ସୁବ୍ରମଣ୍ୟମ ସ୍ଵାମୀଙ୍କ ବଡ ଖୁଲାସା: ଆମ୍ବୁଲାନ୍ସରେ ସୁଶାନ୍ତଙ୍କ ପାଦ ମୋଡି ହୋଇଥିଲା, ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ଜେରା କରାଯାଉ
ନୂଆଦିଲ୍ଲୀ:-ସୁଶାନ୍ତ ସିଂହ ରାଜପୁତ ମାମଲାରେ କ୍ରମାଗତ ସ୍ଵର ଉଠାଉଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ଵାମୀ ପୁଣି ଥରେ ଏହି ମାମଲାକୁ ନେଇ ଟିପ୍ପଣୀ କରିଛନ୍ତି। ସେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସ୍ଵାମୀ କହିଛନ୍ତି ସିବିଆଇକୁ … Read More