ପୌର ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ପାହ୍ୟା କଥା ଉଠାଇ କେନ୍ଦ୍ରକୁ ଘେରିଲେ ନବୀନ

ଭୁବନେଶ୍ୱର:- ଯୁବ ଏବଂ ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି। କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଥିବା କହିଛନ୍ତି ନବୀନ। ନିର୍ବାଚନ ବେଳେ ଉଭୟ ବିଜେପି ଓ … Read More

ପଶ୍ଚିମବଙ୍ଗରେ ବଢୁଛି ଟିଏମସି ବିଧାୟକଙ୍କ ଇସ୍ତଫା ଧାରା, ୨ ଦିନ ଭିତରେ ଦଳରୁ ୩ ବିଧୟକଙ୍କ ଇସ୍ତଫା

କୋଲକାତା:-୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଆଉ ଏହି ନିର୍ବାଚନ ଆଗରୁ ଜଣକ ପରେ ଜଣେ ବିଧାୟକ ତୃଣମୂଳ କଂଗ୍ରେସ ଛାଡିବା ମମତାଙ୍କ ଚିନ୍ତା ବଢାବ ନିଶ୍ଚୟ । ଏହି ଇସ୍ତଫା ଧାରା ସ୍ପଷ୍ଟ କରୁଛି ଟିଏମସି କ୍ୟାମ୍ପରେ ସବୁକିଛି ଠିକ୍ … Read More

ବିଜେପି ଚାଣକ୍ୟଙ୍କ ମିଶନ ବେଙ୍ଗଲ :କୋଲକାତା ପହଞ୍ଚିବେ ଅମିତ ଶାହା

କୋଲକାତା:- ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସହିତ ବିବାଦ ମଧ୍ୟରେ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗରେ ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ବହୁ ହେଭିଓ୍ବେଟ୍ ନେତା । ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି … Read More

ଜାନୁୟାରୀରେ ଓଡ଼ିଶା ଆସିବେ ସୋନିଆ ଗାନ୍ଧି!

ଭୁବନେଶ୍ୱର:-କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆସନ୍ତା ଜାନୁୟାରୀ ତୃତୀୟ ସପ୍ତାହରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀମତୀ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। କଂଗ୍ରେସ ସଂଗଠନକୁ ସୁଦୃଢ଼ … Read More

ବିଜେପିରେ ଯୋଗଦେବା ପୂର୍ବରୁ ଶୁଭେନ୍ଦୁଙ୍କୁ ମିଳିଲା ‘Z+’ ସୁରକ୍ଷା ଓ ବୁଲେଟ୍ ପ୍ରୁଫ ଗାଡି,

କୋଲକାତା:-ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦିନ ହିଁ ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ଜେଡ୍ କ୍ୟାଟଗରୀ ସୁରକ୍ଷା ପ୍ରଦାନ ଲାଗି କେନ୍ଦ୍ର ନିଷ୍ପତ୍ତି ନେଇଥିଲା।  ସେହି ଅନୁସାରେ ତାଙ୍କ ଘର ଆଗରେ ୱାଇ ପ୍ଲସ୍‌ ସୁରକ୍ଷାର ବନ୍ଦୋବସ୍ତ ମଧ୍ୟ  ହୋଇଛି। … Read More

ମମତାଙ୍କୁ ଆଉ ଏକ ଝଟକା: ଇସ୍ତଫା ଦେଲେ ଟିଏମସି ବିଧାୟକ ଜିତେନ୍ଦ୍ର ତିଓ୍ବାରୀ,

କୋଲକାତା:-ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଆଉ ଏକ ଶକ୍ତ ଝଟକା । ମମତା ବାନାର୍ଜୀଙ୍କ ଦଳରେ ବିଦ୍ରୋହ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଶୁଭେନ୍ଦୁ ଅଧିକାରୀଙ୍କ ପରେ ଗୁରୁବାର ଆଉ ଜଣେ ବିଧାୟକ ଇସ୍ତଫା ଦେଇଥିବା ସୂଚନା … Read More

ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ସାର୍ଟ ଓ ଶାଢ଼ୀ ବାଣ୍ଟିଲା ବିଜେଡି

ଭୁବନେଶ୍ୱର:-ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ନିଜର ଯୁବ ଓ ଛାତ୍ର କର୍ମକର୍ତ୍ତାମାନଙ୍କୁ ସାର୍ଟ ଓ ଶାଢ଼ୀ କିଣିବା ପାଇଁ ଅର୍ଥରାଶି ପ୍ରଦାନ କରିଛି। ରାଜ୍ୟରେ ଲକ୍ଷ ଲକ୍ଷ ଯୁବବର୍ଗ ଏବେ କର୍ମନିଯୁକ୍ତି ଅପେକ୍ଷାରେ ରହିଥିବାବେଳେ ଶାସକ ବିଜେଡି … Read More

ପଶ୍ଚିମବଙ୍ଗରେ ରାଜନୀତି ବିସ୍ଫୋରକ: ରାଜ୍ୟପାଳଙ୍କ ଚେତାବନୀ- ସମ୍ବିଧାନର ସୀମା ନ ଟପନ୍ତୁ ମମତା,

ନୂଆଦିଲ୍ଲୀ:–ପଶ୍ଚିମବଙ୍ଗରେ ରାଜନୀତି ବିସ୍ଫୋଟକ ରୂପ ନେଇଛି। ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଉପରକୁ ପଥର ମାଡ ଘଟଣାକୁ ନେଇ ବିଜେପି ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି। ସେପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ମମତାଙ୍କୁ ଚରମବାଣୀ ଶୁଣାଇ … Read More

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣା:ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ସମନ

ପଶ୍ଚିମବଙ୍ଗ:- ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣକୁ ନେଇ ଦୁଇ ଦିନ ହେଲା ଦୋହଲୁଛି ଜାତୀୟ ରାଜନୀତି । ଆକ୍ରମଣ ଘଟଣାରେ ଟିଏମସି ସମ୍ପୃକ୍ତି ଅଭିଯୋଗ କରିବା ପରେ ଜୋରଦାର ହୋଇଛି ଆରୋପ ପ୍ରତ୍ୟାରୋପ । ସେପଟେ … Read More

୨୦ରେ ବିଜେଡି କାର୍ଯ୍ୟକାରିଣୀ

ଭୁବନେଶ୍ୱର:-ଦୀର୍ଘ ୨୦ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଆସନ୍ତା ୨୬ତାରିଖରେ ନିଜର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିବା ନିମନ୍ତେ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛି। କରୋନା କଟକଣାରେ ବି ବିଜେଡି ଚଳିତଥର ନିର୍ବାଚନମଣ୍ଡଳୀସ୍ତରରେ ଯୁବ ଓ ମହିଳା ସମାବେଶ କରିବ … Read More