ଗଞ୍ଜେଇ ବ୍ୟବସାୟୀ ବିଭୁଦାଶ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ସାନଖେମୁଣ୍ଡି:-ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଜଙ୍ଗଲରେ ଗତ ମେ ମାସ ୨୩ ତାରିଖରେ ଅପହରଣ ପରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ର କରି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ … Read More

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: -ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତକ ହେଲେ ହୋଟେଲ୍ ସୋଲାନ ଇନ୍ ମାଲିକ କମଳାକାନ୍ତ ଦାସ । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କମଳାକାନ୍ତଙ୍କୁ ଗିରଫ କରିଥିଲା ଖାରବେଳ ନଗର ଥାନା ପୋଲିସ । ମୃତ୍ୟୁର … Read More

ପୁଣି ବିବାଦରେ ଅର୍ଣ୍ଣବ ଗୋସ୍ୱାମୀ: ବ୍ରିଟିଶ ବ୍ରଡକାଷ୍ଟ ରେଗୁଲେଟର ଲଗାଇଲା ୨୦ ହଜାର ପାଉଣ୍ଡର ଜରିମାନା

ନୂଆଦିଲ୍ଲୀ: ରିପବ୍ଳିକ୍ ଭାରତ ଟିଭି ଉପରେ ୧୯.୭୩ ଲକ୍ଷ (୨୦ ହଜାର ପାଉଣ୍ଡ) ଜରିମାନା ଲଗାଇଛି ବ୍ରିଟିଶ ବ୍ରଡକାଷ୍ଟ ରେଗୁଲେଟର । ଏକ ନିର୍ଦ୍ଧିଷ୍ଟ ବର୍ଗର ଏବଂ ଧର୍ମର ଲୋକଙ୍କ ଉଦ୍ଦେଶ୍ୟରେ ହେଟ୍ ସ୍ପିଚ୍ (ଘୃଣା ଭାଷା), ଅପମାନ ସୂଚକ ଶଦ୍ଧର ପ୍ରୟୋଗ … Read More

ନିଖୋଜ ଥିଲା ସ୍ୱାମୀ, ଏବେ ମିଳିଲା ମୃତଦେହ

ବାଲିପାଟଣା:– ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ସ୍ଥିତ ବନମାଳୀପୁର ଫାଣ୍ଡି ଅନ୍ତର୍ଗତ ବନମାଳୀ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ସେହି ଗ୍ରାମର ଜଣେ ବ୍ୟକ୍ତି ୩ ମାସ ଧରି ନିଖୋଜ ଥିବା ବେଳେ ଏବେ ତାଙ୍କ ମୃତଦେହ ମିଳିଛି । … Read More

କଟକରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

କଟକ: କଟକ ବିରିବାଟି ଅଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣକୁ ଗିରଫ କରିଛି ଏସଟିଏଫ ଟିମ୍ । ସୂଚନା ମୁତାବକ, କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ STF ଟିମ୍ … Read More

ରାଜଧାନୀରୁ ମୋବାଇଲ ଲୁଟେରା ଗିରଫ, ୪୦ଟି ଦାମୀ ମୋବାଇଲ୍ ଜବତ

ଭୁବନେଶ୍ୱର:-ରାଜଧାନୀରୁ ମୋବାଇଲ ଲୁଟେରା ଗିରଫ । କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ  ଓ ସହିଦନଗର ପୋଲିସ ଏହି ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ୪୦ଟି ଦାମୀ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି । ଏନେଇ ଡିସିପି … Read More

ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ଦିଦି

ପୁରୀ:-ଭିଜିଲାନ୍ସ ଜାଲରେ ଅଙ୍ଗନୱାଡି ଦିଦି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ପୁରୀ ଅଙ୍ଗନୱାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି । ସଂଧ୍ୟାରାଣୀଙ୍କ ପୈତୃକ ଘର, ସମତେ ହାତୀଶାଳରେ ଥିବା ୪ ମହଲା କୋଠା, ଅଟା … Read More

ଯଦୁପୁରରେ ଏସଆଇଟି ମୁଖ୍ୟ,

ନୟାଗଡ:-ନୟାଗଡ ଜିଲ୍ଲା ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଗତକାଲି ପୋଖରୀରୁ ଲେଗିନ୍ସ ମିଳିବା ପରେ ଆଜି ନୟାଗଡ ଯଦୁପୁର ଗସ୍ତରେ ଯାଇଥିଲେ ଆଇଜି ଅରୁଣ। ସେଠାରେ ପହଞ୍ଚି ସେ ପୋଖରୀ ନିକଟରେ ଓଡ୍ରାଫ‍ ଟିମ ଓ ଅଗ୍ନିଶମ ବାହିନୀ … Read More

ଏଣିକି କଏଦୀଙ୍କୁ ଆଉ ମଶା କାମୁଡ଼ିବନି, ଝାରପଡ଼ା ଜେଲ୍‌ରେ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: –କଏଦୀମାନଙ୍କ ପାଇଁ ପୁଣି ଦରଦ ଦେଖାଇଲେ ଜେଲ୍ ‌କର୍ତ୍ତୃପକ୍ଷ । କଏଦୀଙ୍କୁ ମସା କାମୁଡ଼ୁଛି ବୋଲି ତାଙ୍କ ପାଇଁ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା । ଏଣିକି ମଶା ଓ ବିଶାକ୍ତ ପୋକ ଜୋକ ମାରିବା ପାଇଁ ଜେଲ୍‌ର ପ୍ରତ୍ୟେକ ଓ୍ୱାର୍ଡରେ … Read More

ଗିରଫ ହେଲେ କ୍ରିକେଟର ସୁରେଶ ରାଇନା

ମୁମ୍ୱାଇ :-କ୍ରିକେଟରଙ୍କୁ ମହଙ୍ଗା ପଡିଲା ବଲିଉଡ୍ ପ୍ରେମ । ମୁମ୍ୱାଇରେ କୋଭିଡ ନିୟମ ଉଲଂଘନ କରି ବଲିଉଡ୍ ସେଲିବ୍ରିଟିଙ୍କ ପାର୍ଟିରେ ରାତିରେ ଯୋଗ ଦେଇ ଗିରଫ ହୋଇଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା । ରାଇନାଙ୍କ ସହିତ ମୋଟ୍ ୩୪ ଜଣଙ୍କ … Read More