ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ, ଦୁଇ ଡୋଜ୍ ଟିକା ନେଇଥିଲେ ଅଫିସ୍ ଆସିବାକୁ ବାଧ୍ୟ

ଭୁବନେଶ୍ୱର:-କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଜୁଲାଇ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଓ ଶଟଡାଉନ ଅବଧିକୁ ବୃଦ୍ଧି କରିଥିବାବେଳେ ଆଜି ରାଜ୍ୟର ସରକାରୀ ଅଫିସ୍ ପରିଚାଳନା ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ କର୍ମଚାରୀମାନେ ଦୁଇ ଡୋଜ୍ ଟିକା … Read More

ଦାଦା-ପୁତୁରା ମଧ୍ୟରେ ରକ୍ତାକ୍ତ ସଂଘର୍ଷ

କଣ୍ଟାବାଞ୍ଜି :-ବେଳପଡା ଥାନା ନୂନହାଡ଼ ଗାଁରେ ଘର ଡିହକୁ କେନ୍ଦ୍ର କରି ଗୋଟିଏ ପରିବାରର ଦାଦା ଓ ପୁତୁରା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏକ ଧରୁଆ ଅସ୍ତ୍ରରେ ଉଭୟ ଦାଦା ଓ ପୁତୁର ପରସ୍ପରର ପରିବାର ଉପରକୁ ଆକ୍ରମଣ କରିଥିବା … Read More

ତପୁ ମିଶ୍ର ଗୁରୁତର, ଚିକିତ୍ସା ପାଇଁ ସହାୟତା ମାଗିଲେ ପରିବାର

ଭୁବନେଶ୍ୱର:  ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର । କରୋନାରୁ ସୁସ୍ଥ ପରେ ଏବେ ଫୁସଫୁସ ସଂକ୍ରମିତ ହୋଇଛନ୍ତି ତପୁ । ଭୁବନେଶ୍ବରର ସମ୍‌ ହସ୍‌ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନି । ସେପଟେ … Read More

ରାସ୍ତା ମଝିରେ ଏସିଡ୍ ଟ୍ୟାଙ୍କର ଲିକ,

ଭୁବନେଶ୍ୱର: ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥ ଚଂପାଗଡ ଛକ ଓ ସକେଇ ଖୋଲ ନିକଟରେ  ଏସିଡ୍ ଟ୍ୟାଙ୍କର ଲିକ୍ । ଟ୍ୟାଙ୍କର ଲିକ ହେବା ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା … Read More

ଦୁଇ ଡୋଜ୍ ଟିକା ନେବାପରେ ବି ସଂକ୍ରମଣକୁ ନେଇ ସରକାର ଚିନ୍ତାରେ, ଗଢ଼ିଲେ କମିଟି

ଭୁବନେଶ୍ୱର:-ସାମୁହିକ କୋଭିଡ୍ ଟିକାକରଣ ମାଧ୍ୟମରେ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଓ ତୃତୀୟ ଲହରକୁ ପ୍ରଭାବହୀନ କରିବା ନିମନ୍ତେ ଲକ୍ଷ୍ୟ ରଖିଥିବା ସରକାର ଦୁଇ ଡୋଜ୍ ଟିକା ନେବାପରେ ବି ହେଉଥିବା ସଂକ୍ରମଣକୁ ନେଇ ଚିନ୍ତିତ ଅଛନ୍ତି। ମେ’ ୨୮ତାରିଖରେ … Read More

ପୂର୍ବ ପରୀକ୍ଷା ଅନୁସାରେ ଦ୍ୱାଦଶ ରେଜଲ୍ଟ, ୩୧ ସୁଦ୍ଧା ପ୍ରକାଶ ପାଇବ ଫଳ

ନୂଆଦିଲ୍ଲୀ: ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ  । ୩୦-୩୦-୪୦ ଫର୍ମୁଲାରେ ରେଜଲ୍ଟ ପ୍ରକାଶ କରିବ ସିବିଏସଇ  । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି  । ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇପାରିବେ  … Read More

ବହୁଚର୍ଚ୍ଚିତ ବେବି ହତ୍ୟାକାଣ୍ଡ ମାମଲାର ଖୁଲାସା

ନୟାଗଡ଼: ବହୁଚର୍ଚ୍ଚିତ ବେବି ହତ୍ୟାକାଣ୍ଡ ମାମଲାର ଖୁଲାସା । ବେବିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସୂଚନା ଦେଲେ ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ । ଗାଁର ସାଗର ଦଳେଇ ଦୁଷ୍କର୍ମ କରିବା ପରେ ରଶି ସାହାଯ୍ୟରେ ତଣ୍ଟି ଚିପି ହତ୍ୟା … Read More

ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ବିଶ୍ୱ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର, ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂକ୍ରମଣ ସଂକଟରେ ଅଟକିନି ଶିଳ୍ପୀଙ୍କ ହାତ। ପୁରୀ ରଘୁରାଜପୁରର ଶୋଭା ବଢ଼ାଉଛି ଚିତ୍ରକଳା। ଜେଇ ହୋଇଛି ଶିଳ୍ପୀ ଗାଁ। ପୁରାଣ ପୃଷ୍ଠାରୁ … Read More

ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ଫେକ୍ ମାଓବାଦୀ

ବାଲିଗୁଡ଼ା: ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ଫେକ୍ ମାଓବାଦୀ। ସେମାନଙ୍କ ନିକଟରୁ ୧୦ହଜାର ୫୦୦ଟଙ୍କା, ସୁନାଗହଣା ସହ ଗୋଟିଏ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗତ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା … Read More

ବୃଦ୍ଧଙ୍କୁ ଖାଇଦେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ:-ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ପୁରୁଷୋତ୍ତମ ଧଳ ନାମକ ୫୧ ବର୍ଷୀୟ ଵୃଦ୍ଧ ଗାଧୋଉଥିବାବେଳେ ଗତକାଲି ଏକ କୁମ୍ଭୀର ଝାମ୍ପି ନେଇଯାଇଥିଵା ଅଭିଯୋଗ ହୋଇଥିଲା l ଖବର ପାଇ ପରିବାର ଲୋକେ, ଗ୍ରାମବାସୀ ଏକ ଭୁଟିଭୁଟି ଡ଼ଙ୍ଗା ଓ … Read More