ହାଥରସ୍ କେସ୍: ଏଡିଜି କହିଲେ- ଷଡଯନ୍ତ୍ର ରଚି ସରକାରଙ୍କୁ ବଦନାମ କରିବାକୁ ଚାଲିଛି ପ୍ରୟାସ

ଲକ୍ଷ୍ନୌ:–ଉତ୍ତର ପ୍ରଦେଶର ପୋଲିସ ସୋମବାର ହାଥରସ ମାମଲାରେ ସାମ୍ଵାଦିକ ସମ୍ମିଳନୀ କରିଛି। ଏଡିଜି(ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି ଏକ ଷଡଯନ୍ତ୍ର ଆଧାରରେ ରାଜ୍ୟର ମାହୋଲ ବିଗାଡିବାକୁ ଚେଷ୍ଟା କରାଯାଉଛି। ଆମେ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ କରୁଛୁ। ଅନେକ ଏଜେନ୍ସି ଏହି … Read More

ନିର୍ଭୟାକାଣ୍ଡ ଦୋଷୀଙ୍କ ଓକିଲ ଏ.ପି.ସିଂହ ହେବେ ହାଥରସ ଅଭିଯୁକ୍ତଙ୍କ ଓକିଲ?

ନୂଆଦିଲ୍ଲୀ:-ଦିଲ୍ଲୀ ନିର୍ଭୟାକାଣ୍ଡ ଦୋଷୀଙ୍କ ଓକିଲ ଥିବା ଏ.ପି.ସିଂହ ହାଥରସ ଅଭିଯୁକ୍ତଙ୍କ ଓକିଲ ନିଯୁକ୍ତ ହୋଇଥିବା କହିଛନ୍ତି। ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭା ଅଧ୍ୟକ୍ଷ ମାନବେନ୍ଦ୍ର ସିଂହ ତାଙ୍କୁ ହାଥରସ ଅଭିଯୁକ୍ତଙ୍କ ଓକିଲ ହେବା ଲାଗି ଅନୁରୋଧ କରିଥିବା ସେ କହିଛନ୍ତି। ତେବେ … Read More

ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି କରୋନା

ନୂଆଦିଲ୍ଲୀ:- କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ସହ ତାଙ୍କ ପରାମର୍ଶଦାତା ଓ ଡାକ୍ତରଙ୍କୁ ମଧ୍ୟ କରୋନା। କେବଳ ଏତିକି ନୁହେଁ ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ୭୬ ଯବାନ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏବେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପୂରା … Read More

ସନରାଇଜର୍ସ ହାଇଦ୍ରାବାଦକୁ ୩୪ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ସାରଜା:- କ୍ଵିଣ୍ଟନ ଡିକକ୍‌ଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଦମରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୧୭ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ୩୪ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ମୁମ୍ବାଇ ପଞ୍ଚମ ମ୍ୟାଚ୍‌ରୁ ୩ଟି ବିଜୟ ସହିତ ଅଙ୍କ ତାଲିକାର ଶୀର୍ଷରେ … Read More

ବିଜେପିରେ ସାମିଲ ହେଲେ ଦିଗବିଜୟ ସିଂହଙ୍କ ଝିଅ ସୁଟର ଶ୍ରେୟସୀ ସିଂହ

ନୂଆଦିଲ୍ଲୀ :-ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଗବିଜୟ ସିଂହଙ୍କ ଝିଅ ତଥା ଅନ୍ତରାଷ୍ଟ୍ରୀୟ ସୁଟର ଶ୍ରେୟସୀ ସିଂହ ଆଜି  ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପାର୍ଟି ନେତା ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଅର୍ଜୁନ ପୁରସ୍କାର ବିଜେତା … Read More

‘ବାହୁବଳୀ’ ଅଭିନେତ୍ରୀ ତମନ୍ନା ଭାଟିଆ କରୋନା ଆକ୍ରାନ୍ତ,

ମୁମ୍ବାଇ:-କରୋନା ଭାଇରସ୍‌ର ପ୍ରକୋପ ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ଅନଲକ୍‌ ପର୍ଯ୍ୟାୟରେ ପ୍ରତି ଇଣ୍ଡଷ୍ଟ୍ରୀରେ କାମ ଆରମ୍ଭ  ହୋଇ ଗଲାଣି। ଲୋକେ କାମ ପାଇଁ ଘରୁ ବାହାରିଲେଣି। ଏହି ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ବଲିଉଡର … Read More

ଭାରତରେ ୬୫ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ଘଣ୍ଟାରେ ୭୫୮୨୯ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ:-ସାରାଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାମଧ୍ୟରେ ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୭୫,୮୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୪୦ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି … Read More

କୃଷି ବିଲ୍ ବିରୋଧରେ ଆଜିଠାରୁ ରାହୁଲ ଗାନ୍ଧୀଙ୍କ ବିଶାଳ ଟ୍ରାକ୍ଟର ରାଲି ଆରମ୍ଭ

ଚଣ୍ଡିଗଡ଼:- କେନ୍ଦ୍ର ସରକାରଙ୍କ କୃଷି ବିଲ୍ ବିରୋଧରେ ଦେଶବ୍ୟାପି ଚାଷୀ ଆନ୍ଦୋଳନ ଜାରି ରହିଛି। ଏହା ସହ ବିରୋଧୀ ମଧ୍ୟ ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏତେ ସବୁ ହଙ୍ଗାମା ପରେ ମଧ୍ୟ କୃଷି ବିଲରେ ପଛକୁ ହଟିବାକୁ … Read More

୮ ୱିକେଟରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ:-ବିରାଟ କୋହଲି ଓ ଦେବଦତ୍ତ ପାଡିକଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୮ ୱିକେଟରେ ବିଜୟୀ ହୋଇଛି ବାଙ୍ଗାଲୋର ଟିମ୍ । ଫଳରେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚରେ ପରାଜୟର ଶିକାର ହୋଇଛି । ଏହି ବିଜୟ ସହ ଏବେ ବାଙ୍ଗାଲୋର ପଏଣ୍ଟ … Read More

ଦୌଲତାବେଗରେ ଗଲଓ୍ୱାନ ସହିଦଙ୍କ ସ୍ମାରକୀ,

ନୂଆଦିଲ୍ଲୀ,:–  ଭାରତୀୟ ସେନା ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଗଲଓ୍ୱାନ ଘାଟିରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା । ଏହି ସଙ୍ଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ତେବେ ଏହି ଯବାନଙ୍କ ନାମରେ ଦୌଲତାବେଗରେ ଏକ ମେମୋରିଆଲ ବା … Read More