୧୦ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ ୩ ମହଲା ଘର କଲେ ଆବଶ୍ୟକ ନାହିଁ ଅନୁମତି

ଭୁବନେଶ୍ୱର: -ଗୃହ ନିର୍ମାଣ ଅନୁମତି ପାଇଁ ଏବେ ଆଉ ଧାଇଁବାକୁ ପଡ଼ିବନି ବିଡିଏ କାର୍ଯ୍ୟାଳୟ । ନିଜ ଜମିର ଲେଆଉଟ୍ ଅନୁମତି ନେଇଥିବା ବ୍ୟକ୍ତି ସିଧା ଘର ନିର୍ମାଣ କରିପାରିବେ । ଏଥିପାଇଁ କେବଳ ଅନଲାଇନ୍ ମାଧ୍ୟମରେ ବିଡିଏକୁ ଜଣାଇବାକୁ ପଡିବ … Read More

ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ଜେଟ୍, ଘୋଷଣା ହେଲା ତାରିଖ

ଭୁବନେଶ୍ୱର:-ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ଜେଟ୍‌ ବିମାନ। ଜାନୁଆରୀରୁ ୧୨ ତାରିଖରୁ ସ୍ପାଇସ୍‌ଜେଟ୍ ଏହି ସେବା ଆରମ୍ଭ କରିବ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଶୁକ୍ରବାର … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୫୧ କୋଭିଡ୍ ସଂକ୍ରମିତ, ୩୩୦୧୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର:-ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ … Read More

ସ୍ୱାଭାବିକ ଠାରୁ ୨-୩ ଡିଗ୍ରୀ ଖସିବ ପାରା, ଏହିସବୁ ଜିଲ୍ଲାରେ ପ୍ରବଳ ଶୀତ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆହୁରି ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ବିଶେଷକରି ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨- ୩ ଡିଗ୍ରୀ କମିବ … Read More

ଆଜି କରୋନା ଟିକାର ଡ୍ରାଏ ରନ୍, କେମିତି ହେବ ଟିକାକରଣ?

ଭୁବନେଶ୍ୱର:- ସାରା ଦେଶରେ ଆଜି ହେବ କୋଭିଡ ଟିକାକରଣ ଲାଗି ଡ୍ରାଏ ରନ୍ । ଟିକା ଆସିଲେ କିଭଳି ସୁରୁଖୁରୁରେ ବିତରଣ କରାଯିବ ସେଥିପାଇଁ ଡ୍ରାଏ ରନ୍ କରାଯିବ । ଏହି ଡ୍ରାଏ ରନ୍ ପାଇଁ କୋ-ୱିନ ୱେବ ପୋର୍ଟାଲାର ବ୍ୟବହାର … Read More

ଜୀବନ ଦେଇ ଯମ ମୁହଁରୁ ଭଉଣୀକୁ ଟାଣି ଆଣିଲା ଭାଇ

କଳାହାଣ୍ଡି: ଭଉଣୀ ରାକ୍ଷୀର ମାନ ରଖିଲା ଭାଇ । ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ଭାଇ । ଘଟାଣାଟି ହେଉଛି କଳାହାଣ୍ଡି ଭବାନୀପାଟଣା ଭବାନୀପାଟଣା ପରମାନନ୍ଦପୁର ଗାଁର । ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଭାଇର ମୃତ୍ୟୁ … Read More

ଔଷଧ ଦେଲେନି ବୋଲି ପିଟି ପିଟି ମାରିଦେଲେ

କୋରାପୁଟ: ଔଷଧ ନ ଦେବାରୁ ପିଟିପିଟି ମାରିଦେଲା । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ନାରିଖିଲୁଆ ଗାଁର । ଚେରମୂଳି ଔଷଧ ନଦେବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ । ମୃତକ ହେଉଛନ୍ତି  ମୁକୁନା ହିକକା … Read More

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସର୍ଦାର ବୁଟା ସିଂହଙ୍କ ପରଲୋକ

ନୂଆଦିଲ୍ଲୀ :-ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ଦଳିତ ନେତା ସର୍ଦାର ବୁଟା ସିଂହଙ୍କର ଶନିବାର ଦିନ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ … Read More

କଳାହାଣ୍ଡିର ବଜାସାଲ ନୃତ୍ୟରେ ଦୁଲୁକିବ ଦିଲ୍ଲୀ, ଦେଖିବ ପୂରା ବିଶ୍ୱ

ଧର୍ମଗଡ଼ :-ଏଥର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ଦେଖିବାକୁ ମିଳିବ କଳାହାଣ୍ଡିର ବଜାସାଲ ନୃତ୍ୟ। ଦେଶବାସୀଙ୍କ ସହ ପୂରା ବିଶ୍ୱ ଏହି ନୃତ୍ୟର ମଜା ନେଇପାରିବ। ଏଥିପାଇଁ ଗୁରୁ ଧ୍ୟାନାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ‘ପ୍ରତିଭା’ ଅନୁଷ୍ଠାନର ୮୦ ଜଣିଆ ଡ୍ୟାନ୍ସ ଗ୍ରୁପ୍ … Read More

ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଭୁବନେଶ୍ୱର: ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । ୨୦୨୨ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ୧୯୮୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁରେଶ । ପ୍ରଶାସନିକ ସ୍ତରରେ ଜଣେ … Read More