କେମିଷ୍ଟ୍ରି ଶିକ୍ଷକଙ୍କ କଳା କାରନାମା, ବାନ୍ଧିଲା ପୁଲିସ୍
ନବରଙ୍ଗପୁର:-କେମିଷ୍ଟ୍ରି ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନବରଙ୍ଗପୁର ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଯୁକ୍ତ ୨ ଛାତ୍ରୀମାନେ। ଲ୍ୟାବ୍ରେ ଥିବାବେଳେ କେମିଷ୍ଟ୍ରି ଶିକ୍ଷକ ଅମର କୁମାର ନାଥ ସେମାନଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗ … Read More