କଟକରେ କୁଆପଥର ବର୍ଷା

ବୌଦ୍ଧ:-ଦୀର୍ଘ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା। ଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ଆଜି ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ପୁରୁଣା କଟକ ଅଞ୍ଚଳରେ କାଳବୈଶାଖୀ ବର୍ଷା ଓ କୁଆପଥର ମାଡ଼ … Read More

ସମ୍ବଲପୁର ହୋମିଓପ୍ୟାଥି କଲେଜ ଛାତ୍ରୀ ଯୌନ ନିର୍ଯାତନା

ଭୁବନେଶ୍ୱର:-ସମ୍ବଲପୁରର ମଝିପାଲିସ୍ଥିତ ସରକାରୀ ହୋମିଓପ୍ୟାଥି କଲେଜର ଛାତ୍ରୀମାନଙ୍କୁ ର‌୍ୟାଗିଂ ନାଁରେ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ପରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହି ଯୌନ ନିର୍ଯାତନା ଘଟଣାର ତଦନ୍ତ … Read More

ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଶାସକ ଦଳ ସଦସ୍ୟ ଭୁପିନ୍ଦର ସିଂ କହିଛନ୍ତି ଘଟଣା ଅତ୍ୟନ୍ତ ଦୁଃଖଦାୟକ । … Read More

କିନ୍ନରଙ୍କ ଧଳା ଜହର ବେପାର, ୭୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ

ବାଲେଶ୍ୱର: ବ୍ରାଉନ୍ ସୁଗର ବ୍ୟବସାୟରେ ଏବେ ମୋହରା ସାଜିଛନ୍ତି କିନ୍ନର । ପୋଲିସ, ସ୍ବତନ୍ତ୍ର ସ୍କ୍ୱାର୍ଡ ଚଢାଉ ପରେ ବ୍ୟବସାୟୀ ମାନେ ନୂଆ ତରିକାରେ ଚଳାଇଛନ୍ତି ଧଳା ଜହର ବ୍ୟବସାୟ । ବାଲେଶ୍ବର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୋଲିସ ତେନ୍ତୁଳିଆ ଠାକୁରାଣୀ ଛକରୁ … Read More

ପିପିଲି : ଥାନା ସାମ୍ନାରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ

ପିପିଲି :- ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜମୁଥିବା ବେଳେ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ। ତା’ପୁଣି ପିପିଲି ଥାନା ସମ୍ମୁଖରେ। ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଦଳୀୟ କର୍ମୀମାନେ ଥାନା … Read More

ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ଲାଗି ପଡ଼ିବ ଭୋଟ୍ । ଏଥିପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଆଗକୁ ଜୋରଦାର୍ ହେବ । ବିଜେଡି ପିପିଲି ଉପନିର୍ବାଚନ ଲାଗି ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । … Read More

ଢେଙ୍କାନାଳର ୮ଟି ରେଞ୍ଜର ଜଙ୍ଗଲରେ ଅଛନ୍ତି ପ୍ରାୟ ୧୦ ବାଘ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବାଘ ଅଛନ୍ତି । ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଲଗାଯାଇଥବା ଟ୍ରାପ କ୍ୟାମେରା କଏଦ ହୋଇଛି ବାଘର ଚିତ୍ର । ଜିଲ୍ଲାର ୮ଟି ଯାକ ରେଞ୍ଜର ବିଭିନ୍ନ ସ୍ଥାନରେ ସମୁଦାୟ ୬୦ଟି ଟ୍ରାପ୍ କ୍ୟାମେରା ଖଞ୍ଜା … Read More

ଆଜିଠୁ ଆରମ୍ଭ ହେଲା ଚେନ୍ନାଇ-ଝାରସୁଗୁଡ଼ା ବିମାନ ସେବା

ଭୁବନେଶ୍ୱର:-ଝାରସୁଗୁଡ଼ା ଓ ଚେନ୍ନାଇ ମଧ୍ୟରେ ଆଜିଠୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସ୍‌ଜେଟ୍ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଏହି ଦୁଇ ସ୍ଥାନ ମଧ୍ୟରେ ସପ୍ତାହକ ୭ ଦିନ ଯାକ ବିମାନ ଚଳାଚଳ କରିବ। ସୂଚନା ଅନୁସାରେ, ଝାରସୁଗୁଡ଼ାସ୍ଥିତ ବୀରସୁରେନ୍ଦ୍ର … Read More

କୋଭିଡ୍ କଟକଣା ଜାରି କଲା ବିଏମ୍‌ସି,ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣ

ଭୁବନେଶ୍ୱର :-ରାଜ୍ୟରେ ଧୀରେ ଧୀରେ ପୁଣି କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାକୁ ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଗଲାଣି। ଏହି କ୍ରମରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ଗାଇଡ୍‌ଲାଇନ୍ ଜାରି … Read More

ମାର୍କେଟ୍ ବିଲ୍ଡିଂରେ ବିଏମସିର ରେଡ୍,ଏକାଧିକ ମଲ୍ ଓ ଦୋକାନଙ୍କୁ ଜରିମାନା

ଭୁବନେଶ୍ୱର: ବିଏମସି ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ମାର୍କେଟରେ ନିୟମ ମାନୁନାହାଁନ୍ତି ଲୋକ । କିଏ ମାସ୍କ ପିନ୍ଧୁନି ତ ଆଉ କେଉଁଠି ଲାଗୁଛି ଲମ୍ବା ଲାଇନ୍, ରହୁନି ସାମାଜିକ ଦୂରତା । ଏସବୁ ନଜରକୁ ଆସିବା ପରେ ଭୁବନେଶ୍ୱର ମାର୍କେଟ୍ … Read More