ରାଜ୍ୟରେ ବଢ଼ି ଚାଲିଛି କରୋନା ମୃତ୍ୟୁ, ତିନି ଦିନରେ ଗଲାଣି ୧୦୦ ଜୀବନ

ଭୁବନେଶ୍ୱର:-ରାଜ୍ୟରେ ବଢ଼ି ଚାଲିଛି କରୋନା ମୃତ୍ୟୁ ସଂଖ୍ୟା। ଆଜିକୁ ମିଶାଇ ତିନି ଦିନ ହେଲାଣି ଦୈନିକ ୩୦ରୁ ଅଧିକ କରୋନାରେ ପ୍ରାଣ ହରାଉଥିବା ନେଇ ରିପୋର୍ଟ ଆସୁଛି। ମେ’ ୨୪ରେ ୩୨ ଜଣ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଥିବା ବେଳେ … Read More

ଆନନ୍ଦପୁରରେ ଅଘଟଣ: ଗଛ ପଡ଼ି ଜଣେ ମୃତ

ଆନନ୍ଦପୁର: ବାତ୍ୟା ‘ୟାସ୍’ ପୂର୍ବରୁ ଅଘଟଣ । ଆନନ୍ଦପୁର ବ୍ଳକ୍ ପଞ୍ଚୁପଲ୍ଲୀ ଗାଁରେ ଅଘଟଣ । ପ୍ରବଳ ପବନ ଯୋଗୁଁ ଗଛ ପଡ଼ି ଜଣେ ମୃତ । ମୃତ ଜଣଙ୍କ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକ । ସୂଚନା ଯୋଗ୍ୟ, ସ୍ଥଳଭାଗ ଆଡ଼କୁ ମୁହାଁଇବାରେ … Read More

ରାଜ୍ୟରେ ଆଉ ୧୧ ହଜାର ୬୨୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଅଧିକ ଟେଷ୍ଟିଂ ବଢ଼ାଉଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୧୧ ହଜାର ୬୨୩ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୬୫୦୯, ଲୋକାଲ କେସ ୫୧୧୪, ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧ ଆକ୍ରାନ୍ତ ଚିହ୍ନଟ । କଟକରୁ ୯୯୮, ଅନୁଗୁଳରୁ … Read More

ନୀଳଗିରି ଅଞ୍ଚଳରେ ବାତ୍ୟା ବିତ୍ପାତ: ଘର ଉପରେ ଭାଙ୍ଗି ପଡ଼ିଲା ଗଛ

ନୀଳଗିରି: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହାର ପ୍ରଭାବରେ ପବନର ବେଗ ଅଧିକରୁ ଅଧିକ ହେବାରେ ଲାଗିଥିବା ବେଳେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି । ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ … Read More

ଘର ଭିତରେ ପଶିଲା ସମୁଦ୍ର ପାଣି

ଜଳେଶ୍ୱର:-ଆଜି ସକାଳ ପ୍ରାୟ ୯ଟା ବେଳେ ବାତ୍ୟା ‘ୟାସ୍‌’ ବାହାନଗା ପାଖରେ ଲ୍ୟାଣ୍ଡଫଲ୍‌ କରିଛି। ଏହାର ପ୍ରଭାବରେ ଅଶାନ୍ତ ରହିଛି ବଙ୍ଗୋପସାଗର। ସମୁଦ୍ରରେ ୩ରୁ ୪ ଫୁଟ୍‌ ଉଚ୍ଚର ଜୁଆର କୂଳକୁ ମାଡ଼ି ଆସିଛି। ଏହି ପାଣି ଗାଁ ଭିତରକୁ ୨ … Read More

ରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା: ବାଲେଶ୍ୱରରୁ ମୟୂରଭଞ୍ଜ ଆଡ଼କୁ ମୁହାଁଇଛି ବାତ୍ୟା ‘ୟାସ୍’

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଏହା ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡ଼ି ଚାଲିଛି । ଫଳରେ ଭଦ୍ରକ, ବାଲେଶ୍ଵରର ବହାନଗା, ସଦର, ରେମୁଣାରେ ବର୍ଷା କମିଛି । କିନ୍ତୁ ନୀଳଗିରିରେ ବର୍ଷା ଓ ପବନ … Read More

ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ ‘ୟାସ୍’

ଭୁବନେଶ୍ୱ:-ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ୟାସ୍ । ଆସନ୍ତାକାଲି ଭୋର ସୁଦ୍ଧା ଧାମରା ପାଖରେ ଏହା କେନ୍ଦ୍ରୀଭୂତ ହେବ । ୨୬ ତାରିଖ ଦ୍ୱିପ୍ରହରରେ ୟାସ୍ ସ୍ଥଳଭାଗ ଅତିକ୍ରମ କରିବ । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ … Read More

ସମ୍ବଲପୁରର ବୁଢାରାଜା ଆକ୍ସିସ ବ୍ୟାଙ୍କରେ ନିଆଁ

ସମ୍ବଲପୁର: ସମ୍ବଲପୁର ସ୍ଥିତ ବୁଢାରାଜା ଆକ୍ସିସ ବ୍ୟାଙ୍କରେ ମଙ୍ଗଳବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ପହଞ୍ଚିବା ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ବିଲ୍ଡିଂରେ ଏତେ ଭୟାବହ ଭାବେ ନିଆଁ ଲାଗିଛି … Read More

ପାରାଦୀପ ଠାରୁ ୨୮୦ କିମି ଦୂରରେ ୟାସ୍,

ଭୁବନେଶ୍ୱର:- ୟାସ୍ ଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି। ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ଶେଷ ୬ ଘଣ୍ଟାରେ ୟାସ୍ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି। ପାରାଦୀପ … Read More

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ: IMD ଡିଜି

ଭୁବନେଶ୍ୱର:-ବାତ୍ୟାର ସ୍ଥିତି ଓ କ୍ଷୟକ୍ଷତି ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆକଳନ। ଧାମରା ଓ ଚାନ୍ଦବାଲିରେ ସବୁଠାରୁ ବେଶି କ୍ଷତି ଘଟାଇବ। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ। ବାଲେଶ୍ୱର ଓ ଭଦ୍ରକରେ ସମୁଦ୍ରରେ ୨ରୁ … Read More