ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ଆୟଠାରୁ ୭ ଗୁଣ ଅଧିକ ସଂପତ୍ତି ଠାବ
ଭୁବନେଶ୍ୱର:-ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ଠାରୁ ୪.୭୬ କୋଟିର ସଂପତ୍ତି ଜବତ କରିଛି ଭିଜିଲାନ୍ସ। ଏହି ସଂପତ୍ତି ତାଙ୍କ … Read More