଭଗବାନ ଙ୍କ ସମୁଖ ରେ ଜଳାଯାଉଥିବା ଅଗରବତି ର ଧୂଲ ଯଦି ମୂର୍ତି ତରଫଙ୍କୁ ଯାଇଥାଏ ତେବେ ଜାଣିବେ କି ଏହା ର ଅର୍ଥ ଆପଣ ବହୁତ ଭାଗ୍ୟଶାଲୀ ଅଟନ୍ତି I
ମାଙ୍କଡ଼ା ପଥର
ଘର ପାଖ ରେ ଖୋଲିବା ସମୟ ରେ ମାଟି ଭିତରୁ ଯଦି ଏପରି ମାଙ୍କଡ଼ା ପଥର ବାହାରୁଚି ତେବେ ଏହା ଏକ ଶୁଭ ସଂକେତ ଅଟେ I ଏବଂ ଏହି ସ୍ଥାନ ରେ ଆପଣ ଘରେ କରିଲେ ଆପଣ ବେଶ ଭାଗ୍ୟଶାଲୀ ମଧ୍ୟ ହେଇଥାନ୍ତି I
ଗାଈ ଆସିବା
ଘର ବାହାରେ ଆପଣ ଅଚାନକ ଧଳା ଗାଈ ଦେଖିବା ଅର୍ଥ ଭଗବାନ ଙ୍କ ର କୃପା ଆପଣ ଙ୍କ ଉପରେ ରହିଛି I ଗାଈ କୁ ଘର ବାହାରେ ଦେଖିଲେ ଆପଣ ରୁଟି ନିଶ୍ଚିତ ରୂପେ ଖାଇବା କୁ ଦିଅନ୍ତୁ I
ପକ୍ଷୀ ଆସିଲେ
ଘର ର ଛାତ ଉପର କୁ ଯଦି ପକ୍ଷୀ ଆସି ବସୁଛନ୍ତି ତେବେ ଏହା ର ଅର୍ଥ ଆପଣ ଙ୍କ ଉପରେ ଭଗବାନ ଙ୍କ ର କୃପା ରହିଛି I ତେଣୁ ଏପରି କ୍ଷେତ୍ର ରେ ଆପଣ ଛାତ ଉପରେ ପାଣି ଓ ତାଙ୍କ ପାଁଇ ଖାଦ୍ୟ ରଖିପାରିବେ I
ଘରେ ଏପରି କିଛି
ଯେଉଁ ଲୋକ ଙ୍କ ଘର କୁ ଅନବରତ କିଛି ଲୋକେ ଯିବା ଆସିବା କରନ୍ତି ସେହି ଲୋକ ଙ୍କ ର ଭାଗ୍ୟ ଚମକିଯାଇଥାଏ I ଏହା ର ଅର୍ଥ ଆପଣ ଙ୍କ ଘରେ ଖୁସି ର ଆଗମନ ଲାଗି ରହିବ I
ସ୍ବପ୍ନ ରେ ଭଗବାନ ଙ୍କୁ ଦେଖିଲେ
ଯଦି ଆପଣ ସ୍ବପ୍ନ ରେ ଭଗବାନ ଙ୍କୁ ଦେଖନ୍ତି ତେବେ ଏହା ର ଅର୍ଥ ଆପଣ ଙ୍କ ଉପରେ ଦେବା ଦେବୀ ଙ୍କ ର କୃପା ରହିଛି I
ମନ୍ଦିର ଦେଖିବା
ସ୍ବପ୍ନ ରେ ମନ୍ଦିର ଦେଖିବା କିମ୍ବା ପୂଜା କରିବା ର ସଂକେତ ଆପଣ ବିଶେଷ ଭାଗ୍ୟବାନ ଅଟନ୍ତି I ଏହା ର ଅର୍ଥ ଆପଣ ଙ୍କ ର ଭାଗ୍ୟ ବହୁତ ଭଲ ଅଟେ I ଏହି ଲୋକେ ଜୀବନ ରେ ଅନେକ ଉର୍ନତି କରିବେ I
ତାରା ଦେଖିବା
ସ୍ବପ୍ନ ରେ ତାରା ଦେଖିବା ର ଅର୍ଥ ଏହା କି ଆପଣ ଙ୍କ ର ଭାଗ୍ୟ ଲକ୍ଷ୍ୟେ ରେ ଗୋଟେ ଅଟେ I ଆପଣ ପ୍ରତୋକ କାର୍ଯ୍ୟ ରେ ସଫଳ ହେଇଥାନ୍ତି I