ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ୍; ମହିଳା ପ୍ରଶିକ୍ଷକ ମଧୁ ମଞ୍ଜରୀ ଗିରଫ
ଭୁବନେଶ୍ୱର:- ରାତି ହେଉଥିଲା ରଙ୍ଗୀନ । ଭିନ୍ନକ୍ଷମଙ୍କୁ ନେଇ ଭୋକ ମେଣ୍ଟାଉଥିଲେ ପିପାଶୁ । ରାଜି ହେଲେ ଖୁସ ଥିଲେ, ଅରାଜି ହେଲେ ନିର୍ଯାତନା ଦେଉଥିଲେ । ଆଉ ଏହି ସମସ୍ତ ଘଟଣାର ମୁଖ୍ୟ କାର୍ପଟଦାର ପାଲଟିଥିଲେ ମହିଳା ପ୍ରଶିକ୍ଷକ । … Read More










