ଜେନେଲିଆ ଏବେ କରୋନା ନେଗେଟିଭ୍

ମୁମ୍ବାଇ:- ବଲିଉଡ୍‌ ଅଭିନେତ୍ରୀ ଜେନେଲିଆ ଦେଶମୁଖ ଏକ ନୂଆ ଖୁଲାସା କରିଛନ୍ତି । ସେ କହିଛନ୍ତି, ୩ ସପ୍ତାହ ତଳେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ଆଇସୋଲେସନରେ ରହିବାକୁ ପଡ଼ିଥିଲା । କିନ୍ତୁ ଏବେ ତାଙ୍କର … Read More

ପଞ୍ଚଭୂତରେ ବିଲୀନ ହେଲେ ପ୍ରଣବ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସାରା ଦେଶ ଅଶ୍ରୁଳ ବିଦାୟ

ନୂଆଦିଲ୍ଲୀ:-ପଞ୍ଚ ଭୂତରେ ବିଲୀନ ହେଲେ ଦେଶର ୧୩ତମ ରାଷ୍ଟ୍ରପତି ତଥା ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀ। ଦିଲ୍ଲୀ ସ୍ଥିତ ଲୋଧୀ ଘାଟରେ ପ୍ରଣବଙ୍କ ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର ଅଣାଯାଇଛି। ବଡ ପୁଅ ଅଭିଜିତ ମୁଖାର୍ଜୀ ପ୍ରଣବଙ୍କୁ ମୁଖାଗ୍ନି ଦେଇଛନ୍ତି। … Read More

ଦୀପାବଳୀକୁ ଥମିଯିବ କରୋନା- କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ – କରୋନାର ଆତଙ୍କକୁ ଦେଖି ପୁରା ବିଶ୍ୱର ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି । ବର୍ତ୍ତମାନ ସାରା ବିଶ୍ୱରେ ପାଖାପାଖି ୧୭୦ଟି ଭାକ୍‌ସିନ୍‌ ଉପରେ କାମ ଚାଲୁ ରହିଛି ।  ବିଶ୍ୱ ସ୍ୱାସ୍ଥ୍ୟ  ସଙ୍ଗଠନ  ମୁତାବିକ୍‌ ସାରା ବିଶ୍ୱରେ ଅତି କମ୍‌ରେ  … Read More

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା

ନୂଆଦିଲ୍ଲୀ:-ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସୋମବାର  ଅପରାହ୍ନରେ ପରଲୋକ ହୋଇଛି।  ୮୪ ବର୍ଷ ବୟସ୍କ ମୁଖାର୍ଜୀ ନୂଆଦିଲ୍ଲୀସ୍ଥିତ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ପୁଅ ତଥା ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀ ଏକ … Read More

ଆସନ୍ତା କାଲି ପଞ୍ଚଭୂତରେ ଲୀନ ହେବେ ପ୍ରଣବ ଦା’,ତିନୋଟି ପଦକ୍ଷେପ ପାଇଁ ରହିବେ ଅମର

ନୂଆଦିଲ୍ଲୀ:-ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୮୪ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ସୋମବାର ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ କିଛି ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୂର୍ବରୁ ସେ କରୋନା … Read More

ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସଂସଦ ଅଧିବେଶନ

ନୂଆଦିଲ୍ଲୀ:-କରୋନା ମହାସଙ୍କଟ ମଧ୍ୟରେ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବ ।  ସେପ୍ଟେମ୍ଵର ୧୪ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ସଂସଦର ଅଧିବେଶନ ଆୟୋଜନ ହେବ ।   ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ମୌସୁମି ଅଧିବେଶନରେ ୧୮ ଦିନ … Read More

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ

ନୂଆଦିଲ୍ଲୀ, : – ଲମ୍ବା ଚିକିତ୍ସା ପରେ ମଧ୍ୟ ଭଲ ହୋଇ ପାରିଲେନି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମଖାର୍ଜୀ। ଶେଷରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମଖାର୍ଜୀଙ୍କ ପରଲୋକ ହୋଇଯାଇଛି । ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ତାଙ୍କର ଚିକିତ୍ସା … Read More

ଦକ୍ଷିଣ ଚୀନ୍‌ ସାଗରରେ ଭାରତୀୟ ଯୁଦ୍ଧଜାହାଜ ମୁତୟନ

ନୂଆଦିଲ୍ଲୀ:-ପୂର୍ବ ଲଦାଖରେ ଗତ ଜୁନ ୧୫ ତାରିଖରେ ଚୀନ୍‌ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବାର ଦୁଇମାସ ପରେ ବିବାଦୀୟ ଦକ୍ଷିଣ ଚୀନ୍‌ ସାଗର ଅଞ୍ଚଳକୁ ଭାରତ ଏକ ଯୁଦ୍ଧଜାହାଜ ପଠାଇଛି। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି … Read More