ଚାଲିଛି ‘ୟାସ୍’ କ୍ଷୟକ୍ଷତି ଆକଳନ, ଗୁରୁବାର ସକାଳେ ଜଣାପଡ଼ିବ ବିଦ୍ୟୁତ୍ କ୍ଷୟକ୍ଷତି: SRC
ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ପ୍ରଭାବ ଓ ପରବର୍ତ୍ତୀ ସ୍ଥିତିର ପରିଚାଳନା ନେଇ ସୂଚନା ଦେଇଛନ୍ତି ଏସଆରସି । ବିଦ୍ୟୁତ୍ ନଥିବା ସ୍ଥାନରେ ଜେନେରେଟର ସେଟ୍ ସହ ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ପଞ୍ଚାୟତ ଓ ସହରାଞ୍ଚଳରେ ଜଳ ଯୋଗାଣ ଜାରି ରହିଛି । … Read More