୧୭ ବର୍ଷ ବୟସରେ ହେଇ ଯାଇଥିଲେ ବେସ୍ୟା, ତାପରେ ବଲିଉଡକୁ ଆସି ବଦଳିଗଲା ଜୀବନ
ଫିଲ୍ମ ଇଣ୍ଡଷ୍ଟ୍ରି ରେ ରହୁଥିବା ଏକ ନାମ ସାଗୁଫ୍ଟ ରଫିକ | ଖୁବ କମ ଲୋକେ ତାଙ୍କୁ ଜାଣିଥିବେ | ତେବେ ସେ ନିଜ ଜୀବନ ରେ ଅନେକ ସଂଘର୍ଷ କରି କି ହିଁ ବଲିଉଡ ରେ ଏଣ୍ଟ୍ରି କରିଛନ୍ତି | ଆସିକି 2 ଫିଲ୍ମ ର ରାଇଟର ଙ୍କ ର ନାମ ହିଁ ସାଗୁଫ୍ଟ ରଫିକ | ତାଙ୍କ ଜୀବନ କାହାଣୀ ବହୁତ କମ ଲୋକ ଙ୍କୁ ହିଁ ଜଣା ରହିଥିଲା | ତେବେ ସେ 17 ବର୍ଷ ବୟସ ରୁ ହିଁ ବେସ୍ୟାବୃତି କୁ ଆପଣେଇଥିଲେ |
କିଏ ଥିଲେ ରଫିକ ଙ୍କ ର ମା
ସାଗୁଫ୍ଟ ରଫିକଙ୍କ କହିବା ଅନୁସାରେ ତାଙ୍କ ଜୀବନ କାହାଣୀ ରେ ତାଙ୍କ ମା ଙ୍କ ର ସେପରି କୌଣସି ଗୁରୁତ୍ୱପୂର୍ଣ ଭୂମିକା ନ ଥିଲା | ଅନବାରି ବେଗମ ତାଙ୍କୁ ପୋଷ୍ୟ କରିଥିଲେ ଏବଂ ତାଙ୍କୁ ମା ର ପରିଚୟ ଦେଇଥିଲେ | କିନ୍ତୁ କିଛି ଲୋକ ଙ୍କ ର କହିବା ଅନୁସାରେ ଫିଲ୍ମ ନିର୍ଦେଶକ ବିରଳ ସଦାନା ଙ୍କ ର ପତ୍ନୀ ସଁଇଦା ଖାଁ ଙ୍କ ର ଝିଅ ହେଉଛନ୍ତି ସାଗୁଫ୍ଟ ରଫିକ | ଏବଂ ଲୋକ ଙ୍କ ର କହିବା ଅନୁସାରେ ସାଗୁଫ୍ଟ ରଫିକ ଙ୍କ ର ଅନେକ ଧନୀ ବ୍ୟକ୍ତି ଙ୍କ ସହ ସମ୍ପର୍କ ରହିଛି | ସାଗୁଫ୍ଟ ରଫିକ ଙ୍କ ଅନୁସାରେ ଯେତେବେଳେ 2 ବର୍ଷ ର ସେ ଯେତେବେଳେ ଥିଲେ ସେତେବେଳେ ବିରଳ ସହବ ଙ୍କ ର ସଇଦା ଙ୍କ ର ବିବାହ ହେଇଥିଲା |
ଏପରି ରହିଥିଲା ସାଗୁଫ୍ଟ ରଫିକଙ୍କ ର ନାମ
ସାଗୁଫ୍ଟ ରଫିକ କହିଛନ୍ତି କି ଛୋଟ ସେ ବହୁତ କାନ୍ଦୁଥିଲେ | ସେ ସ୍କୁଲ ଯିବାକୁ ମଧ୍ୟ ଇଚ୍ଛା କରି ନ ଥିଲେ | ମୋହମ୍ମଦ ରଫିକ ଅନବାରି ଙ୍କ ର ଦ୍ୱିତୀୟ ପତି ଙ୍କ ର ନାମ ଅଟେ | ଏହା ପରେ ହିଁ ତାଙ୍କ ନାମ ସାଗୁଫ୍ଟ ରଫିକ ରହିଥିଲା |
ବ୍ରଜ ସହବ କରୁଥିଲେ ଘୃଣା
ସାଗୁଫ୍ଟ ରଫିକ କହିଛନ୍ତି କି ଯେତେବେଳେ ସେ ଅଧିକ ଧନୀ ହେଇଥିଲେ ସେ ତାଙ୍କ ପରିବାର ର ଦୃଷ୍ଟତା କୁ ମନେ ପକାନ୍ତି | 12 ବର୍ଷ ବୟସ ରେ ସେ କଥକି ଡ୍ୟାନ୍ସ ଶିଖିଥିଲେ ଓ ପ୍ରାଇଭେଟ ପାର୍ଟି ଆଦି ରେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ | ଏହା ପରେ ସେ ବେସ୍ୟାବୃତି କୁ ଆପଣେଇଥିଲେ ଓ ଅନେକ ବଡ଼ ବଡ଼ ମନ୍ତ୍ରୀ ଙ୍କ ଠାରୁ ପୋଲିସ ଅଧିକାରୀ ଙ୍କ ସମ୍ପର୍କ ରେ ଆସିଥିଲେ | 27 ବର୍ଷ ସେ ଏହି ବେସ୍ୟାବୃତି ରେ ଜଡିତ ରହିଥିଲେ | ତେବେ କିଛି ବର୍ଷ ପରେ 1999 ମସିହା ରେ ତାଙ୍କ ମା ଙ୍କ ର କ୍ୟାନ୍ସର ରେ ମୃତ୍ୟୁ ହେଇଥିଲା |
ମହେଶ ଭାଟ ଯାଆଁଳା ଭାଇ
ସାଗୁଫ୍ଟ ରଫିକ ଙ୍କ ଅନୁସାରେ ମହେଶ ଭାଟ ତାଙ୍କୁ କାହାଣୀ ଲେଖିବା କୁ ସୁଯୋଗ ଦେଇଥିଲେ | ଆୱାରାପନ , ରାଜ 2 , ରାଜ 3 , ଜିସମ 2, ମର୍ଡର 2 ଓ ଆସିକି 2 ପରି ଫିଲ୍ମ ର କାହାଣୀ ସାଗୁଫ୍ଟ ରଫିକ ହିଁ ଲେଖିଥିଲେ |