ମାଟି ତଳେ ବିଡ଼ା ବିଡ଼ା ଟଙ୍କା: ମାଲିକ ଚାମ୍ବରରୁ ୩୯ ଲକ୍ଷ ଚୋରି କରି ଧରାପଡ଼ିଲେ,
ସମ୍ବଲପୁର:-ହୋଟେଲରେ ଚାକିରି କରୁଥିଲେ, ଶେଷରେ ସେହି ହୋଟେଲର ମାଲିକଙ୍କ ଚାମ୍ବରରେ କଳାକନା ବୁଲାଇ ଦେଲେ। ହୋଟେଲ ମାଲିକ ଅଫିସ୍ ଚାମ୍ବରରୁ ଗଲା ପରେ ତାଙ୍କ ଆଲମିରା ଭାଙ୍ଗି ୩୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। କିନ୍ତୁ ହଜମ କରି ପାରିଲେନି ସବୁ … Read More