କାଲିଠାରୁ ଆଂଶିକ ଲକ୍‌ଡାଉନ୍

ଭୁବନେଶ୍ୱର:- ସାରା ରାଜ୍ୟରେ କାଲିଠାରୁ ଆଂଶିକ ଲକ୍‌ଡାଉନ୍ ଲାଗୁ ହେବ । ଏହା ଜୁଲାଇ ୧ ସକାଳ ଯାଏଁ ବଳବତ୍ତର ରହିବ । ତେବେ କୋଭିଡ୍ ସଂକ୍ରମଣ ସ୍ଥି ତିକୁ ଦେଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ କାଟାଗୋରୀ … Read More

ଗଛରୁ ପଣସକୁ ଚୋରୀ କରିନେବା ଅଭିଯୋଗରେ ବୃଦ୍ଧଙ୍କୁ ହତ୍ୟା

ସାଲେପୁର: ପଣସ କଟାକୁ ନେଇ ବୃଦ୍ଧଙ୍କୁ ହତ୍ୟା। ୭୦ ବର୍ଷିୟ କରିମ ବକ୍ସଙ୍କୁ ହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁରରେ। ପିକୋଲ ପଞ୍ଚାୟତର ମୋଦିପଡ଼ା ଗାଁର କରିମ ବକ୍ସ ଓ ପଡୋଶୀ ସଫେଉଲା ରହେମାନଙ୍କ ମଧ୍ୟରେ ଜମିବାଡ଼କୁ … Read More

ଜୁଲାଇ ୨୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଡ଼ ହୋଇ ଛିଡ଼ା ହୋଇଛି କରୋନା। କରୋନା କାରଣରୁ ବନ୍ଦ ରହିଛି ଶ୍ରୀମନ୍ଦିର। ଶ୍ରୀମନ୍ଦିର ବନ୍ଦ କାରଣରୁ ଖାଁ ଖାଁ ବଡ଼ଦାଣ୍ଡ। ଭକ୍ତ ମାନେ ଚାହିଁ ରହିଛନ୍ତି କେବେ ଖୋଲିବ ମନ୍ଦିର ଆଉ ଆଖିରେ ଆଖି … Read More

ବିଦେଶ ଯାତ୍ରା ପାଇଁ ଦ୍ୱିତୀୟ ଡୋଜ୍‌, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ବିଦେଶ ଯାତ୍ରା ପାଇଁ ୨ୟ ଡୋଜ କୋଭିସିଲ୍ଡ ଟିକାକରଣ ନେଇ ନୂଆ ଗାଇଡଲାଇନ। ଏହି ନୂଆ ଗାଇଡଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ବିଦେଶ ଯାତ୍ରା ପାଇଁ ୪୮ଦିନ ପୂର୍ବରୁ ମିଳିବ ୨ୟ ଡୋଜ। କେବଳ ସରକାରୀ ଟିକାକେନ୍ଦ୍ରରେ ହିଁ ହେବ … Read More

ଆସନ୍ତାକାଲିଠୁ ଖୋଲିବ ଗାଡ଼ି ଶୋ’ରୁମ୍‌, ହେବ ପଞ୍ଜିକରଣ

ଭୁବନେଶ୍ୱର:- କରୋନା ମହାମାରୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁଲାଇ ୧ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରିଥିଲେ ମଧ୍ୟ ଆସନ୍ତାକାଲିଠୁ ଅଟୋମୋବାଇଲ୍ ଶୋ’ ରୁମ୍ ଖୋଲିବା ନିମନ୍ତେ ଅନୁମତି ଦେଇଛନ୍ତି। ରାଜ୍ୟ ସରକାର ଲକଡାଉନ୍ ନିୟମକୁ ଆଂଶିକ … Read More

ଓଲଟିଲା ପୁଲିସ୍ ଭ୍ୟାନ୍: ଜଣେ ମୃତ, ୪ ଗୁରୁତର

ସୁନ୍ଦରଗଡ଼:-ସୁନ୍ଦରଗଡ଼ ହେମଗିରି ଥାନା କାଲୋବାହାଲରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓଲଟିଲା ପୁଲିସ ଭ୍ୟାନ। ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ହୋଇଛନ୍ତି। ସୁନ୍ଦରଗଡ଼ ହେମଗିରି ଥାନାରୁ ଆଜି ଏକ ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ କୋର୍ଟ ଚାଲାଣ କରି … Read More

ଚିକେନ୍ ଦୋକାନରେ ଗୋଧି ମାଂସ

ଭୁବନେଶ୍ୱର: ରାଜଧାନୀରେ ଚିକେନ୍ ଦୋକାନରେ ଚାଲିଥିଲା ଗୋଧି ମାଂସ ବିକ୍ରି । ଚଢ଼ାଉ ବେଳେ ଧରିଲା ବନବିଭାଗ ଓ ପୋଲିସର ମିଳିତ ଟିମ୍ । ଲକ୍ଷ୍ମୀସାଗର ଥାନା ଜଗନ୍ନାଥ ଆଭିନ୍ୟୁ ନିକଟରେ ଥିବା ଚିକେନ ସେଣ୍ଟରରେ ଗୋଧି ମାଂସ କଟାଯାଉଥିଲା । … Read More

କିନ୍ନରମାନଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରିଛି ବିଏମସି

ଭୁବନେଶ୍ୱର:-ଭୁବନେଶ୍ବର ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପରେ ଏକ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ କିନ୍ନରମାନଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରିଛି ବିଏମସି । କୋବିଡ ଗାଇଡଲାଇନ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ କିନ୍ନରଙ୍କୁ ଟିକା ପ୍ରଦାନ କରାଯାଇଛି । ଆଗକୁ ଯେଉଁ କିନ୍ନରମାନେ … Read More

ପରିସ୍ଥିତି ଆକଳନ କରି ଅନଲକ୍ ପାଇଁ ନିଷ୍ପତ୍ତି : ଡିଏମଇଟି

ଭୁବନେଶ୍ୱର:-କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟବ୍ୟାପୀ ଲକଡାଉନ୍ ଚଳିତମାସ ୧୭ତାରିଖ ପର୍ଯ୍ୟନ୍ତ ରହିଥିବାବେଳେ ସରକାର ବର୍ତ୍ତମାନ ସ୍ଥିତିର ବାରମ୍ବାର ସମୀକ୍ଷା କରୁଛନ୍ତି ଏବଂ ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।ରାଜ୍ୟରେ ଅନଲକ୍ ପ୍ରକ୍ରିୟା … Read More

ସଙ୍କଟମୋଚକ ନବୀନ, ବାତ୍ୟା ବେଳେ ବି ହେଲା ଅକ୍ସିଜେନ୍ ପରିବହନ

ଭୁବନେଶ୍ୱର:-ଗୋଟିଏ ପଟେ ପ୍ରକୃତିର ନାହିଁ ନଥିବା କୋପ, ଅନ୍ୟପଟେ ଦୃଢ଼ ଇଛାଶକ୍ତି । ସାମୁଦ୍ରିକ ଝଡ଼ ‘ୟସ୍‌’ ସ୍ଥଳଭାଗ ଛୁଇଁଲା ବେଳକୁ ଜୀବନ ମରଣର ଲଢ଼େଇ ସମୟରେ ବି ଓଡ଼ିଶା ତା ଦାୟିତ୍ୱରୁ ପଛକୁ ହଟିନି । ଦେଶର କରୋନା ରୋଗୀଙ୍କ … Read More