ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ

ଡେରାଡୁନ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ହୋମ୍ ଆଇସୋଲେସନରେ ଥିଲେ। ହସ୍ପିଟାଲରେ ତ୍ରିଭେନ୍ଦ୍ର ଭର୍ତ୍ତି ହେବା ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଡେରାଡୁନରେ … Read More

ଅଭୟକାନ୍ତ ପାଠକଙ୍କ ସରିଲା ଦୁଇ ଦନିଆ ରିମାଣ୍ଡ,

ଭୁବନେଶ୍ୱର: –ସ୍କାଏକିଙ୍ଗ ୬୫ ଲକ୍ଷ ଠକେଇ ମାମଲା । ଅଭୟକାନ୍ତ ପାଠକଙ୍କ ସରିଲା ଦୁଇ ଦନିଆ ରିମାଣ୍ଡ ଅବଧି । ପୁଅର ଠକେଇ ପଛର ସତ ଜାଣିବା ଲାଗି ୨ ଦନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିଛି ଖାରବେଳନଗର ଥାନା … Read More

କଟକରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

କଟକ: କଟକ ବିରିବାଟି ଅଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣକୁ ଗିରଫ କରିଛି ଏସଟିଏଫ ଟିମ୍ । ସୂଚନା ମୁତାବକ, କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ STF ଟିମ୍ … Read More

ରାଜଧାନୀରୁ ମୋବାଇଲ ଲୁଟେରା ଗିରଫ, ୪୦ଟି ଦାମୀ ମୋବାଇଲ୍ ଜବତ

ଭୁବନେଶ୍ୱର:-ରାଜଧାନୀରୁ ମୋବାଇଲ ଲୁଟେରା ଗିରଫ । କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ  ଓ ସହିଦନଗର ପୋଲିସ ଏହି ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ୪୦ଟି ଦାମୀ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି । ଏନେଇ ଡିସିପି … Read More

ଏଣିକି କଏଦୀଙ୍କୁ ଆଉ ମଶା କାମୁଡ଼ିବନି, ଝାରପଡ଼ା ଜେଲ୍‌ରେ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: –କଏଦୀମାନଙ୍କ ପାଇଁ ପୁଣି ଦରଦ ଦେଖାଇଲେ ଜେଲ୍ ‌କର୍ତ୍ତୃପକ୍ଷ । କଏଦୀଙ୍କୁ ମସା କାମୁଡ଼ୁଛି ବୋଲି ତାଙ୍କ ପାଇଁ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା । ଏଣିକି ମଶା ଓ ବିଶାକ୍ତ ପୋକ ଜୋକ ମାରିବା ପାଇଁ ଜେଲ୍‌ର ପ୍ରତ୍ୟେକ ଓ୍ୱାର୍ଡରେ … Read More

ପରୀକୁ ହତ୍ୟା ପରେ ଦୁଷ୍କର୍ମ,ଅଭିଯୁକ୍ତ ଭଉଣୀ ମୋବାଇଲରେ ନିୟମିତ ଶିଶୁ ପର୍ଣ୍ଣୋଗ୍ରାଫି ଦେଖୁଥିଲା

କଟକ:– ନୟାଗଡ଼ର ପରୀ ମୃତ୍ୟୁ ଘଟଣାରେ କଟକ ଠାରେ ମଙ୍ଗଳବାର ଦିନ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍‌ମିଟ୍ କରିଛନ୍ତି । ଏହି ପ୍ରେସମିଟରେ ସେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡଧରଣର ଖୁଲାସା କରିଛନ୍ତି । ବୋଥ୍ରାଙ୍କ ସୂଚନା ଅନୁସାରେ … Read More

ନକଲି ସିମେଣ୍ଟ କାରଖାନା ଠାବ, ହଜାର ହଜାର ବସ୍ତ ଜବତ

କଟକ:  ନକଲି ହବ୍ ପାଲଟିଛି ସିଲଭର୍ ସିଟି କଟକ । ପୁଣି ଏକ ନକଲି କାରଖାନା ଠାବ । ଜଗତପୁର ଅଂଚଳରୁ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନକଲି ସିମେଣ୍ଟ କଂପାନୀ ଉପରେ କମିସିରେଟ ପୋଲିସର ଚଢ଼ଉ … Read More

ପୋଲିସ ଡିଜିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଲେ ସାଂସଦ ଅନୁଭବ ମହାନ୍ତି: ତାଙ୍କ ପରିବାର ଲୋକଙ୍କ ବିରୋଧରେ ହୋଇଛି ଷଡ଼ଯନ୍ତ୍ର

କଟକ:–ଅନୁଭବ ଓ ବର୍ଷା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି ସୁରକ୍ଷା ମାଗି ପୁଲିସ ଡିଜିଙ୍କୁ ଚିଠି ଲେଖି ସୁରକ୍ଷା ସାଂସଦ ଅନୁଭବ ମହାନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ପ୍ରତି ଷଡଯନ୍ତ୍ର ଚାଲିଛି … Read More

ଜଟିଳ ହେଉଛି ଅନୁଭବ ଆଉ ବର୍ଷା କଳି, ଅନୁଭବ ନାଁରେ ଥାନାରେ ମାମଲା

ଭୁବନେଶ୍ୱର:-ଓଲିଉଡ ସୁପରଷ୍ଟାର ତଥା ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା । ପୁରୀ ଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ବର୍ଷା ପ୍ରିୟଦର୍ଶନୀଙ୍କ ଏତଲା ଆଧାରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୁଲିସ … Read More

୫ ଦିନ ପରେ ଉଦ୍ଧାର ହେଲେ ନିଖୋଜ ନାବାଳକ

ବାଙ୍କୀ:-ଗତ ୧୫ରେ ବାରଙ୍ଗ ଥାନା ଗୁଆକୁଳିମୁଣ୍ଡିଆସ୍ଥିତ ଏକ ଆପାର୍ଟମେଣ୍ଟ ନିକଟରୁ ନିଖୋଜ ହୋଇଯାଇଥିବା ନାବାଳକ ଭୁବନେଶ୍ୱରରୁ ଉଦ୍ଧାର ହୋଇଛି।  ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଜରିମୁଣ୍ଡା ସାହିରୁ ନାବାଳକଙ୍କୁ ଉଦ୍ଧାର କରାଯାଇଥିବା କହିଛି ବାରଙ୍ଗ ପୋଲିସ। ଗତ ୧୫ରେ ଗୁଆକୁଳିମୁଣ୍ଡିଆ ଗାଁରୁ  ନାବାଳକ … Read More