୭୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ଘର ଆଗରେ ଧାରଣାରେ ବସିଲେ ଯୁବକ

ଭୁବନେଶ୍ୱର:- ସାମନ୍ତ ବିହାରରେ ଜଣେ ବ୍ୟକ୍ତିଙ୍କ ଠାରୁ ୭୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସାମନ୍ତ ବିହାରର ଦିଲ୍ଲୀପ ଚୌଧୁରୀ ୭୫ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ସମ୍ପର୍କୀୟ ଦୀପକ ଚୌଧୁରୀ । ଅଭିଯୋଗ କରି ଦିଲ୍ଲୀପଙ୍କ … Read More

ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ବୁଡିଗଲେ ୪ ଜଣ, ଜଣେ ମୃତ

କେନ୍ଦ୍ରାପଡ଼ା:- ବ୍ରାହ୍ମଣୀ ନଦୀ‌ରେ ଗାଧୋଇବାକୁ ଯାଇ ଦୁଇ ଜଣ ଛାତ୍ରଙ୍କ ସମେତ ୪ ଜଣ ବୁଡ଼ିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମଳିଛି। ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ନିଖୋଜ ହୋଇଯାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ … Read More

ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣର ରାଜସ୍ବ ଆଦାୟ କରିଛି ବିଏମସି

ଭୁବନେଶ୍ୱର:– ରାଜସ୍ବ ଆଦାୟ କ୍ଷେତ୍ରରେ ବିଏମସିର ବଡ଼ ସଫଳତା । ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପରିମାଣର ରାଜସ୍ବ ଆଦାୟ କରିଛି ବିଏମସି । କେବଳ ହୋଲ୍ଡିଂ ଟ୍ୟାକ୍ସରୁ ଆଦାୟ ହୋଇଛି ୫୦କୋଟିରୁ ଅଧିକ ରେକର୍ଡ ପରିମାଣର ଅର୍ଥ … Read More

ଯାତ୍ରୀଙ୍କୁ ଠେଲି ନାହାନ୍ତି ମୋ’ ବସ୍ ଗାଇଡ୍: ବୋଥ୍ରା

ଭୁବନେଶ୍ୱର:-ମୋ ବସ୍ ଗାଡ଼ିରୁ ଯାତ୍ରୀଙ୍କୁ ଠେଲି ଦେବା ଘଟଣାରେ ନୂଆ ଖୁଲାସା ସାମ୍ନାକୁ ଆସିଛି। CRUT ଏମଡି ଅରୁଣ ବୋଥ୍ରା ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। ବୋଥ୍ରା କହିଛନ୍ତି, ଯାତ୍ରୀ ଜଣକ ଯେଉଁ ଅଭିଯୋଗ କରିଥିଲେ, ସେହି ଆଧାରରେ ଆମେ ଗାଇଡ୍ … Read More

କାଲିଠାରୁ ସବୁ ନାମ ଫଳକରେ ଓଡ଼ିଆ ଲେଖା ବାଧ୍ୟତାମୂଳକ

ଖୋର୍ଦ୍ଧା :-ଉତ୍କଳ ଦିବସଠାରୁ ଖୋର୍ଦ୍ଧା ଜିଲ୍ଲାରେ ସବୁ ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ସରକାରୀ କାର୍ଯ୍ୟାଳୟ, ଘରୋଇ କାର୍ଯ୍ୟାଳୟ ଏବଂ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ପ୍ରଥମେ ସଚେତନତା କରାଯିବ। ପରେ ଯେଉଁମାନେ ଏହାର … Read More

ପିପିଲି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ରୁଦ୍ର ମହାରଥୀ

ପିପିଲି ବିଧାନସଭା ଆସନ ନେଇ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଏ ନେଇ ଆଜି ସକାଳୁ ପିପିଲି ବିଜେଡି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରିଛନ୍ତି ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର … Read More

ରାଜଧାନୀରେ ଭାଙ୍ଗିବ ୧୯୪ଟି ଆପାର୍ଟମେଣ୍ଟ

ଭୁବନେଶ୍ୱର: ରାଜଧାନୀରେ ଭଙ୍ଗାଯିବ ୧୯୪ଟି ଆପାର୍ଟମେଣ୍ଟ । ୧୯୪ଟି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । … Read More

ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ । ଶେଷ ଦିନରେ ଉଭୟ କଂଗ୍ରେସ ଓ ବିଜେଡି ପକ୍ଷରୁ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି । ପ୍ରଥମେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା … Read More

ଦ୍ୱିତୀୟ ଏମ୍‌ସ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ । ଚିଠିରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି । ସୁନ୍ଦରଗଡ଼ରେ ମେଡିକାଲ … Read More

ରସିକିଆ ଅଧ୍ୟାପକଙ୍କୁ ଘରେ ତାଲା ପକାଇଲେ ପରିବାର ଲୋକେ

ଜଳେଶ୍ୱର:-ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଧ୍ୟାପକଙ୍କୁ ତାଲା ପକାଇଲେ ପରିବାର ଲୋକେ। ଭୋଗରାଇର ସ୍ଥାନୀୟ ଏକ  ମହାବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସହ ଏଭଳି ଘଟଣା ଘଟିଛି । ତେବେ ଖବର ପାଇ ପୁଲିସ ପହଞ୍ଚି ସମ୍ପୃକ୍ତ ଅଧ୍ୟାପକଙ୍କୁ ଉଦ୍ଧାର କରି ଥାନାରେ … Read More