ଭୁବନେଶ୍ୱର ପରେ କଟକରେ ଏଟିଏମ୍‌ ଲୁଟ

କଟକ:-ଭୁବନେଶ୍ୱର ପରେ କଟକରେ ଏଟିଏମ୍‌ ଲୁଟେରାଙ୍କୁ ଉତ୍ପାତ । କଟକ ଚାଉଳିଆଗଞ୍ଜ ଥାନା ଗଣ୍ଡରପୁର ଏସବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି । କିନ୍ତୁ ଏଟିଏମ୍‌ ଲୁଟ୍‌ ଉଦ୍ୟମରେ ବିଫଳ ହୋଇଥିଲେ ଲୁଟେରା ବୋଲି ସୂଚନା ରହିଛି ।ତେବେ ଏହି ଏଟିଏମ୍‌ ଲୁଟ୍‌ ଉଦ୍ୟମକୁ ନେଇ ଆକ୍ସନ ମୋଡରେ ଆସିଛି ପୋଲିସ । ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଯାହାଫଳରେ କି ଏଟିଏମ୍‌ କିଛି ଲୁଟ୍‌ ହୋଇନଥିବା ଜଣାପଡିଛି । ଘଟଣାରେ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *