ଆରୋଗ୍ୟ ହେଲେ ୧୩୦୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର:-ଆରୋଗ୍ୟ ହେଲେ ୧୩୦୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୦୧୭୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
Another 1303 Covid patients have recovered and are being discharged on 18.11.2020 108 from Cuttack
103 from Anugul
101 from Mayurbhanj
97 from Sundargarh
96 from Khordha
86 from Jharsuguda
55 from Jagatsinghpur
54 from Baleswar
53 from Kendrapara
50 from Keonjhar