ଇବ ନଦୀ ପଠାରୁ ମିଳିଲା ଯୁବକଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ,

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ଇବ ନଦୀ ପଠାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। କଟାମୁଣ୍ଡ ଓ ଗୋଟିଏ କଟା ଗୋଡ ଉଦ୍ଧାର କରାଯାଇଥିବା ବେଳେ ଆଉ ଗୋଟିଏ କଟା ଗୋଡ ମିଳୁନଥିବାରୁ ପୋଲିସ ପକ୍ଷରୁ ଖୋଜାଖୋଜି କରାଯାଉଛି। … Read More

ଜାଲି କମ୍ପାନୀ ଖୋଲି ଲୁଟିନେଲେ ୨୮ କୋଟି

ରାଉରକେଲା: କରୋନା କାଳରେ ରାଉରକେଲା ବଢ଼ିଛି ଜିଏସ୍‌ଟି ଠକଙ୍କର ରାଜ। ଷ୍ଟିଲ ସିଟି ଏବେ ଜିଏସ୍‌ଟି ଠକଙ୍କର ଆଡ୍ଡାରେ ପରିଣତ ହୋଇଛି। କିଛି ଦିନ ପୂର୍ବରୁ ରାଉରକେଲାରେ ଜିଏସ୍‌ଟି ଠକ ଗିରଫ ହୋଇଥିଲେ। ତେବେ ଆଜି ମଧ୍ୟ ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ ଓ୍ୱିଙ୍ଗ୍‌କୁ … Read More

ଖେଳକୁଦ ବୟସରେ ପଡ଼ୁଥିଲା ହାତଗଣ୍ଠି

ରାଉରକେଲା:- ଖେଳକୁଦ ବୟସରେ ହେଉଥିଲା ବିବାହ । ସଂସାରକୁ ବୁଝିବା ଆଗରୁ ଲଦା ଯାଉଥିଲା ସଂସାରର ବୋଝ।  କିଛି ବୁଝିବା ପୂର୍ବରୁ ପାଠପଢ଼ାରେ ଡୋରି ବାନ୍ଧି ନାବାଳିକା ଝିଅକୁ ବିବାହ ବେଦୀରେ ବସାଇ ଦେଇଥିଲେ ପରିବାର ଲୋକ। ହେଲେ ହାତଗଣ୍ଠି ପଡ଼ିବା ପୂର୍ବରୁ … Read More

ଅପରେସନ ସମୟରେ ଖାଦ୍ୟନଳୀ କାଟିଦେଲେ ଡାକ୍ତର

ବୁର୍ଲା: ଡାକ୍ତରଙ୍କ ଭୁଲ ଚିକତ୍ସା ଯୋଗୁଁ ମହିଳା ଗୁରୁତର। ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପରିବାର ନିୟନ୍ତ୍ରଣ ଅପରେସନ ସମୟରେ ଖାଦ୍ୟନଳୀ କାଟି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି। … Read More

‘ବିନା ଦ୍ୱିଧା, ସଙ୍କୋଚରେ କରୋନା ଟିକା ନିଅନ୍ତୁ’

ଭୁବନେଶ୍ୱର: କୋଭିଡ୍ ଯୁଦ୍ଧକୁ ବର୍ଷେ ୨ ମାସ ବିତିଲାଣି। ଏହି ଯୁଦ୍ଧରେ ଆମକୁ ଅଭୂତପୂର୍ବ ସଫଳତା ମିଳିଥିବା ବେଳେ ଏହାର ଶ୍ରେୟ କୋଟି କୋଟି ଭାରତୀୟଙ୍କର । ଭାରତର ସଫଳତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି। କୋଭିଡ୍ ଯୁଦ୍ଧରେ ବିଜୟର … Read More

ରାଜଧାନୀରେ କାର୍‌ କାଚ ଭାଙ୍ଗି ଲୁଟିନେଲେ ଟଙ୍କା

ଭୁବନେଶ୍ୱର, :- ଦିନକୁ ଦିନ ରାଜଧାନୀ ଅଶାନ୍ତ ହୋଇପଡ଼ିଲାଣି । କେତେବେଳେ ସକାଳ ସମୟରେ ଲୁଟୁଛନ୍ତି ତ ଆଉ କେତେବେଳେ ଦିନ ଦ୍ୱିପ୍ରହରରେ ଲୁଟି ନେଉଛନ୍ତି । କିଛିଦିନ ହେବ ଏତି ରୁଟତରାଜ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ସାରିଲାଣି । ଆଜି … Read More

ରକ୍ଷକ ସାଜିଲା ଭକ୍ଷକ: ଡ୍ୟୁଟି ବେଳେ ଲୁଟ୍ କରି ବନ୍ଧା ହେଲେ ୩ ହୋମଗାର୍ଡ

କଟକ :- ରକ୍ଷକ ସାଜିଲେ ଭକ୍ଷକ। ଯେଉଁଠି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ସେମାନଙ୍କ ଦାୟିତ୍ଵ, ସେଠି ଓଲଟା ଲୋକଙ୍କଠୁ ଲୁଟ୍‌ କରିଛନ୍ତି ହୋମଗାର୍ଡ।  ରାତିରେ ଡ୍ୟୁଟି କରିବା ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ୍ କରିବା ଅଭିଯୋଗରେ ତିନି ଜଣ … Read More

ଟିଆଇ ପରେଡରେ ଅଭିଯୁକ୍ତ ବିବନକୁ ଚିହ୍ନିଲେ ଅଞ୍ଜନା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁର୍ଷ୍କମ ମାମଲାରେ ସରିଲା ଟିଆଇ ପରେଡ । ଝାରପଡ଼ା ଜେଲ ପରିସରରେ ଟିଆଇ ପରେଡ ବା ଅଭିଯୁକ୍ତ ଚିହ୍ନଟ ପରେଡ ସରିଛି । ୧୦ଜଣଙ୍କ ମଧ୍ୟରୁ ଅଞ୍ଜନା ବିବନଙ୍କୁ ଚିହ୍ନିଛନ୍ତି । ଟିଆଇ ପରେଡ ପରେ … Read More

ଶିମିଳିପାଳରେ ନିଆଁ ନିୟନ୍ତ୍ରଣାଧୀନ, ପ୍ରତିଷେଧ ମୂଳକ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ଜନିତ ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି- ଶିମିଳିପାଳ କେବଳ ଓଡ଼ିଶା ବା ଭରତର ନୁହେଁ ଏହା ସମଗ୍ର ବିଶ୍ଵର ଏକ ଅମୂଲ୍ୟ ସମ୍ପଦ । … Read More

ଗୁପ୍ତା ସୁଇଟ୍ସରେ ଗ୍ୟାସ୍ ବିସ୍ଫୋରଣ, କର୍ମଚାରୀଙ୍କ ସହ ଗ୍ରାହକ ଆହତ

ଭୁବନେଶ୍ୱର: କଟକ ରୋଡରେ ଥିବା ଗୁପ୍ତା ସୁଇଟ୍ସ ଓ ଚାଟ୍ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ ଘଟିଛି । ୨ରୁ ୩ଟି ସିଲିଣ୍ଡର ବିସ୍ଫୋରଣ ହୋଇଛି । ସିଲିଣ୍ଡର ବିସ୍ଫୋରଣରେ ଅଞ୍ଚଳ ଥରି … Read More