ୟୁପି ଗାଜିଆବାଦରେ ମର୍ମନ୍ତୁଦ ଦୁର୍ଘଟଣା: ଶ୍ମଶାନର ଆଶ୍ରୟସ୍ଥଳୀର ଛାତ ଭୁଶୁଡି ୨୫ ଜଣଙ୍କ ମୃତ୍ୟୁ

ଉତରପ୍ରଦେଶ:-ଉତରପ୍ରଦେଶର ଗାଜିଆବାଦରେ ଘଟିଛି ଛାତି ଥରାଇ ଦେଲା ଭଳି ଦୁର୍ଘଟଣା । ମୁରାଦନଗରର ଏକ ଶ୍ମଶାନରେ ଥିବା ଆଶ୍ରୟସ୍ଥଳୀର ଛାତ ଭୁଶୁଡି ପଡିବାରୁ ୨୩ ଜଣ ଲୋକଙ୍କ ଜୀବନ ଯାଇଛି । ଆଉ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । … Read More

ଦିଲୀପ କୁମାର ଏବଂ ରାଜ କପୁରଙ୍କ ଘର କିଣିବ ପାକିସ୍ତାନ

ପେଶ୍‌ଓ୍ଵାର୍‌: ବଲିଉଡ୍‌ର କିଂବଦନ୍ତୀ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର ଖରିଦ କରିବାକୁ ପାକିସ୍ତାନର ଖାଇବର ପଖତୁନ୍‌ଖ୍ଵା ସରକାର ୨.୩୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଦୁଇ ଅଭିନେତାଙ୍କର ପୈତୃକ ଘରଗୁଡ଼ିକୁ ଜାତୀୟ … Read More

ରୋହିତ ଶର୍ମାଙ୍କ ସହ ୪ ଖେଳାଳି ଖାଇଥିଲେ ଗୋ’ମାଂସ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳୁଥିବା ଭାରତୀୟ କ୍ରିକେଟ ଟିମର ମଇଦାନ ବାହାରେ ଅଡ଼ୁଆ ବଢ଼ିବାରେ ଲାଗିଛି। ନୂଆବର୍ଷ ଅବସରରେ ୫ ଖେଳାଳି ଏକ ରେଷ୍ଟୁରାଣ୍ଟରେ ଖାଇ ହଟହଟା ହେବା ପରେ ବର୍ତ୍ତମାନ ରେଷ୍ଟୁରାଣ୍ଟର ବିଲ୍ ଭାଇରାଲ ହେଉଛି, ଯେଉଁଥିରେ ଖେଳାଳିମାନେ ଗୋମାଂସ … Read More

ସାରାଙ୍କୁ କରୋନା ଭୟ

ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା କାୟା ବିସ୍ତାର କରିଛି । ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । କରୋନାକୁ ନେଇ ବି-ଟାଉନର ଅନେକ ଅଭିନେତା ତଥା ଅଭିନେତ୍ରୀ ସଜାଗ ହୋଇପଡିଥିବା … Read More

ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍‌

ଭୁବନେଶ୍ୱର: ବଦଳିଲା ଅଗ୍ନିଶମ ବାହିନୀର ଡ୍ରେସକୋଡ୍।‌ ପରୀକ୍ଷାମୂଳକ ଭାବେ କଟକ-ଭୁବନେଶ୍ୱରରେ ଥିବା ସମସ୍ତ ଦମକଳ କେନ୍ଦ୍ରର କର୍ମଚାରୀ ନିଆଁ ଲିଭାଇବା ବେଳେ ବ୍ୟବହାର କରିବେ ଏକ ସ୍ୱତନ୍ତ୍ର ଧରଣର ପୋଷାକ। ଏହି ନୂଆ ପୋଷାକକୁ ପ୍ରକ୍ସିମେଟେଡ୍‌ ସୁଟ୍‌ କୁହାଯାଉଛି। ତିନି ଥାକିଆ … Read More

ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର:-ଆଂଚଳିକ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ପର୍ଯ୍ୟଟନ ଓ ହସ୍ତକଳାକୁ ବିଶ୍ୱସ୍ତରରେ ପହଂଚାଇବା ଦିଗରେ ସମ୍ବଲପୁର ଆଇଆଇଏମର ଛାତ୍ରଛାତ୍ରୀମାନେ ବ୍ରିଜ୍ ତିଆରି କରିବେ । ଆଜି ସମ୍ବଲପୁର ଆଇଆଇଏମର … Read More

ଫ୍ୟାନ୍‌ରେ ଝୁଲୁଥିଲା ମହିଳା ସବ୍ ଇନ୍ସପେକ୍ଟରଙ୍କ ମୃତଦେହ,

ବୁଲନ୍ଦସହର:-ଉତ୍ତରପ୍ରଦେଶ ବୁଲନ୍ଦସହରରେ ୟୁପି ପୋଲିସର ଜଣେ ମହିଳା ଅଧିକାରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ରହୁଥିବା ଭଡା ଘରେ ମହିଳା ସବ୍ ଇନ୍ସପେକ୍ଟରଙ୍କ ମୃତଦେହ ଫ୍ୟାନ୍ ରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା । ମୃତ ସବ୍ ଇନ୍ସପେକ୍ଟର ହେଉଛନ୍ତି … Read More

ମିସଡ୍ କଲ୍ ଦେଲେ ପହଂଚିବ ଗ୍ୟାସ

ଭୁବନେଶ୍ୱର: ମିସଡ୍ କଲରେ ଗ୍ୟାସ ରିଫିଲ ବୁକିଂ ସେବା ପ୍ରଦାନ କାର୍ଯ୍ୟକ୍ରମକୁ ନୂଆବର୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରରେ ଇଣ୍ଡିଆନ ଅଏଲ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଭୁବନେଶ୍ୱର ସମେତ ସମଗ୍ର … Read More

‘କୋଭିଶିଲ୍ଡ’ର ଜରୁରୀକାଳୀନ ବ୍ୟବହାରକୁ ସୁପାରିସ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା ‘କୋଭିଶିଲ୍ଡ’କୁ ଜରୁରୀକାଳୀନ ଭାବରେ ବ୍ୟବହାର କରିବାକୁ ଏ ସଂକ୍ରାନ୍ତ ବିଶେଷଜ୍ଞ କମିଟି ସୁପାରିଶ କରିଛି। ଚୂଡାନ୍ତ ନିଷ୍ପତ୍ତି ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ନେବେ। ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ … Read More

CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: କରୋନା ପାଇଁ ଶ୍ରେଣୀଗୃହରେ ପାଠପଢ଼ା ବନ୍ଦ ରହିଛି । ଏହାରି ଭିତରେ ଦୁନିଆ ଆଜି ପୁରୁଣା ବର୍ଷକୁ ବିଦାୟ ଦେଉଛି । ନୂଆ ଆଶା ସହ ଆସୁଛି ନୂଆ ବର୍ଷ । ୨୦୨୦ ଭଳି ୨୦୨୧ ବର୍ଷରେ ବାହ୍ୟାତ ହେବନି ପରୀକ୍ଷା … Read More