ରାଜରାସ୍ତାରେ ଗଜରାଜ, ଶୁଣ୍ଢ ବଢାଇ ମାଗୁଛି ଖାଦ୍ୟ
ବଣାଇ:-ଙ୍ଗଲରୁ ବାହାରି ରାଜରାସ୍ତାରେ ବୁଲୁଛି ଗଜରାଜ। ତାହା ପୁଣି କିଛି ଉତ୍ପାତ କରିବା ପାଇଁ ନୁହେଁ କି କାହାକୁ ଭୟଭୀତ କରିବାକୁ ନୁହେଁ। ଗାଡ଼ି ଅଟକାଇ ଲୋକଙ୍କୁ ଖାଇବାକୁ ମାଗୁଛି। ଆଉ ପେଟ ପୁରିଲା ପରେ ପୁଣି ଥରେ ଜଙ୍ଗଲକୁ ଫେରିଯାଉଛି।ଏପରି … Read More










