ମୋଦୀ ସରକାରଙ୍କୁ ଝଟକା, କୃଷି ବିଧେୟକ ବିରୋଧରେ କ୍ୟାବିନେଟ୍‌ରୁ ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ

ନୂଆଦିଲ୍ଲୀ:- କୃଷି ସମ୍ବନ୍ଧରେ ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିବା ମୋଦୀ ସରକାରଙ୍କୁ ଲାଗିଛି ଝଟକା। ବିଜେପିର ସହଯୋଗୀ ଶିରୋମଣି ଅକାଳି ଦଳ ଅଧ୍ୟାଦେଶକୁ ବିରୋଧ କରିବା ସହ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ଯେବେ … Read More

ରାଜ୍ୟସଭାରେ ଖୁବ୍‌ ବର୍ଷିଲେ ଜୟା – କହିଲେ, ”ବଲିଉଡକୁ ବଦନାମ କରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର”

ବଲିଉଡ ଓ ଡ୍ରିଗ୍ସ ପ୍ରସଙ୍ଗ ଉଠାଇ ଆଜି ରାଜ୍ୟସଭାରେ ଖୁବ ବର୍ଷିଛନ୍ତି ସମାଜବାଦୀ ପାଟି ସାଂସଦ ଜୟା ବଚ୍ଚନ। ବଲିଉଡକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ସେ କହିଛନ୍ତି। ”ଜଣଙ୍କ ଲାଗି ପୂରା ବଲିଉଡକୁ ବଦନାମ କରିବା ଠିକ ନୁହେଁ। … Read More

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କରୋନା

ଭୁବନେଶ୍ବର:- ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପ୍ରଥମେ କିଛି ଅସୁସ୍ଥତା ଅନୁଭବ କରିବାରୁ ସେ ନିଜର କରୋନା ଟେଷ୍ଟ କରିଥିଲେ । ସେ … Read More

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ: JDU ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିବ ବିଜେଡ଼ି

ଭୁବନେଶ୍ୱର:-ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବ ବିଜେଡି । ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡ଼ି ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପୂର୍ବରୁ ହରିବଂଶଙ୍କୁ ସମର୍ଥନ କରିବା … Read More

ନୂଆ ପ୍ରଭାରୀଙ୍କୁ ପାଇ ଉତ୍ସାହିତ ରାଜ୍ୟ କଂଗ୍ରେସ, ସଭାପତି ଲାଇନ୍‌ରେ ୧୭ ନେତା

ଭୁବନେଶ୍ୱର: ନୂଆ ପ୍ରଭାରୀଙ୍କୁ ପାଇ ଉତ୍ସାହିତ ରାଜ୍ୟ କଂଗ୍ରେସ ଶିବିର । ପୁଣି ଉଠିଲା ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ । ସୁର କହିଲେ ପିସିସି ସଭାପତି ରେସ୍‌ରେ ଅଛନ୍ତି ୧୭ ଜଣ ନେତା । ଭକ୍ତ ଓ ଶରତ ବି ରଖିଲେ ମତ … Read More

ସ୍ୱାସ୍ଥ୍ୟ ଯାଞ୍ଚ ଲାଗି ବିଦେଶ ଗଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ:– କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମେଡିକାଲ ଯାଞ୍ଚ ଲାଗି ଶନିବାର ବିଦେଶ ଗସ୍ତରେ ଯାଇଛନ୍ତି। ସାଙ୍ଗରେ ତାଙ୍କ ପୁଅ ରାହୁଲ ଗାନ୍ଧି ମଧ୍ୟ ଯାଇଛନ୍ତି। ତେବେ ରାହୁଲ ଆଗାମୀ ସପ୍ତାହରେ ଫେରିଆସିବାକୁ ଥିବା ବେଳେ ସୋନିଆ କିଛିକାଳ ବିଦେଶରେ ଅବସ୍ଥାନ … Read More

କଂଗ୍ରେସରେ ବଡ ସାଙ୍ଗଠନିକ ପରିବର୍ତ୍ତନ:ଭକ୍ତଙ୍କୁ ମିଜୋରାମ-ମଣିପୁର ପ୍ରଭାରୀ, ବଦଳିବେ ଓଡିଶା ପ୍ରଭାରୀ

ଭୁବନେଶ୍ଵର:- କଂଗ୍ରେସର ପାର୍ଟି ବଡ ସାଙ୍ଗଠନିକ ପରିବର୍ତ୍ତନ କରାଯାଇଛି। ଗୁଲାମ ନବି ଆଜାଦ ସମେତ ଚାରି ବରିଷ୍ଠ ନେତାଙ୍କୁ ମହାସଚିବ ଦାୟିତ୍ଵରୁ ମୁକ୍ତ କରାଯାଇଛି। ପ୍ରକାଶିତ ୨୨ ଜଣିଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି)ରେ ଓଡିଶାରୁ ଜଣେ ହେଲେ ନେତା ନାହାନ୍ତି। କେବଳ … Read More

ବିଜେପି ପକ୍ଷରୁ କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ କୁଶପୁତ୍ତଳିକା ପୋଡି

କେନ୍ଦ୍ରାପଡା:- କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସହରର ତିନିମୁହାଣି ଛକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ କୁଶ ପୁତଳିକାକୁ ରବିବାର ସନ୍ଧ୍ୟାରେ ଦାହ କରାଯାଇଥିବା ଦେଖିବାକୁ ମିଳିଛି। ନାରୀ ନିର୍ଯ୍ୟାତନାରେ ସାଂସଦ ଶ୍ରୀ ମହାନ୍ତି ନିଜେ ସଂପୃକ୍ତ ଥିବାରୁ … Read More