ରସିକିଆ ଅଧ୍ୟାପକଙ୍କୁ ଘରେ ତାଲା ପକାଇଲେ ପରିବାର ଲୋକେ
ଜଳେଶ୍ୱର:-ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଧ୍ୟାପକଙ୍କୁ ତାଲା ପକାଇଲେ ପରିବାର ଲୋକେ। ଭୋଗରାଇର ସ୍ଥାନୀୟ ଏକ ମହାବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସହ ଏଭଳି ଘଟଣା ଘଟିଛି । ତେବେ ଖବର ପାଇ ପୁଲିସ ପହଞ୍ଚି ସମ୍ପୃକ୍ତ ଅଧ୍ୟାପକଙ୍କୁ ଉଦ୍ଧାର କରି ଥାନାରେ … Read More