ବିବାହ କାର୍ଯ୍ୟକ୍ରମରେ ଏବେ ୨୦୦ ନୁହେଁ ମାତ୍ର ୫୦ ଅତିଥୀଙ୍କୁ ମିଳିବ ଅନୁମତି,

ନୂଆଦିଲ୍ଲୀ:-ଦେଶର ରାଜଧାନୀ ନୂଆଦିଲ୍ଲାରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଏଠାରେ ଆତଙ୍କ ଥମିବାର ନାଁ ନେଉନାହିଁ । ଏପରିକି ଘାତକ ଭାଇରସର ତୃତୀୟ ଲହରୀ ଜାରି ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ୯୯ଜଣ ପ୍ରାଣ ହରାଇଛନ୍ତି … Read More

ଦିଲ୍ଲୀରେ ଉତ୍କଟ ରୂପ ନେଉଛି କରୋନା,୧୫ ଦିନରେ କରୋନା ନେଲାଣି ୧୧ଶହ ଜୀବନ

ଦିଲ୍ଲୀ:-ଦେଶର ରାଜଧାନୀ ଦିଲ୍ଲୀରେ ମହାମାରୀ ପ୍ରକୋପ ଦେଖିବାକୁ ମିଳିଛି । ଦିଲ୍ଲୀରେ କରୋନା ସଂକ୍ରମଣର ତୃତୀୟ ଲହରି ବା ଥାର୍ଡ ୱେଭ ଚାଲିଥିବା ବେଳେ ନଭେମ୍ବରରେ ସ୍ଥିତି ଆହୁରି ବିଗିଡିଯାଇଛି । ଦିଲ୍ଲୀରେ କରୋନା ବଢୁଥିବା ମାମଲା ପଛରେ ରହିଛି ଦୁଇଟି … Read More

୭ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

ବିହାର:- ସପ୍ତମ ଥର ଲାଗି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି କିନ୍ତୁ ନୀତିଶଙ୍କ ଏହି ପାଳି ସହଜ ହେବ ନାହିଁ । ରାଜ୍ୟରେ ବିଜେପି ୭୪ଟି ଆସନ ଅକ୍ତିଆର କରି ବଡ ଭାଇ ଭୂମିକାରେ ରହିଛି । ସେପଟେ ଜେଡିୟୁ ମାତ୍ର … Read More

ଆସନ୍ତାକାଲିଠୁ ଭାରତ-ୟୁଏସ-ଜାପାନ-ଅଷ୍ଟ୍ରେଲିଆ ଦ୍ଵିତୀୟ ମାଲାବାର ସମରାଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ :–ଉତ୍ତର-ଦକ୍ଷିଣ ଆରବ ସାଗରରେ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୭ରୁ ଦ୍ଵିତୀୟ ପର୍ଯ୍ୟାୟ ମାଲାବାର ସମରାଭ୍ୟାସ୍‌ ଆରମ୍ଭ ହେବାକୁ ଯାଉଛି। ମାଲବାରର ପ୍ରଥମ ପର୍ଯ୍ୟାୟ ସମରାଭ୍ୟାସ୍ ବେଶ ଫଳପ୍ରଦ ରହିବା ପରେ କାଲିଠ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଥିବା କେନ୍ଦ୍ର … Read More

ଓବାମାଙ୍କ ପୁସ୍ତକକୁ ନେଇ ଥରୁର କହିଲେ ବହିରେ କେଉଁଠି ହେଲେ ନାହିଁ ମୋଦିଙ୍କ ନାମ,

ନୂଆଦିଲ୍ଲୀ :-ଓବାମାଙ୍କ ଚର୍ଚ୍ଚିତ ପୁସ୍ତକ ‘ଏ ପ୍ରୋମିସଡ୍ ଲ୍ୟାଣ୍ଡ’କୁ ନେଇ ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନି। ବହିକୁ ନେଇ କଂଗ୍ରେସ ନେତା ଶଶି ଥରୁର ସୋମବାର ନୂଆ ବିବାଦ ଆରମ୍ଭ କରିଛନ୍ତି। ଓବାମାଙ୍କ ବହିର କୌଣସି ସ୍ଥାନରେ ଥରଟିଏ ହେଲେବି … Read More

ଯୌତୁକ ପାଇଁ ଦେଢ ଶାଶୁଙ୍କୁ ଛୁରୀ ଭୁସି ହତ୍ୟାକଲା ଭଉଣୀ ଜ୍ବାଇଁ

ବେଙ୍ଗାଲୁରୁ:- ଘରୋଇ କଳିର କରୁଣ ପରିଣତି । ଯୌତୁକ ପାଇଁ ନିଜ ଦେଢ ଶାଶୁଙ୍କୁ ହତ୍ୟା କରିଛି ଭଉଣୀ ଜ୍ବାଇଁ । ରାମମୂର୍ତ୍ତି ନଗରରେ ଜଣେ ବ୍ୟକ୍ତି ତାଙ୍କ ୩୭ ବର୍ଷୀୟ ଦେଢ ଶାଶୁଙ୍କୁ ୨୦ ଥର ଛୁରୀ ଭୁସି ହତ୍ୟା … Read More

ତାରକିଶୋର ପ୍ରସାଦ ହେବେ ବିହାରର ନୂଆ ଉପ ମୁଖ୍ୟମନ୍ତ୍ରୀ

ପାଟନା:- ବିହାରର ନୂଆ ଉପମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ସସପେନ୍ସ ଶେଷ ହୋଇଛି । ବିଜେପିର ଚାରି ଥରର ବିଧାୟକ ତାରକିଶୋର ପ୍ରସାଦ ବିହାରର ଉପମୁଖ୍ୟମନ୍ତ୍ରୀ ହେବେ । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ତାରକିଶୋର କହିଛନ୍ତି … Read More

ଦୀର୍ଘ ୭ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ସ୍ଥଳ

ମହାରାଷ୍ଟ୍ର:-ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ଅନୁଷ୍ଟାନ । ମହାରାଷ୍ଟ୍ର ସରକାର ଅନୁମତି ଦେବା ପରେ ମନ୍ଦିର, ମସଜିଦ୍, ଗୀର୍ଜା ସମେତ ସମସ୍ତ ଧାର୍ମିକ ପୀଠର ଦ୍ୱାର ଭକ୍ତଙ୍କ ପାଇଁ ଆଜିଠାରୁ ଖୋଲିଛି । ଦ୍ୱାର ଖୋଲିବା ପରେ ଶ୍ରଦ୍ଧାଳୁମାନେ ପହଁଚି ସେମାନଙ୍କ ଆରାଧ୍ୟ … Read More

ବିହାର ମହାମେଣ୍ଟରେ ଫାଟ : ଆରଜେଡି ନେତା କହିଲେ- ‘ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ସିମଲାରେ ପିକନିକ୍ କରୁଥିଲେ’

ପାଟନା,:- ବିହାରରେ ରାଜନୈତିକ ବାତାବରଣ ସରଗରମ ରହିଛି । ଗୋଟିଏ ପଟେ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ କରିବାକୁ ଯାଉଛି । ଅନ୍ୟପଟେ କଂଗ୍ରେସ-ଆରଜେଡି-ସିପିଏମକୁ ନେଇ ଗଠିତ ମହାମେଣ୍ଟରେ କନ୍ଦଳ ଆରମ୍ଭ ହୋଇଯାଇଛି । ଆରଜେଡିର ବରିଷ୍ଠ ନେତା … Read More

୨୦୦ କୋଟି ଟଙ୍କାର ଜିଏସଟି ଠକେଇ ମାମଲା, ୪ ଗିରଫ

ବେଙ୍ଗାଲୁରୁ;–ଗତ କିଛି ସପ୍ତାହରେ ୨୦୦ କୋଟିରୁ ଅଧିକ ଟଙ୍କାର  ଜିଏସଟି ଠକେଇ ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି । ଏହି ୪ଜଣ କିଛି ବର୍ଷ ମଧ୍ୟରେ ୧୦୦୦ କୋଟିର ଜାଲ୍ ସେବା ପ୍ରଦାନ କରିବା ନାଁରେ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ … Read More