ମୁମ୍ବାଇ ଏଲପିଜି ସିଲିଣ୍ଡର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ :- ମୁମ୍ବାଇ ବର୍ସୋବା ଏଲପିଜି ଗୋଦାମରେ ସିଲିଣ୍ଡର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ବର୍ସୋବା ଅଞ୍ଚଳରେ ଏଲପିଜି ସିଲିଣ୍ଡର ଗୋଦାମରେ ନିଆଁ ଲାଗିବ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଗୋଦାମରେ ନିଆଁ ଲାଗିବା … Read More

ଆରମ୍ଭ ହେଲା ଯୁକ୍ତ ତିନି ଦ୍ୱିତୀୟ ବର୍ଷ, ପିଜି ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର:- ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା । ଏଥିପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ହୋଇଛି । ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ … Read More

ଗାଡ଼ି ନେଇ ଯାଉଥିବା ବେଳେ ଦଳିଦେଲା ହାତୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ସାତକୋଶିଆ ଅଭୟାରଣ୍ୟର କରତପଟା ଫରେଷ୍ଟ ବିଟ ସମ୍ମୁଖରେ ଆଜି ଭୋରରେ ହାତୀ ଆକ୍ରମଣ କରିବାରୁ ଜଣେ ମୋଟରସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ବନ୍ତଳା ସୁନାଭୁଇଁ ଗାଁର … Read More

ସନ୍‌ ହସ୍ପିଟାଲ ସାମୟିକ ବନ୍ଦ

କଟକ:- ସାମୟିକ ଭାବେ ବନ୍ଦ ହେଲା ସନ୍ ହସ୍ପିଟାଲ। ଅଗ୍ନି ନିରାପତ୍ତା ଆଇନ ଖିଲାପ କରିବା ସହ ବେଆଇନ ଭାବେ ଚାଲିଥିବାରୁ  ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀଶଙ୍କର ଚୟନି।କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ପାଖରେ ଥିବା … Read More

କର୍ତ୍ତବ୍ୟରେ ଅବହେଳା ମହଙ୍ଗା ପଡ଼ିଲା, ସସପେଣ୍ଡ୍ ହେଲେ ଏଏସଆଇ

ପୁରୀ: କର୍ତ୍ତବ୍ୟରେ ଅବହେଳା ଏଏସଆଇଙ୍କୁ ମହଙ୍ଗା ପଡ଼ିଲା। ଯାହା ଫଳରେ ଏଏସଆଇଙ୍କୁ ସସପେଣ୍ଡ କରାଯାଇଛି। ପୁରୀ ତାଳବଣିଆ ଥାନାର ଏଏସଆଇ ଲକ୍ଷ୍ମଣ ସୋରେନଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ଲଗାଯାଇଛି। ଯେଉଁକାରଣରୁ ପୁରୀ ଏସପି କନୱର ବିଶାଲ ସିଂହ ତାଙ୍କୁ … Read More

OLX ରେ ଓ୍ୱାସିଂ ମେସିନ୍‌ ବିକ୍ରି ପାଇଁ ଆଡ୍‌ ଦେଇଥିଲେ,ଖାତାରୁ ଉଡିଗଲା ୧୯ ହଜାର

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାକୁ ଲାଗିଛି ସାଇବର ଚୋରଙ୍କର ପ୍ରଦୁର୍ଭାବ। ସାଇବର ଠକଙ୍କ କ୍ଷେତ୍ରରେ ଯେତେ ଦୃଢ଼ ଆଇନ ହେଲେ ମଧ୍ୟ ଭୟ କରୁନାହାନ୍ତି ଚୋର। କରିଚାଲିଛନ୍ତି ଗୋଟିଏ ପରେ ଗୋଟିଏ ନିରୀହ ଲୋକଙ୍କୁ ଠକାମିର ଶିକାର। ଏବେ ଆଉ ଜଣେ ମହିଳା ଠକାଇର … Read More

ପଞ୍ଚାୟତ ନିର୍ବାଚନ ତଦାରଖ ପାଇଁ ପହଞ୍ଚିଲେ ଆନ୍ଧ୍ରର ପ୍ରଶାସନି ଅଧିକାରୀ

କୋଟିଆରେ ଆନ୍ଧ୍ର କରୁଛି ପଞ୍ଚାୟତ ନିର୍ବାଚନ। ଏନେଇ କୋଟିଆରେ ପହଞ୍ଚିଛି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ। କୋଟିଆରେ କିପରି ସୁରୁଖୁରୁରେ ନିର୍ବାଚନ କରାଇବେ ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛି ଆନ୍ଧ୍ର। ଏହି ଟିମରେ ପାର୍ବତୀପୁରମ ସବ ଡିଭିଜନର ଉପଜିଲ୍ଲାପାଳ ଭି.ଧେ.କାରେ … Read More

ପୋଲିସ ହାତରେ ଲାଗିଲା ଝରାଫୁଲର ଭିସେରା ରିପୋର୍ଟ,

ଯାଜପୁର:- ଖୁବଶୀଘ୍ର ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ। ପୋଲିସ ହାତରେ ଲାଗିଲା ଭିସେରା ରିପୋର୍ଟ। ଭିସେରା ରିପୋର୍ଟକୁ ତର୍ଜମା କରୁଛି ଯାଜପୁର ପୋଲିସ। ତର୍ଜମା ପରେ ବାହାରିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟ ମୃତ୍ୟୁ ରହସ୍ୟ। ପୋଲିସ ଏନେଇ ଅଧିକ … Read More

ମର୍ଣ୍ଣିଂ ୱାକ୍‌ ବେଳେ ବୃଦ୍ଧାଙ୍କ ବେକରେ କଟୁରି ଲଗାଇ ଝାମ୍ପିନେଲେ ସୁନା ଚେନ୍

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଛିନତାଇ ଗ୍ୟାଙ୍ଗର ଆତଙ୍କ । ବୃଦ୍ଧାଙ୍କ ବେକରେ କଟୁରି ଲଗେଇ ଝାମ୍ପି ନେଲେ ସୁନା ଚେନ । ପ୍ରାତଃଭ୍ରମଣ ସମୟରେ ଜେଲ ଫ୍ରଣ୍ଟ ଗଳି ଶ୍ୟାମା ଆପାର୍ଟମେଂଟ ସାମ୍ନାରେ ବେକରେ କଟୁରୀ ଲଗାଇ ୩ ଦୁର୍ବୃତ … Read More

ପୋଲିସକୁ ଚୋର ଭାବି ନିର୍ଦ୍ଧୁମ ପିଟିଲେ ଗାଁ ଲୋକେ, ୨ ଆହତ

ଢେଙ୍କାନାଳ: ଚୋର ସନ୍ଦେହରେ ପୋଲିସକୁ ପିଟିଲେ ଗାଁ ଲୋକେ । ଢ଼େଙ୍କନାଳ ସଞ୍ଜପଡା ଗାଁରେ ପୋଲିସ୍ ଗାଁ ଲୋକେ ମୁହାଁମୁହିଁ । ଚୋର ଧରିବାକୁ ସାଧା ପୋଷାକରେ ଗାଁକୁ ଯାଇଥିବା ପୁଲିସକୁ ଚୋର ଭାବି ମାଡ ମାରିବା ସହ ଗାଡି ଭଙ୍ଗାରୁଜ୍ଜା … Read More