କୋଭିଡ୍ ଡ୍ୟୁଟିରେ ନିୟୋଜିତ ହେବେ ଡାକ୍ତରୀ ଛାତ୍ର, ହୋମିଓପ୍ୟାଥି ଓ ଆୟୁଷ ଡାକ୍ତର

ଭୁବନେଶ୍ୱର:-ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦ହଜାର ଛୁଇଁଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଏବେ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। କୋଭିଡ୍‌-୧୯ ମହାମାରୀର ସଫଳ ମୁକାବିଲା ପାଇଁ … Read More

ତହସିଲଦାରଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗାଁ ଲୋକେ

ମୋହନା:-ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଛେଳିଗଡରେ ଘଟିଛି ଅଭାବନୀୟ ଘଟଣା । ସ୍ଥାନୀୟ ଖ୍ରୀଷ୍ଟିଆନ ସାହିରେ ଭୋଜି ଭାତ ସହ ବାହାଘର ପ୍ରସେସନ ଚାଲିଥିବା ବେଳେ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀଙ୍କ ସହ ପୋଲିସ ଉପରେ ଆକ୍ରମଣ କଲେ ସ୍ଥାନୀୟ … Read More

ଶ୍ୱଶୁର- ବୋହୁ ଭିଡା ଭିଡି

ଖୋର୍ଦ୍ଧା: ଶ୍ୱଶୁର- ବୋହୁ ଭିତରେ ଝଗଡା ହେବା କଥା ଜଣାଥିବା । କିନ୍ତୁ ଉଭୟେ ଚୁଟି ଧରି ଭିଡ଼ା ଓଟରା ହେବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି । କୌଣସି ଏକ କଥାକୁ ନେଇ ଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା … Read More

ଭାଣିଜୀ ସହିତ ମାମୁ ରଖିଛି ଶାରୀରିକ ସମ୍ପର୍କ!

ଭୁବନେଶ୍ୱର:-ଭାଣିଜୀ ସହିତ ମାମୁ ରଖିଛି ଶାରୀରିକ ସମ୍ପର୍କ! ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୨ ବର୍ଷ ଧରି ମାମୁ ନିଜର ଯୌନ ଲାଳସା ପୂରଣ କରିବା ପାଇଁ ଏମିତି ଅନୈକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ … Read More

ଶନିବାର ଓ ରବିବାର ସଟ୍‌ଡାଉନ୍‌,

ଭୁବନେଶ୍ଵର:- ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ବଢୁଥିବା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ନାଇଟ୍‌ କର୍ଫ୍ୟୁ ସହ ଅନେକ କଟକଣା ଲଗାଇଛନ୍ତି। ତଥାପି ସ୍ଥିତିରେ କୌଣସି ସୁଧାର ନଆସିବାରୁ ରାଜ୍ୟର ସମସ୍ତ ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା … Read More

ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା,

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ମେ ପହିଲାରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବା କରୋନା ଟିକା । ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯିବା ନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର … Read More

ମଙ୍ଗଳବାର ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଧାରଣ,

ନୟାଗଡ଼: ସଦରବ୍ଲକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଇଂ ସୈାମ୍ୟ ରଞ୍ଜନ ପ୍ରଧାନଙ୍କ ବିରୁଦ୍ଧରେ ପଞ୍ଚାୟତ ୱାର୍ଡ଼ ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ତାଙ୍କର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ … Read More

ଲାଗିଲା କଟକଣା, ବାହାଘରରେ କେଉଁ ୫୦ ଜଣ ରହିବେ ତାଲିକା ଦେବା ଜରୁରୀ

ଭୁବନେଶ୍ୱର:-କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ  ରାଜ୍ୟ ସରକାରଙ୍କ  ପକ୍ଷରୁ ବିବାହ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଏହାସହିତ ବିବାହ ଉତ୍ସବରେ ସର୍ବାଧିକ ୫୦ଜଣ ଓ ଅନ୍ତେଷ୍ଟିରେ ସର୍ବାଧିକ ୨୦ଜଣଙ୍କୁ ଅନୁମତି ମିଳିବ।  ବାହାଘରରେ … Read More

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଟ୍ରିିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: – ବୁଧବାର ସିବିଏସଇ ଦଶମ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିବା ପରେ ଗୁରୁବାର ଓଡିଶା ସରକାର ଓଡିଶାରେ ମାଟ୍ରିକ ପରୀକ୍ଷା ନେଇ ନିଷ୍ପତି ନେଇଛନ୍ତି । ମେ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି … Read More

ସ୍ୱେରେଜ ଭିତରେ ଅଘଟଣ, ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ

କଟକ;-ସ୍ୱେରେଜ କାମ ଚାଲିଥିବା ବେଳେ ଅଣ ନିଃଶ୍ୱାସୀ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଦୁର୍ଘଟଣା କଟକ CDA ସେକ୍ଟର ୧୦ରେ ଅଞ୍ଚଳରେ ଘଟିଛି। ଠିକା ସଂସ୍ଥାର ଖାମ୍‌ଖିଆଲ ନୀତି ଯୋଗୁ … Read More