ମାଟି ତଳେ ବିଡ଼ା ବିଡ଼ା ଟଙ୍କା: ମାଲିକ ଚାମ୍ବରରୁ ୩୯ ଲକ୍ଷ ଚୋରି କରି ଧରାପଡ଼ିଲେ,

ସମ୍ବଲପୁର:-ହୋଟେଲରେ ଚାକିରି କରୁଥିଲେ, ଶେଷରେ ସେହି ହୋଟେଲର ମାଲିକଙ୍କ ଚାମ୍ବରରେ କଳାକନା ବୁଲାଇ ଦେଲେ। ହୋଟେଲ ମାଲିକ ଅଫିସ୍ ଚାମ୍ବରରୁ ଗଲା ପରେ ତାଙ୍କ ଆଲମିରା ଭାଙ୍ଗି ୩୯ ଲକ୍ଷ  ଟଙ୍କା ଲୁଟି ନେଇଛନ୍ତି। କିନ୍ତୁ ହଜମ କରି ପାରିଲେନି ସବୁ … Read More

୧୦ ଦିନରେ ଜେଲ ପାଇଖାନା ସୁବ୍ୟବସ୍ଥିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:-ରାଜ୍ୟର ସମସ୍ତ ଜେଲରେ ଥିବା ପାଇଖାନା ଗୁଡିକ ୧୦ ଦିନ ମଧ୍ୟରେ ସୁବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଏହି ନିର୍ଦ୍ଦେଶର ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୦ ତାରିଖରେ ଜିଲ୍ଲା … Read More

ରୋଷେଇ ଘରେ ବଜ୍ରପାତ, ଆଳୁ ଦର ଛୁଇଁବ ୭୦

ଭୁବନେଶ୍ୱର:-ଗତ ପନ୍ଦର ଦିନ ହେବ ଲଗାତର ଭାବେ ଆଳୁ ଦର ବଢି ଚାଲିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବଢୁଥିବାରୁ ଆଳୁ ଦର ବଢୁଛି। ୧୮ଟଙ୍କାରେ ବିକ୍ରି ହେଉଥିବା ଆଳୁ ଏବେ କିଲୋ ପିଛା ୨୫ଟଙ୍କାରେ … Read More

ରେକର୍ଡ ଭାଙ୍ଗିଲା ତାତି:୧୯ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର:-ରାଜ୍ୟରେ ସମ୍ଭାଳ ତାତି ଅନୁଭୂତ ହୋଇଛି। ଆକାଶରୁ ନିଆଁ ବର୍ଷୁଛି। ଚଳିତବର୍ଷ ଦିନର ସର୍ବୋଚ୍ଚ ତାପମାତ୍ରା ଆଜି ରେକର୍ଡ ସ୍ଥରରେ ପହଞ୍ଚିଛି। ରାଜ୍ୟର ୬ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୧୯ ସ୍ଥାନରେ … Read More

ବିକେ ଶର୍ମା ଅକ୍ଟୋବରରେ ନେବେ ଅବସର!

ଭୁବନେଶ୍ୱର:-ଓଡ଼ିଶା ପ୍ରିଂଣ୍ଟିଂ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ତଥା ୧୯୮୬ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ବିକେ ଶର୍ମା ଚଳିତବର୍ଷ ଅକ୍ଟୋବର ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନମୁତି ଦେଇଛନ୍ତି । ଶ୍ରୀ ଶର୍ମା ଅକ୍ଟୋବର ମାସରେ ୬୦ବର୍ଷ … Read More

ଓଏଏସ୍ ସ୍ତରରେ ଅଦଳବଦଳ ,ପ୍ରଦୀପ ଗରଡ଼ିଆ ଏସସି ଏସ୍ଟି ବିଭାଗର ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର:- ଓଏଏସ୍ ସ୍ତରରେ ଅଦଳବଦଳ । ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଗରଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ଏସସି ଏସ୍ଟି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସେହିପରି ଇଡକୋ ଜିଏମ୍ ଡକ୍ଟର ଗଣେଶ୍ବର ଜେନାଙ୍କୁ ରାଜ୍ୟ ପଣ୍ୟଗାର … Read More

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଯତୀନ୍ଦ୍ର,

ଭୁବନେଶ୍ୱର:-୨୦୦୦ ମସିହା ବ୍ୟାଚ୍ ଆଇପିଏସ୍ ଯତୀନ୍ଦ୍ର କୋଏଲଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାସହିତ ୧୯୯୭ ବ୍ୟାଚ୍ ଆଇପିଏସ୍ ସଞ୍ଜୟ କୁମାରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିବାରୁ ସେ ଖୁବଶୀଘ୍ର ରାଜ୍ୟକୁ ଫେରିବେ ବୋଲି … Read More

ମାହାଙ୍ଗା ଗଣହତ୍ୟାରେ ଥାଇପାରେ ଏକାଧିକ ବ୍ୟକ୍ତିଙ୍କ ହାତ

ଭୁବନେଶ୍ୱର : ଅଣଓସାରିଆ ଘର ଭିତରେ ଜଣେ ବ୍ୟକ୍ତି କେମିତି ଆକ୍ରମଣ କଲା ଯେ, ଏକାସଙ୍ଗେ ୫ ଜଣଙ୍କ ଜୀବନ ନେଇଗଲା? ଆକ୍ରମଣ ପରେ ଖଟ, ଚଟାଣ, କାନ୍ଥ ଚାରିଆଡ଼େ ରକ୍ତରଂଜିତ ହୋଇଗଲା। ହେଲେ ୫ ଜଣଙ୍କୁ ଏକୁଟିଆ ମାରିଥିବା ସତ୍ତ୍ୱେ … Read More

ପଶୁପକ୍ଷୀଙ୍କ ପ୍ରେମରେ ଶୁଭ୍ରାଂଶୁ । ଘର ଘର ବୁଲି ବାଣ୍ଟୁଛନ୍ତି ମାଟି ପାତ୍ର

ଢେଙ୍କାନାଳ:-ପ୍ରକୃତି ଏବଂ ପରିବେଶକୁ ସୁରକ୍ଷା ଦେବା ମଣିଷ କର୍ତ୍ତବ୍ୟ । ହେଲେ ସେଥିପାଇଁ କେହି ଏତେଟା ଯôତବାନ ନଥାନ୍ତି । ହେଲେ ଆମେ ଆଜି ଆପଣଙ୍କୁ ଏପରି ଏକ ପଶୁପକ୍ଷୀ ପ୍ରେମୀଙ୍କୁ ବିଷୟରେ କହିବୁ ଯିଏ ପଶୁପକ୍ଷୀଙ୍କ ପାଇଁ ସବୁକିଛି ତ୍ୟାଗ … Read More

ରାଜଧାନୀ ପ୍ରତିଷ୍ଠା ଦିବସରେ ଅଲୋଡା ହେଲେ ଅପରାଜିତା,ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଲେଖିଲେ ଚିଠି

ଭୁବନେଶ୍ୱର: ପାଳିତ ହେଇଛି ରାଜଧାନୀ ଭୁବନେଶ୍ୱରର ୭୪ ତମ ପ୍ରତିଷ୍ଠା ଦିବସ । ତିନି ଦିନ ଧରି ପ୍ରତିଷ୍ଠା ଦିବସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସଂପର୍କ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ବିଏମସି … Read More