ଭାରତ ଅକ୍ତିଆରରେ ଏବେ ଦକ୍ଷିଣ ପେଙ୍ଗୋଙ୍ଗର ୬ରୁ ଅଧିକ ପାହାଡ଼,

ଲେହ:-ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପଟେ ଥିବା ୬ ଅଧିକ ରଣନୈତିକ ପାହାଡକୁ  ଭାରତୀୟ ସେନା ଏବେ ନିଜ ଅକ୍ତିଆରକୁ ଆଣି ସାରିଲେଣି। ତେବେ ବ୍ଲାକଟପ୍‌ ଓ ହେଲମେଟ୍‌ ଟପ୍‌ ଏଲଏସିର ଚୀନ୍‌ ଭାଗରେ । ଏଣୁ ଏଥିପାଇଁ ସମସ୍ତ ପ୍ରକାର ସତର୍କତା … Read More

ଭାରତ-ଚୀନ ସୀମାରେ ଉତେଜନା : ଆଜି କମାଣ୍ଡର ସ୍ତରୀୟ ଷଷ୍ଠ ବୈଠକ

ନୂଆଦିଲ୍ଳୀ :-ଭାରତ-ଚୀନ ମଧ୍ୟରେ ଉତେଜନା କମିବାର ନାଁ ନେଉନାହିଁ । ଅମାନିଆ ଚୀନ ଯୋଗୁଁ ଏଲଏସିରେ ମାହୋଲ ଗରମ ରହିଛି । ଚୀନ ନିଜର ସୈନ୍ୟଶକ୍ତି ବଳରେ ଭାରତକୁ ଡରାଇବାକୁ ଚାହିୁଁଛି, କିନ୍ତୁ ଭାରତୀୟ ସୈନ୍ୟ ଡ୍ରାଗନକୁ କଡା ଜବାବ ଦେଇଛି … Read More

ବିଶୃଙ୍ଖଳିତ ଆଚରଣ ପାଇଁ ୮ ସାଂସଦଙ୍କୁ ସସ୍‌ପେଣ୍ଡ କଲେ ରାଜ୍ୟସଭା ଅଧ୍ୟକ୍ଷ

ନୂଆଦିଲ୍ଳୀ :- ରାଜ୍ୟସଭାର ୮ ସାଂସଦ ସସ୍‌ପେଣ୍ଡ୍‌। ଗତକାଲି କୃଷି ବିଲ୍‌ ପାରିତ ହେବାବେଳେ ହଙ୍ଗାମା ଏବଂ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏହି ୮ଜଣ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ସସ୍‌ପେଣ୍ଡ୍‌ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟସଭାରେ କୃଷି ବିଲ୍ ପାରିତ … Read More

୬ ମାସ ପରେ ଖୋଲିଲା ତାଜମହଲ

ଆଗ୍ରା:– କରୋନା ମହାମାରୀ ଯୋଗୁଁ ଗତ ୬ ମାସ ହେଲା ବନ୍ଦ ରହିଥିଲା ତାଜମହଲ । ସୋମବାର ଦିନ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ଖୋଲାଯାଇଛି । ତାଜମହଲ ଖୋଲିବା ପରେ ଯାହାକୁ ସର୍ବ ପ୍ରଥମେ ପ୍ରବେଶ କରିବାର ମଉକା ମିଳିଥିଲା ସେ … Read More

ରାଜ୍ୟସଭାରେ ପାସ୍ ହେଲା କୃଷି ବିଲ୍

ନୂଆଦିଲ୍ଲୀ :- ରାଜ୍ୟସଭାରେ କୃଷି ବିଲ୍ ପାରିତ ହୋଇଛି । ବାଚନିକ ଭୋଟରେ କୃଷି ବିଲ୍ ପାସ ହୋଇଛି । ବିରୋଧୀଙ୍କ ହଙ୍ଗାମା ଭିତରେ ରାଜ୍ୟ ସଭାରେ କୃଷି ବିଲ୍ ପାସ୍ ହୋଇଛି । ସିଲେକ୍ଟ କମିଟିକୁ ପଠାଇବା ନେଇ ବିରୋଧୀଙ୍କ … Read More

ବିଦେଶୀ ଚାନ୍ଦା ସଂଗ୍ରହ ଆଇନରେ ହେବ ସଂଶୋଧନ, NGO ପଞ୍ଜିକରଣ ଲାଗି ଆଧାର ହେବ ଜରୁରି

ନୂଆଦିଲ୍ଲୀ:-ଭାରତ ସରକାର ବିଦେଶୀ ଅଂଶଦାନ (ନିୟମତଃ) ଆଇନ (ଏଫସିଆରଏ) ସଂଶୋଧନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସଂସଦର ଚଳିତ ଅଧିବେଶନରେ ହୁଏତ ଏଫସିଆରଏ ଆମେଣ୍ଡମେଣ୍ଟ ବିଲ୍-୨୦୨୦ ଲୋକସଭାରେ ଉପସ୍ଥାପିତ ହୋଇପାରେ। ଏଥିରେ ଯେ କୌଣସି ଅଣ ସରକାରୀ ସଙ୍ଗଠନ(ଏନଜିଓ) ଅଥବା ଆସୋସିଏସନକୁ … Read More

ବାଘର କଟାମୁଣ୍ଡ ସହ ଛାଲ ଜବତ: ନାବାଳକ ସମେତ ମା’ ଓ ପୁଅଙ୍କୁ ଗିରଫ କଲା ବନବିଭାଗ

ନୂଆପଡ଼ା :- ନୂଆପଡ଼ା ଜିଲ୍ଲାରେ ଆଜି ଏକ ବାଘ ଛାଲ, କଟା ମୁଣ୍ଡକୁ ବନ ବିଭାଗ ଜବତ କରିଛି । ଏହି ଘଟଣାରେ ସଦର ରେଞ୍ଜ ଅଧୀନ ଟିପାଝର ଗାଁରୁ ଜଣେ ନାବାଳକ ସମେତ ମା’ ଓ ପୁଅକୁ ଅଟକ ରଖି … Read More

ନାକ ଓ ପାଟିକୁ ଆୟୋଡିନରେ ସଫା କଲେ ୧୫ ସେକେଣ୍ଡରେ ଦୂର ହୋଇପାରେ କରୋନା ଭାଇରସ,

ନୂଆଦିଲ୍ଲୀ:-କରୋନା ଭାକସିନ ଦିଗରେ ବିଭିନ୍ନ ବୈଜ୍ଞାନିକ କାମ ଚଳାଇଛନ୍ତି। ଏହି କ୍ରମରେ ଆମେରିକୀୟ ବୈଜ୍ଞାନିକମାନେ ଆୟୋଡିନରେ କରୋନା ଭାଇରସକୁ ୧୫ ସେକେଣ୍ଡରେ ଦୂର କରିବା ଦାବି କରିଛନ୍ତି। ଏହି ଗବେଷଣା jama otolaryngology-head and neck surgeryରେ ପ୍ରକାଶ ପାଇଛି। ଗବେଷଣାରେ … Read More