ସେନା ଉପମୁଖ୍ୟ ହେଲେ ଚଣ୍ଡି ପ୍ରସାଦ

ଭୁବନେଶ୍ୱର: ଭାରତୀୟ ସେନାର ଉପମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି ଓଡିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ୪୨ତମ ଭାଇସ୍ ଚିଫ୍ ଆର୍ମୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଚଣ୍ଡି ପ୍ରସାଦ । ଲେଫ୍ଟନାଣ୍ଟ ଜେନେରାଲ ଏସ କେ … Read More

୮ରୁ ନବମ ଓ ଏକାଦଶ ଶ୍ରେଣୀ ପାଠପଢା

ଭୁବନେଶ୍ୱର:  ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୋଭିଡ ଭୟବହତା ଭିତରେ ଦୀର୍ଘ ୧୦ ମାସ ଧରି ବନ୍ଦ ରହିଥିଲା ସମସ୍ତ ସ୍କୁଲ … Read More

ପୁଣି ତଳମୁହାଁ କରୋନା ଗ୍ରାଫ; ୭୯ ଚିହ୍ନଟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର:-ରାଜ୍ୟରେ ପୁଣି ୧୦୦ ତଳକୁ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ବାକି … Read More

ଭିଜିଲାନ୍ସ ଜାଲରେ ଅବକାରୀ ସବ୍‌-ଇନ୍‌ସ୍‌ପେକ୍ଟର

ସମ୍ବଲପୁର:- ପୁଣି ଜଣେ ସରକାରୀ ବାବୁ ପଡ଼ିଲେ ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ କଲା ରେଡ୍‌ । ଏଭଳି ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର । ଝାରସୁଗଉଡ଼ା … Read More

କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ଡାକ୍ତଖାନାର ଉପର ମହଲାରେ ଲାଗିଛି ନିଆଁ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବାବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।ଅଗ୍ନିଶମ ବିଭାଗର ଅଧିକାରୀମାନେ … Read More

ମନ କି ବାତ୍’ରେ ଓଡ଼ିଆ ଛାତ୍ରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ରାଉରକେଲା: ଓଡିଆ ଝିଅଙ୍କୁ ମୋଦିଙ୍କ ପ୍ରଶଂସା । ‘ମନ କି ବାତ୍’ରେ ଓଡ଼ିଆ ଛାତ୍ରୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଉରକେଲା … Read More

ପୋଲିଓ ପାଇଁ ଆସନ୍ତା ତିନିଦିନ ଯାଏଁ ବନ୍ଦ ରହିବ କରୋନା ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ । ୫ବର୍ଷରୁ କମ୍ ବୟସର ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି । ଭୁବନେଶ୍ୱର ୟୁନିଟ୍‌-୪ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାଜ୍ୟସ୍ତରୀୟ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ପଲ୍‌ସ ପୋଲିଓ … Read More

ପେଟ୍ରୋଲ ଟ୍ୟାଙ୍କରରେ ଥିଲା ୭୫ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ:-ଗଞ୍ଜେଇ ଚାଲାଣ ପାଇଁ ମାଫିଆ ବାଛିଥିଲେ ପେଟ୍ରୋଲ ନେବା ଆଣିବା କରୁଥିବା ଏକ ଟ୍ୟାଙ୍କରକୁ। କିନ୍ତୁ ସେମାନଙ୍କର ଏହି ତରିକା ଫେଲ୍ ମାରିଲା। ଆଉ ଧରି ପକାଇଲା ପୁଲିସ୍। ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ।ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ … Read More

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଗଳାକାଟି ହତ୍ୟା ଉଦ୍ୟମ ଘଟଣା, ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର:-ଦୁଷ୍କର୍ମ ଉଦ୍ୟମ ପରେ ନାବାଳିକାର ଗଳା କାଟି ହତ୍ୟା ଉଦ୍ୟମ ଘଟଣାରେ ୨ ଅଭିଯୁକ୍ତ ଗିରଫ। ସୋରଳ ଓଡିଆର୍‌ପି କଲୋନୀରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ଗତ ୨୮ ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ଦୁର୍ବୃତ୍ତମାନେ। ନାବାଳିକା ଜଣଙ୍କ ସେମାନଙ୍କୁ ବିରୋଧ କରିଥିଲେ। … Read More

ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗା ଭିତରେ ଫସିଲେ ୨୨ରୁ ଅଧିକ ଯାତ୍ରୀ

ଚିଲିକା:-ପୁଣିିଥରେ ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଆଉ ଡଙ୍ଗା ଭିତରେ ଫସିଲେ ୨୨ରୁ ଅଧିକ ଯାତ୍ରୀ । ରବିବାର ଟାଙ୍ଗି ଥାନା ଶୋରଣା ଗାଁରୁ କିଛି ଲୋକ କାଳିଜାଇ ଦର୍ଶନ ପାଇଁ ଯାଇଥିବାବେଳେ ଅଧାବାଟରେ ତାଙ୍କର ଡଙ୍ଗା ଫସିଯାଇଥିଲା । … Read More