ପିଲାଦିନେ ମହାଭାରତ ଓ ରାମାୟଣ ଶୁଣୁଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମା
ଓ୍ୱାଶିଂଟନ:-ବାରାକ ଓବାମା ନିଜ ବାଲ୍ୟାବସ୍ଥାରେ ରାମାୟଣ ଓ ମହାଭାରତ ଶୁଣୁଥିଲେ । ସେ ଇଣ୍ଡୋନେସିଆରେ ଥିବା ସମୟରେ ଅନେକ ବର୍ଷ ଧରି ରାମାୟଣର କାହାଣୀ ଶୁଣୁଥିବା କହିଛନ୍ତି । ଏଥିପାଇଁ ତାଙ୍କ ମନରେ ଭାରତ ପ୍ରତି ସ୍ୱତନ୍ତ୍ର ସ୍ଥାନ ରହିଥିବା ସେ … Read More










