ମାର୍କେଟ ବିଲ୍ଡିଂର ଉଠା ଦୋକାନୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର:- ମାର୍କେଟ ବିଲ୍ଡିଂରେ ଦୋକାନ ଉଚ୍ଛେଦ ପରେ ଦୋକାନୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟବସାୟୀଙ୍କ ନାଁ ଅଜିତ ସାହାଣୀ । ଅଜିତ ଭୁବନେଶ୍ୱର ବଡ଼ଗଡ଼ ଥାନା ଅନ୍ତର୍ଗତ ପରିବାର ସହ ରହୁଥିବା ଏକ ଘରେ ଲୁଗା ଶାଢ଼ିରେ ଫାସି … Read More

ଯାତ୍ରୀବାହୀ ବସ୍‌କୁ ଠେଲି ନେଲା ଜଙ୍ଗଲୀ ହାତୀ

ବାରିପଦା :-ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଭିତରେ ଜୀଉଛନ୍ତି ଲୋକେ । ସେହି ସମୟରେ ରାସଗୋବିନ୍ଦପୁର ରେଞ୍ଜରେ ଗୋଟିଏ ହାତୀ ଟିକପଦା ଠାରେ ଯାତ୍ରୀବାହୀ ବସକୁ ଠେଲି ନେଇ ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।ସୂଚନା ଅନୁଯାୟୀ, ବାଲେଶ୍ବର … Read More

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ବର:-ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଚୂଡ଼ାନ୍ତ ସଂରକ୍ଷଣ ତାଲିକା । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ୧୫ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ।୭ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି … Read More

ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୭୫ରେ

ଭୁବନେଶ୍ୱର: :-କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇଛି। ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି। … Read More

ରାଜଧାନୀର ଆଉ ୧୮ଟି ସ୍ଥାନରେ ଲାଗୁ ହେଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: –ରାଜଧାନୀର ଆଉ ୧୮ଟି ସ୍ଥାନରେ କଣ୍ଟେନମେଣ୍ଟ । ବିଏମ୍‌ସି ଦକ୍ଷିଣପୂର୍ବ ଜୋନ୍‌ରେ ୧୧ଟି, ଉତ୍ତର ଜୋନ୍‌ରେ ୧ ଓ ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୬ଟି ଏଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନର ୧୧ଟି ସ୍ଥାନକୁ … Read More

୧୧ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ହେବ ବର୍ଷା,

ଭୁବନେଶ୍ୱର: :-୧୧ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା। ୧୪ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍‌ସ ପ୍ରଭାବରେ ବଙ୍ଗୋପସାଗର ମଧ୍ୟରୁ ଉଷ୍ଣ ଜଳୀୟବାଷ୍ପ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ … Read More

ବଢ଼ିଲା ଅଙ୍ଗନବାଡି କର୍ମୀଙ୍କ ସେବା ନିବୃତ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: –ସେବା ନିବୃତ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ହୋଇଛି । ଅଙ୍ଗନବାଡି କର୍ମୀ ସେବା ନିବୃତ ବେଳେ ୨୦ହଜାର ଟଙ୍କା ବଦଳରେ ଏକକାଳୀନ ପ୍ରୋତ୍ସାହନ ରାଶି ୪୦ ହଜାର ଟଙ୍କା ପାଇବେ । ଏହି ଘୋଷଣା … Read More

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା, ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ହେବ ମତଦାନ, ମାର୍ଚ୍ଚ ୧୦ରେ ଫଳାଫଳ

ନୂଆଦିଲ୍ଲୀ: –ଦେଶର ୫ଟି ରାଜ୍ୟ–ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । କରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧି ଭିତରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଓ ମାର୍ଚ୍ଚ ୧୦ରେ ଫଳାଫଳ … Read More

ରାଜ୍ୟରେ କରୋନା ମିଟର ଉପରମୁହାଁ,୨୪ ଘଣ୍ଟା ଭିତରେ ୩୬୭୯ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: –ରାଜ୍ୟରେ କରୋନା ମିଟର ଉପର ମୁହାଁ ହେବାରେ ଲାଗିଛି । ପ୍ରତିଦିନ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସବୁଠାରୁ ବଡ କଥା ହେଉଛି କେବଳ ଜାନୁଆରୀ ମାସର ୮ଦିନରେ ରାଜ୍ୟରୁ ଚିହ୍ନଟ ହେଲେଣି ୧୧ ହଜାର ୩୨୧ ସଂକ୍ରମିତ । … Read More

ଜଙ୍ଗଲକୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ: ବାରହା ପାଇଁ ଫାସ ବସାଇଥିଲା ଭାଇ, ସେହି ଫାସରେ ଚାଲିଗଲା ଭଉଣୀର ଜୀବନ

କୋରପୁଟ:- କୋରପୁଟ ଜିଲ୍ଲା ବୋରିଗୁମା ନିକଟ ଜଙ୍ଗଲକୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ପୂର୍ବରୁ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ହେଲେ ପୁଲିସ ତଦନ୍ତ କରି ଯୁବତୀଙ୍କ ମୃତ୍ୟୁ ପଛର … Read More