ରିପବ୍ଲିକ ଟିଭି, ଟାଇମ୍ସ ନାଓ ସହ ୪ ସାମ୍ବାଦିକଙ୍କ ବିରୋଧରେ କୋର୍ଟକୁ ଗଲେ ସଲମାନ, ଶାହରୁଖ, ଅମିରଙ୍କ ସହ ୩୮ ପ୍ରଡକ୍ସନ ହାଉସ୍
ନୂଆଦିଲ୍ଲୀ:–ବଲିଉଡ ଚଳଚ୍ଚିତ୍ର ଜଗତର ଛବି ଖରାପ କରିଥିବାରୁ ୩୮ଟି ଫିଲ୍ମ ପ୍ରଡକ୍ସନ ହାଉସ ଓ କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କିଛି ଗଣମାଧ୍ୟମ ବିରୋଧରେ ମାମଲା ଦାଏର କରାଯାଇଛି । ସେହିପରି ୪ଜଣ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ କୋର୍ଟରେ ଆବେଦନ କରାଯାଇଛି … Read More










