କବାଡ଼ିଆ ଦୋକାନରେ ଭୀଷଣ ନିଆଁ,
ଭୁବନେଶ୍ୱର: ଭୁବନେଶ୍ୱର ପାଣ୍ଡରାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନୂଆ ପୁରୀ ବାଇପାସର ପାଣ୍ଡରାରେ ଥିବା ଏକ କବାଡ଼ିଆ ଦୋକାନରେ ଭୀଷଣ ନିଆଁ ଲାଗିଛି । ପାଣ୍ଡରା ଧୂଳିଆ ପୀଠରେ ଭୟଙ୍କର ଅଗ୍ନିକାଣ୍ଡରେ ଅବ୍ୟବହୃତ ପ୍ଲାଷ୍ଟିକ ଜଳି ଯାଇଛି ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ … Read More










