ସିମେଣ୍ଟ ଦୋକାନରୁ ୨୫ହଜାର ଟଙ୍କା ଲୁଟିନେଲା ଦୁର୍ବୁତ୍ତ

ଭୁବନେଶ୍ୱର: ଭୁବନେଶ୍ୱର ନିଳାଦ୍ରୀବିହାର ରେ ଥିବା ଏକ ସିମେଣ୍ଟ ଦୋକାନରୁ ଲୁଟ୍ । ସିମେଣ୍ଟ କିଣିବା ବାହାନାରେ ଆସି ଦୋକାନ କ୍ୟାସ କାଉଣ୍ଟରରୁ ୨୫ହଜାର ଟଙ୍କା ଲୁଟିନେଲା ଦୁର୍ବୁତ୍ତ । ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏ … Read More

ଆଖି ପିଛୁଳାକେ ଝାମ୍ପି ନେଲେ ୮ଲକ୍ଷ

ଯାଜପୁର :-କ୍ଷଣିକ ଭିତରେ ଝାମ୍ପିନେଲେ ୮ ଲକ୍ଷ ଟଙ୍କା। ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବଳରାମ ପୁର (କନ୍ତପଡା) ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ୮ଲକ୍ଷ ଟଙ୍କା। ଚାରି ଦିନ ଧରି ବ୍ୟାଙ୍କ ବନ୍ଦ ରହିଥିବାରୁ ପେଟ୍ରୋଲ ପମ୍ପ … Read More

ଖେଳୁଥିବା ବେଳେ ଭୁଶୁ଼ଡ଼ିଲା ସ୍କୁଲ ପାଚେରି, ଛାତ୍ରୀ ମୃତ

ଫୁଲବାଣୀ: ସ୍କୁଲ ନିକଟରେ ଖେଳୁଥିବା ବେଳେ ଅଘଟଣ । ସ୍କୁଲ ପାଚେରି ଭୁଶୁଡ଼ି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ପେଟାପାଙ୍ଗାରେ ଏଭଳି ଅଭାବନୀୟ … Read More

ଅର୍ଡର କ୍ୟାନସେଲ୍ କରିବାରୁ ରାଗିଗଲା ଜୋମାଟୋ ଡେଲିଭରି ବୟ, ମୁଥ ମାରି ଯୁବତୀଙ୍କୁ କଲେ ଲହୁଲୁହାଣ

ବେଙ୍ଗାଲୁରୁ:-ଦୈନନ୍ଦିନ  ବ୍ୟସ୍ତବହୁଳ ଜୀବନରେ ଅନଲାଇନ୍ ଫୁଡ ଡେଲିଭରୀର ଚାହିଦା ବଢିବାରେ ଲାଗିଛି। ଲୋକଙ୍କୁ ଘରେ ରହି କିଛି ମିନିଟ୍‌ରେ ମନ ପସନ୍ଦର ଖାଦ୍ୟ ମିଳି ଯାଉଛି। ହେଲେ ବେଳେ ବେଳେ ଏମିତି ଘଟଣା ସାମ୍ନାକୁ ଆସୁଛି, ଯାହା ଜାଣିଲେ ଆପଣ ମଧ୍ୟ … Read More

ଦୋକାନ ଖୋଲୁଥିବା ବେଳେ ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୧୫ଲକ୍ଷ ଟଙ୍କାର ସୁନା ଗହଣା

କଳାହାଣ୍ଡି :-ସୁନା ଦୋକାନୀଙ୍କଠାରୁ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ । ଜୁନାଗଡ଼ ଥାନା କଲମପୁର ଛକ କାଞ୍ଚନ ଜୁଏଲାରୀ ସାମ୍ନାରୁ ଲୁଟ୍ ହୋଇଛି । ଲୁଟର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ସୂଚନାଯୋଗ୍ୟ ଯେ, ବୁଧବାର … Read More

ସିପି ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ,

ଭୁବନେଶ୍ୱର: ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ୱର-କଟକ କମିଶନରଟ ପୋଲିସର କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର । ଦାୟିତ୍ୱ ଗ୍ରହଣ ଅବସରରେ କଟକ, … Read More

ମୟୂରଭଞ୍ଜ ଜିଲ୍ଲାର ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ

କରଞ୍ଜିଆ: ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।ମିଳିପାଳ ସହ ନିକଟବର୍ତ୍ତୀ ବିଭିନ୍ନ ଆଖପାଖ ଜଙ୍ଗଲ ପ୍ରାୟ ୧୦ ଦିନ ହେଲା ଜଳୁଛି । ଆପ୍ରାଣ ଉଦ୍ୟମ କରି ଦିନରାତି କରି ବନ ବିଭାଗ … Read More

ଫୁଲ ତୋଳୁଥିବା ବେଳେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା ଚେନ୍

ଭୁବନେଶ୍ୱର: -ରାଜଧାନୀରେ ମାତିଲେ ଲୁଟେରା । ଫୁଲ ତୋଳିବାକୁ ଆସିଥିବା ଆଉ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଛନ୍ତି ସୁନା ଚେନ । କିଛିଦିନ ତଳେ ନିଳାଦ୍ରୀ ବିହାରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ଭରତପୁର … Read More

ରାଜଧାନୀରେ ପିସିଆର୍‌ ଭଙ୍ଗା ଓ ଅଭିଯୁକ୍ତଙ୍କୁ ମାଡ଼ ମାମଲାରେ ୫ ଗିରଫ

ଭୁବନେଶ୍ୱର:- ଭୁବନେଶ୍ୱରରେ ଯୁବକକୁ ହତ୍ୟା ପରେ ପିସିଆର୍‌ ଭଙ୍ଗା ଓ ଅଭିଯୁକ୍ତମାନଙ୍କୁ ମାଡ଼ ମାମଲାରେ କମିଶନରେଟ୍‌ ପୁଲିସ ଆଜି ୫ ଜଣଙ୍କୁ ଗିରଫ କରିଛି। ସୋଶାଲ ମିଡ଼ିଆ ଓ ସିସିଟିଭି ଆଧାରରେ ପୁଲିସ ଏହି ୫ ଜଣଙ୍କୁ ଗିରଫ କରିଛି। ଏନେଇ … Read More

ପ୍ରଥମେ ଦୁଇ ଭାଇଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଟୁକୁନା : ଡିସିପି

ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକରେ ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ । ହତ୍ୟାକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ୍ । ଘଣାସ୍ଥଳରେ ପିସିଆର ଭ୍ୟାନ ଭଙ୍ଗାରୁଜା ଓ ହତ୍ୟାକାରୀକୁ ମାଡ ମାରିଥିବା ବ୍ୟକ୍ତିଙ୍କୁ ପୋଲିସ୍ ଚିହ୍ନଟ କରିଛି … Read More