ବିବାହ ଉପରେ ରାଧୀକା ଆପ୍ତେଙ୍କ ବିଶ୍ବାସ ନାହିଁ: କହିଲେ-‘ଭିସା ପାଇଁ ବାହା ହେବାକୁ ପଡ଼ିଲା’
ମୁମ୍ବାଇ :- ବିବାହକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ଅଭିନେତ୍ରୀ ରାଧୀକା ଆପ୍ତେ। ବିବାହ ଉପରେ ବିଶ୍ବାସ କରନ୍ତିନି ରାଧୀକା । କେବଳ ଭିସା ପାଇଁ ବ୍ରିଟିଶ ମ୍ୟୁଜିସିଆନ୍ ବେନୋଡିକ୍ଟ ଟେଲରଙ୍କୁ ବିବାହ କରିଛନ୍ତି ବୋଲି କହିଛନ୍ତି ରାଧୀକା ଆପ୍ତେ । ଏବେ … Read More