‘ମିସେସ୍ ଫେମିନା’ ମୁକୁଟ ପିନ୍ଧିଲେ ଓଡିଆ ମହିଳା ଇପ୍ସିତା
କଟକ: ମିସେସ୍ ଫେମିନାର ମୁକୁଟ ପିନ୍ଧିଲେ ଓଡିଆ ମହିଳା ଇପ୍ସିତା । ଅନଲାଇନ୍ ପ୍ରତିଯୋଗିତାରେ ସଭିଙ୍କୁ ପଛରେ ପକାଇ ନିଜ ନାଁରେ କଲେ ବିଜୟ ଟାଇଟଲ । ବଣ୍ଡା ଓ କନ୍ଧ ଆଦିବାସୀଙ୍କ ଶାଢୀ ପିନ୍ଧି ବିଚାରକ ମଣ୍ଡଳୀକୁ କଲେ ଆକୃଷ୍ଟ । … Read More










