ରାମ ମନ୍ଦିର ନିର୍ମାଣ ପାଇଁ ସଂଗ୍ରହ ହେବ ଚାନ୍ଦା,

ନୂଆଦିଲ୍ଲୀ:-ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଜାରି ରହିଛି। ମନ୍ଦିରର ନିର୍ମାଣ ପାଇଁ ରାମ ଭକ୍ତଙ୍କ ସହାୟତା ନିଆଯିବାକୁ ନିଷ୍ପତ୍ତି ନେଇଛି ବିଶ୍ଵ ହିନ୍ଦୁ ପରିଷଦ। ଏଥିପାଇଁ ଭିଏଚପି ଚଳାଇବ ବହୁତ ବଡ ଅଭିଯାନ। ଅଭିଯାନରେ ରାମ ମନ୍ଦିର ପାଇଁ ସାଧାରଣ … Read More

ଅଧଘଣ୍ଟା ପାଇଁ ଅଚଳ ହେଲା ଜିମେଲ, ୟୁଟୁବ ସହ ଗୁଗୁଲର ଅନେକ ଆପ

ନୂଆଦିଲ୍ଲୀ :-ଆଜି ସନ୍ଧ୍ୟା ୫ଟା ପରେ ୟୁଟ୍ୟୁବ୍ ଏବଂ ଜିମେଲ୍ ସମେତ ଗୁଗୁଲର ସମସ୍ତ ଆପ୍ ହଠାତ୍ କାମ କରିବା ବନ୍ଦ କରିଦେଇଥିଲା ବୋଲି ଜଣା ପଡ଼ିଛି। ହଠାତ୍ ଗୁଗୁଲର ସମସ୍ତ ଆପ୍ କାମ କରିବା ବନ୍ଦ କରିଦେବାରୁ ଟ୍ୱିଟରରେ ଲୋକେୁ … Read More

ରାଞ୍ଚି ବଜାରରେ ଧୋନିଙ୍କ ଫାର୍ମ ହାଉସର ପରିବା ଚାହିଦା

ରାଞ୍ଚି:-ଝାରଖଣ୍ଡ ରାଜଧାନୀ ରାଞ୍ଚିର ପରିବା ବଜାରରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଫାର୍ମ ହାଉସର ପନିପରିବାର ଚାହିଦା ବହୁତ ରହିଛି। ଧୋନିଙ୍କ ଫାର୍ମ ହାଉସରୁ ପ୍ରତିଦିନ ତଟକା ପରିବା ବଜାରକୁ ଯାଉଛି। ପରିବା ମଣ୍ଡିରେ ଅନେକ ଜାଗାରେ ଆଉଟଲେଟ ଲଗାଯାଇଛି। ସେଠାରେ … Read More

ତାମିଲନାଡୁରେ ଏକାଠି ମିଶି ନିର୍ବାଚନ ଲଢିବେ ଓଓ୍ଵେସି ଓ କମଲ ହାସନ !

ଚେନ୍ନାଇ :- ବିହାର ନିର୍ବାଚନରେ ପାଞ୍ଚଟି ଆସନରେ ମିଳିଥିବା ବିଜୟରେ ଅଭିଭୂତ ଅସଦୁଦ୍ଦିନ ଓଓ୍ଵେସି ଆଗାମୀ ବର୍ଷ ହେବାକୁ ଥିବା ଚେନ୍ନାଇ ବିଧାନସଭା ନିର୍ବାଚନରେ ନିଜର ପ୍ରାର୍ଥୀ ଦେବାକୁ ଘୋଷଣା କରି ସାରିଛନ୍ତି। ବର୍ତ୍ତମାନ ସେ ନିର୍ବାଚନ ଲଢିବା ନେଇ ରଣନୀତି … Read More

ପଶ୍ଚିମବଙ୍ଗରେ ରାଜନୀତି ବିସ୍ଫୋରକ: ରାଜ୍ୟପାଳଙ୍କ ଚେତାବନୀ- ସମ୍ବିଧାନର ସୀମା ନ ଟପନ୍ତୁ ମମତା,

ନୂଆଦିଲ୍ଲୀ:–ପଶ୍ଚିମବଙ୍ଗରେ ରାଜନୀତି ବିସ୍ଫୋଟକ ରୂପ ନେଇଛି। ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଉପରକୁ ପଥର ମାଡ ଘଟଣାକୁ ନେଇ ବିଜେପି ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି। ସେପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ମମତାଙ୍କୁ ଚରମବାଣୀ ଶୁଣାଇ … Read More

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ଘଟଣା:ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ସମନ

ପଶ୍ଚିମବଙ୍ଗ:- ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣକୁ ନେଇ ଦୁଇ ଦିନ ହେଲା ଦୋହଲୁଛି ଜାତୀୟ ରାଜନୀତି । ଆକ୍ରମଣ ଘଟଣାରେ ଟିଏମସି ସମ୍ପୃକ୍ତି ଅଭିଯୋଗ କରିବା ପରେ ଜୋରଦାର ହୋଇଛି ଆରୋପ ପ୍ରତ୍ୟାରୋପ । ସେପଟେ … Read More

ନୂଆ ସଂସଦ ପାଇଁ ଭୂମିପୂଜା କଲେ ମୋଦି,

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ପାଇଁ ଆଜି ଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିଛନ୍ତି। ବହୁ ପ୍ରତିକ୍ଷୀତ ସେଣ୍ଟ୍ରାଲ ଭିସ୍ତା ଅଧୀନରେ ନୂଆ ସଂସଦ ଭବନର ନିର୍ମାଣ କାମ ହେବ। ଏଥିରେ ବହୁ ବିଶିଷ୍ଟ … Read More

ଜେପି ନଡ୍ଡାଙ୍କ କାର୍‌ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍‌ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏଥିସହ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିସ୍ତୃତ ରିପୋର୍ଟ ଦେବାକୁ ମଧ୍ୟ … Read More

ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଗସ୍ତରେ ଆସିବ ଇଂଲଣ୍ଡ,

ନୂଆଦିଲ୍ଲୀ :– ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିପାକ୍ଷିକ ସିରିଜ୍ ପାଇଁ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ଆସନ୍ତା ଫେବୃଆରୀ ମାସରେ ଭାରତ ଗସ୍ତରେ ଆସିବ ଟିମ ଇଂଲଣ୍ଡ । ଏହି ଗସ୍ତରେ ଇଂଳଣ୍ଡ ବିପକ୍ଷରେ ୪ଟି … Read More

ସରକାରଙ୍କ ଉପରେ ଚାପ ପକାଇବାକୁ ବିରୋଧିଙ୍କ ପୟାସ । ରାଷ୍ଟ୍ରପତିଙ୍କୁ ଭେଟିବେ ରାହୁଲ ଗାନ୍ଧୀ, ଶରଦ ପାୱାର

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆସନ୍ତାକାଲି ବିରୋଧୀଦଳର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଏହି ପ୍ରତିନିଧି ମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି … Read More