ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରିବାରବର୍ଗଙ୍କୁ କରୋନା ଟିକା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଟିକାଦାନରେ ଦିଆଯାଉଛି ପ୍ରାଥମିକତା । ସେହି ଭିତ୍ତିରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ମିଳିବ ଟିକା । ଟିକାଦାନ ବ୍ୟବସ୍ଥା କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସିଏସ୍ ପ୍ରଦୀପ୍ତ କୁମାର ମହାପାତ୍ର । ମ୍ୟୁନିସିପାଲ କମିଶନର … Read More

ରଘୁନାଥଙ୍କ ପଛେ ପଛେ ଚାଲି ଗଲେ ପୁଅ ପ୍ରଶାନ୍ତ

ଭୁବନେଶ୍ୱର:-ମେ’ ୯ ତାରିଖରେ କରୋନାରେ ଆଖି ବୁଜିଥିଲେ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର। ଆଉ ୧୦ ଦିନ ପରେ ଆଜି ତାଙ୍କ ସାନ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ଏବଂ ବିସିସିଆଇ … Read More

ରାଜ୍ୟର ସମସ୍ତ ଜେଲରେ କଏଦୀଙ୍କୁ ଟୀକାକରଣ,୧୧ଶହ କଏଦୀଙ୍କୁ ଡବଲ ଡୋଜ, ୭୨୮ କଏଦୀଙ୍କୁ ସିଙ୍ଗିଲ ଡୋଜ

ଭୁବନେଶ୍ୱର,:-ଦ୍ରୁତ ଗତିରେ ବଢୁଥିବା କୋଭିଡ଼ ସଂକ୍ରମଣକୁ ରୋକି ହେବ ସେଥିଲାଗି ଜେଲ ବିଭାଗ ବିଭିନ୍ନ ବ୍ୟବସ୍ଥା କରୁଛି । ସୁପ୍ରିମ୍‌କୋଟ;ଙ୍କ ନିର୍ଦ୍ଦେଶକ୍ରମେ ୨୨୬ଜଣ କଏଦୀଙ୍କୁ ତୁରନ୍ତ ପାରେଲୋରେ ଛଡ଼ାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଖୁବ୍ ଶୀଘ୍ର ଅନ୍ୟ କଏଦୀମାନଙ୍କୁ … Read More

ନିର୍ଯାତନାର ଶିକାର ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କଲେ ସବ୍ୟସାଚୀ

ଭୁବନେଶ୍ୱର: ପୁଣି ପ୍ରବାସୀ ଶ୍ରମିକଙ୍କୁ ସାହା ହେଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର । ତାମିଲନାଡ଼ୁରେ ନିର୍ଯାତନା ସହୁଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ସବ୍ୟସାଚୀ । କରୋନା କଟକଣା ଯୋଗୁଁ ତାମିଲନାଡ଼ୁରେ ଫସିରହିଥିଲେ ଉଦ୍ଧାର ହୋଇଥିବା ଶ୍ରମିକ । ସେଠାରେ ସେମାନେ … Read More

ପାଟପୁରିଆ ଗାଁରୁ ମାଆ-ଝିଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ମାଆ- ଝିଅଙ୍କ ଝୁଲନ୍ତା  ମୃତଦେହ ଉଦ୍ଧାର । ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଖୋର୍ଦ୍ଧା ଥାନା ଅନ୍ତର୍ଗତ ପାଟପୁରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଶିବ ପ୍ରସାଦ ପତିଙ୍କ ପତ୍ନୀ ରାଜଶ୍ରୀ ଏବଂ ସାତ … Read More

ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସମ୍ପର୍କୀୟଙ୍କୁ ସଠିକ … Read More

ରାଜ୍ୟରେ ଅକ୍ସିଜେନ୍ ପରିଚାଳନା ପାଇଁ ୯ ଜଣିଆ କମିଟି ଗଠନ

ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ୍ ପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର  । ଏକ ୯ ଜଣିଆ କମିଟି ଗଠନ କରିଛନ୍ତି ସରକାର  । କମିଟି ଅଧ୍ୟକ୍ଷରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ରାଜ୍ୟରେ ଅକ୍ସିଜେନର ଉତ୍ପାଦନ ବୃଦ୍ଧି ନେଇ … Read More

ରାଜ୍ୟରେ ୧୦ ହଜାର ୨୪୨ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର:-ରାଜ୍ୟରେ ଆଉ ୧୦ ହଜାର ୨୪୨ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୪୧୮ ସଂକ୍ରମିତ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୪୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିଭଳି କଟକରୁ ୮୮୭, ପୁରୀରୁ ୭୦୭, ସମ୍ୱଲପୁରରୁ … Read More

ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା ମହଙ୍ଗା ପଡ଼ିଲା,ସାଇବର ଠକ ଲୁଟିନେଲେ ୬୦ ହଜାର

ଭୁବନେଶ୍ୱର:- ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ପଡ଼ିଛି । ସାଇବର ଠକ ତାଙ୍କ ଆକାଉଣ୍ଟରୁ ୬୦ ହଜାର କାଟି ନେଇଛନ୍ତି । ଏନେଇ ଠକେଇର ଶିକାର ହୋଇଥିବା ମହିଳା ଗୀତାରାଣୀ ରାଉତ ଏନେଇ ସାଇବର ହେଲ୍ପ ଡେକ୍ସରେ … Read More

କୋଭିଡ୍ ଟିକା ସହ ଅନ୍ୟ ଉପକରଣ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର: କୋଭିଡ ମୁକାବିଲା ପାଇଁ କେନ୍ଦ୍ରକୁ ଦାବି ଜଣାଇଲା କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଓଡ଼ିଶାକୁ ଅଧିକ ସଂଖ୍ୟାରେ ଆଣ୍ଟିଜେନ୍ କିଟ୍ ଯୋଗାଇ ଦେବାକୁ ସେ … Read More