ରୁଷରେ ୨୦ ଦେଶର ଯୁଦ୍ଧାଭ୍ୟାସରେ ସାମିଲ ହେବ ନାହିଁ ଭାରତ

ନୂଆଦିଲ୍ଲୀ:- ଭାରତ ଆଗାମୀ ମାସରେ ରୁଷରେ ହେବାକୁ ଥିବା ବହୁଦେଶୀୟ ଯୁଦ୍ଧାଭ୍ୟାସରୁ ହଟିବାକୁ ନିଷ୍ପତ୍ତି ନେଇଛି। ସରକାରୀ ସୂତ୍ର ଅନୁଯାୟୀ ଭାରତ ଯୁଦ୍ଧାଭ୍ୟାସରେ ସାମିଲ ହେବାର ସୂଚନା ଦେବାର ଏକ ସପ୍ତାହ ପରେ ଏଥିରୁ ହଟିବାକୁ ନିଷ୍ପତ୍ତି ନେଇଛି। ଏହି ଯୁଦ୍ଧାଭ୍ୟାସ୍‌ରେ … Read More

ଅନଲକ୍ ୪ ଗାଇଡ୍‌ ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର – ଚାଲିବ ମେଟ୍ରୋ ଟ୍ରେନ୍‌ ବନ୍ଦ ରହିବ ସ୍କୁଲ୍‌ କଲେଜ୍‌

ନୂଆଦିଲ୍ଲୀ – ଅନଲକ୍‌ -୪ ଗାଇଡ୍‌ ଲାଇନ୍ ଜାରି କଲା କେନ୍ଦ୍ର  । ସେପ୍ଟେମ୍ବର ୩୦ ଯାଏ ବଳବତ୍ତର ରହିବ ଅନ୍‌ଲକ୍‌-୪ର ନିର୍ଦେଶାବଳୀ । ସ୍କୁଲ, କଲେଜ କୋଚିଂ ସେଣ୍ଟର ବନ୍ଦ ରହିବ । ସେପ୍ଟେମ୍ୱର ୭ରୁ ଚଳାଚଳ କରିବ ମେଟ୍ରୋ … Read More

ଦୁର୍ବୃତ୍ତଙ୍କ ଆକ୍ରମଣରେ ସୁରେଶ ରୈନାଙ୍କ ପିଉସାଙ୍କର ମୃତ୍ୟୁ

ପଠାନକୋଟ: – ଚେନ୍ନାଇ ସୁପର କିଙ୍ଗସ୍( ସିଏସ୍‌କେ)ର ଅଲ୍‌ ରାଉଣ୍ଡର ସୁରେଶ ରୈନା ନିଜର ବ୍ୟକ୍ତିଗତ କାରଣ ପାଇଁ ଶନିବାର ୨୮ ଅଗଷ୍ଟରେ ୟୁଏଇରୁ ଭାରତକୁ ଫେରି ଆସିଛନ୍ତି । ସେ ପୁରା ଆଇପିଏଲ୍‌ ୨୦୨୦ ସଂସ୍କରଣ  ଖେଳିବେ ନାହିଁ । … Read More

ପୁଣି CBIରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ  -: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି। ଏହି କ୍ରମରେ ସିବିଆଇ ଶୁକ୍ରବାର ଦିନ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଡକାଇ ତାଙ୍କୁ ପଚରାଉଚରା କରିଥିଲା। ରିୟାଙ୍କୁ ସିବିଆଇ ପଚରାଉଚରା … Read More

ରିୟାଙ୍କୁ ପଚରା ଉଚରା କରିଥିବା ଡିସିପି ଅଭିଷେକ ତ୍ରିମୁଖେ କରୋନା ସଂକ୍ରମିତ,

ମୁମ୍ବାଇ,:-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଥିବା ଡିସିପିଙ୍କୁ କରୋନା। ଡିସିପି ଅଭିଷେକ ତ୍ରିମୁଖେ ଓ ତାଙ୍କ ଘରର ସମସ୍ତ ସଦସ୍ୟ କରୋନା ପଜିଟିଭ ହୋଇଥିବାର ଜଣାପଡିଛି। ଡିସିପି ତ୍ରିମୁଖେଙ୍କ ଉପରେ ସୁଶାନ୍ତଙ୍କ ମାମଲାର … Read More

ସୁଶାନ୍ତ ମୃତ୍ୟୁ ମାମଲା: ଗୌରବ ଆର୍ଯ୍ୟଙ୍କ ଘରେ ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଚଢ଼ାଉ

ମୁମ୍ବାଇ:-ସୁଶାନ୍ତ ମୃତ୍ୟୁ ମାମଲାରେ ରିୟାଙ୍କ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍‌ନାକୁ ଆସିବା ପରେ ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଗୋଆରେ ହୋଟେଲ ବ୍ୟବସାୟୀ ଗୌରବ ଆର୍ଯ୍ୟଙ୍କ ସନ୍ଧାନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଏନ୍‌ସିବିର ଏକ ଟିମ୍‌ ଗତକାଲି ରାତିରେ ଗୌରବଙ୍କ … Read More

ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ : ଡିଆରଡିଓ ଗେଷ୍ଟ ହାଉସରେ ଚାଲିଛି ପଚରାଉଚରା

ନୂଆଦିଲ୍ଲୀ,:-ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା । ସିବିଆଇ ତଦନ୍ତର ଆଜି ଅଷ୍ଟମ ଦିନ । ଘଟଣାର ମୁଖ୍ୟ ଅଭିଯୁକ୍ତ ରିୟାଚକ୍ରବର୍ତ୍ତୀଙ୍କୁ ଆଜି ଜେରା କରିବ ସିବିଆଇ । ଏଥିପାଇଁ ମୁମ୍ୱାଇର ଡିଆରଡିଓ ଗେଷ୍ଟ ହାଉସରେ ପହଁଚିଛନ୍ତି ରିୟା ଚକ୍ରବର୍ତି । … Read More

ଭାରତର ପ୍ରଧାନମନ୍ତ୍ରୀ ଚୀନ୍‌ରେ ଲୋକପ୍ରିୟ : ୫୧ ପ୍ରତିଶତ ମୋଦିଙ୍କ ପ୍ରଶଂସକ

ନୂଆଦିଲ୍ଲୀ :- ଲଦାଖର ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ହିଂସା ଘଟଣା ପରଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ପ୍ରତିଦିନ ଉଭୟ ଦେଶର ସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । କୌଣସି ପରିସ୍ଥିତିରେ କିଛି … Read More