ଅର୍ଥ ହେର୍‌ଫେର୍‌ ମାମଲାରେ ବନ୍ଧା ହେଲେ ବଲିଉଡ୍‌ର ସଚିନ୍‌ ଜୋସି

ମୁମ୍ୱାଇ:-ବଲିଉଡ୍‌ ଅଭିନେତା ତଥା ମୁମ୍ୱାଇର ଜଣେ ଜଣାଶୁଣା ବ୍ୟବସାୟୀ ସଚିନ୍‌ ଜୋସିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଗିରଫ କରିଛି । ଅର୍ଥ ହେର୍‌ଫେର୍‌ ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ମୁମ୍ୱାଇର ପ୍ରତିଷ୍ଠିତ ବିଲ୍ଡର୍‌ କମ୍ପାନୀ … Read More

ଚାଷୀ ଆନ୍ଦୋଳନକୁ ନେଇ ବିଦେଶରେ ଚର୍ଚ୍ଚା

ଦିଲ୍ଲୀ:-ପପ୍ ଷ୍ଟାର ରିହାନା ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟ କରିବା ପରେ ସେଲିବ୍ରିଟିଙ୍କ ମଧ୍ୟରେ ଜଙ୍ଗଲର ନିଆଁ ଭଳି ଖେଳିଗଲା । ଏହାପରେ ଜଣକ ପରେ ଜଣେ ଟ୍ୱିଟ କରିବାକୁ ଲାଗିଲେ । ବ୍ରିଟିଶ ସାଂସଦ, କ୍ଲାଉଡିଆ ୱେବ ଲେଖିଛନ୍ତି, ଏହା … Read More

୪୨ତମ ସେନା ଉପମୁଖ୍ୟ ହେଲେ ଓଡିଆ ପୁଅ

ଭୁବନେଶ୍ୱର: ଭାରତୀୟ ସେନାର ଉପମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି ଓଡିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ୪୨ତମ ଭାଇସ୍ ଚିଫ୍ ଆର୍ମୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଚଣ୍ଡି ପ୍ରସାଦ ମହାନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଏସ … Read More

ସେନା ଉପମୁଖ୍ୟ ହେଲେ ଚଣ୍ଡି ପ୍ରସାଦ

ଭୁବନେଶ୍ୱର: ଭାରତୀୟ ସେନାର ଉପମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି ଓଡିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ୪୨ତମ ଭାଇସ୍ ଚିଫ୍ ଆର୍ମୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଚଣ୍ଡି ପ୍ରସାଦ । ଲେଫ୍ଟନାଣ୍ଟ ଜେନେରାଲ ଏସ କେ … Read More

ବଜେଟ୍‌ ଭାଷଣ ସମୟରେ ସେୟାର ମାର୍କେଟ୍‌ରେ ସୃଷ୍ଟି ହେଲା ଝଡ଼, ସେନ୍‌ସେକ୍ସ ୭୩୭ ପଏଣ୍ଟ ବଢ଼ିଲା

ନୂଆଦିଲ୍ଲୀ:–ଦେଶରେ ୨୦୨୧-୨୨ ସାଧାରଣ ବଜେଟ୍ ସୋମବାର ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ସମୟରେ ସେୟାର ବଜାରେର କିନ୍ତୁ ଲଗାତାର ବଢ଼ି ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ପ୍ରାୟ ୭୩୭.୨୫ ଅଙ୍କ ବୃଦ୍ଧି ପାଇଛି … Read More

ବଜେଟ୍ ୨୦୨୧ : କୋଭିଡ୍ ଟିକା ପାଇଁ ୩୫ ହଜାର କୋଟି

ନୂଆଦିଲ୍ଲୀ:-ଚଳିତ ବର୍ଷର ସାଧାରଣ ବଜେଟ୍ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ମହାମାରୀ କାଳରେ ଏହା ମୋଦି ସରକାରଙ୍କ ପ୍ରଥମ ବଜେଟ୍ । ଚଳିତ ଥର ଡିଜିଟାଲ ବଜେଟ୍ ଉପସ୍ଥାପନ ହୋଇଛି । ୨୦୨୧ ଐତିହାସିକ ବର୍ଷ । … Read More

କୋଭିଡ ପରିଚାଳନା ପାଇଁ ଓଡ଼ିଶା ପୋଲିସ ସମ୍ମାନିତ

ନୂଆଦିଲ୍ଲୀ: କୋଭିଡ ପରିଚାଳନା ପାଇଁ ଓଡ଼ିଶା ପୋଲିସକୁ ସମ୍ମାନିତ କଲା ଜାତୀୟ ମହିଳା କମିଶନ   । ଏନସିଡବ୍ଲୁର ୨୯ତମ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ସମ୍ମାନ ଗ୍ରହଣ କଲେ ବରଗଡ଼ ଏସପି ପଦ୍ମିନୀ ସାହୁ  । ଦିଲ୍ଲୀ … Read More

ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସା

ଭୁବନେଶ୍ୱର: ହୁହୁ ହୋଇ ବଢିଚାଲିଛି ଡିଜେଲ ଓ ପେଟ୍ରୋଲ ଦର । ଲଗାତାର ତେଲଦର ବଢିବା ଫଳରେ ଖାଉଟି ଏବେ ଚିନ୍ତାରେ ପଡ଼ିଛନ୍ତି । ଓଡିଶାର ମାଲକାନଗିରରେ ଡିଜେଲ ଓ ପେଟ୍ରୋଲ ଦର ସର୍ବାଧିକ ରହିଛି । ମାଲକାନଗିରିରେ ପେଟ୍ରୋଲ ଦର … Read More

ପାରା ଗ୍ଲାଇଡିଂ ବେଳେ ଛିଡିଗଲା ରଶି, ଆକାଶରୁ ଖସି ପଡିଲେ ୨ ଗ୍ଲାଇଡର୍

ନୂଆଦିଲ୍ଲୀ:-ଉତ୍ତର ପ୍ରଦେଶର ହନୁଓ୍ୱନ୍ତିଆ ଜଳ ମହୋତ୍ସବରେ ବୁଧବାର ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣା ଘଟିଛି । ଏଥିରେ ୨ଜଣ ପ୍ରାଣ ହରାଇଛନ୍ତି । ଦୁଇ ମୃତକ ଏକ ଇଭେଣ୍ଟ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି । ଏହି ଦୁଇଜଣ ପାରାଗ୍ଲାଇଡିଂ ସମୟରେ … Read More

ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:- ଦେଶରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଟିକା ନେଉଛନ୍ତି ସମସ୍ତ ସ୍ବାସ୍ଥ୍ୟକର୍ମୀ ଏବଂ କୋଭିଡ ଯୋଦ୍ଧା । ଖୁବ ଶୀଘ୍ର ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ ସମେତ … Read More