ସାନଖେମୁଣ୍ଡି:-ଆସିକା ପୋଲିସକୁ ମିଳିଛି ବଡ଼ ସଫଳତା। ଦିନ ୧୧ଟା ବେଳେ ଶହ ଶହ ଲୋକଙ୍କ ସାମ୍ନାରେ ବସ ଯୋଗେ ଆସିକା ବସଷ୍ଟାଣ୍ଡରରୁ ୧୩୪ କିଲୋ ଗଞ୍ଜେଇ ନେଇ ୬ ଜଣ ଯୁବକ ମୋହନାରୁ ଭାୟା ଭୁବନେଶ୍ୱର ଦେଇ ସୁରାଟ ଯାଉଥିଲେ। ସେହି ସମୟରେ ଆସିକା ପୋଲିସ ସେମାନଙ୍କୁ କାବୁ କରିଛି। ପୋଲିସ ପେଟ୍ରୋଲିଂ କରିବା ବେଳେ ଦୁର୍ବତ୍ତମାନେ ଧରା ପଡିଥିଲେ।