ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ରାଜ୍ୟସଭାରେ ଦାବି

ନୂଆଦିଲ୍ଲୀ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି ସାଂସଦ ମୁନ୍ନା ଖାଁ। ବିଜୁବାବୁଙ୍କ ଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉପଯୁକ୍ତ ସମ୍ମାନ ମିଳିନି ବୋଲି ସାଂସଦ ଗୃହରେ ଅଭିଯୋଗ କରିଛନ୍ତି। ତିନିଟି ଉଦାହରଣ ଦେଇ ବିଜୁବାବୁଙ୍କ … Read More

କୁନ୍ତଳାଙ୍କ କୋଳକୁ ଫେରିଲା ଢୁଡ଼

କେନ୍ଦୁଝର:-ଜଙ୍ଗଲୀ ଜନ୍ତୁ ହେଲେ ବି ନିଜ ପିଲାଠୁ ଅଧିକ ସ୍ନେହ କରିଥିଲେ। କୋଳେଇ କାଖେଇ ବଡ଼ କରିଥିଲେ। ହେଲେ ବାଧକ ସାଜିଲା ବନ୍ୟପ୍ରାଣୀ ଆଇନ୍‌। ବନ କର୍ମଚାରୀ ଜଙ୍ଗଲୀ ବାର୍‌ହା ଢୁଡ଼କୁ ନେଇ ଜଙ୍ଗଲରେ ଛାଡ଼ିଦେଲେ। ଆଉ ତା’ପରଠୁ ଜଙ୍ଗଲରେ ପାଗଳିପ୍ରାୟ … Read More

ପିପିଲି ଉପନିର୍ବାଚନ:୫ ଜଣରେ ହେବ ଡୋରଟୁ ଡୋର ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ପ୍ରେସମିଟ୍। ଏପ୍ରିଲ ୧୭ରେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ପୁରୀ ଜିଲ୍ଲାରେ ଲାଗୁ ହୋଇଛି ଆଚରଣ ବିଧି। ଗୋଟିଏ ବୁଥରେ ହଜାରେ ମତଦାତା ଭୋଟ … Read More

ବାଲିଅନ୍ତାରେ ଗର୍ଭବତୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ

ଭୁବନେଶ୍ୱର :-ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜଣେ ଗର୍ଭବତୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମଙ୍ଗଳବାର ମହିଳା ଜଣକ ରୁମ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା … Read More

ଆଖି ପିଛୁଳାକେ ଝାମ୍ପି ନେଲେ ୮ଲକ୍ଷ

ଯାଜପୁର :-କ୍ଷଣିକ ଭିତରେ ଝାମ୍ପିନେଲେ ୮ ଲକ୍ଷ ଟଙ୍କା। ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବଳରାମ ପୁର (କନ୍ତପଡା) ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ୮ଲକ୍ଷ ଟଙ୍କା। ଚାରି ଦିନ ଧରି ବ୍ୟାଙ୍କ ବନ୍ଦ ରହିଥିବାରୁ ପେଟ୍ରୋଲ ପମ୍ପ … Read More

ଶିଶିର କୁମାର ରଥ ହେଲେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ

ଭୁବନେଶ୍ୱର:-ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୭ ବ୍ୟାଚ୍ ଆଇଏଫଏସ ଶ୍ରୀ ରଥ ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ କାର୍ଯ୍ୟ କରିବେ। ଏହାସହିତ ସେ ଫରେଷ୍ଟ ଫୋର୍ସର ମୁଖ୍ୟ ଦାୟିତ୍ୱରେ ମଧ୍ୟ ରହିବେ। ଓଡ଼ିଶା … Read More

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି, ସାମ୍ବାଦିକଙ୍କୁ ଦିଆଯାଉ ସମ୍ମୁଖ ଯୋଦ୍ଧା ମାନ୍ୟତା

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ କୋଭିଡ୍ ଯୁଦ୍ଧରେ ନିୟୋଜିତ ଯୋଦ୍ଧାଙ୍କୁ ଫେବ୍ରୁଆରୀ ମାସରେ ଟିକା ଦିଆଯାଇଛି । ତେବେ କୋଭିଡ୍ ଯୁଦ୍ଧରେ ନିୟୋଜିତ ଆଉ … Read More

କନ୍ଧମାଳର ରାଜକୁମାର ଏବେ କେରଳର ପପୁଲାର୍ ସିନେ ଷ୍ଟାର

ଯାହା ପାଖରେ ଥାଏ ସ୍ୱପ୍ନକୁ ସତ କରିବାର ଜୋଶ୍, ଦୃଢ଼ ଇଚ୍ଛା ଶକ୍ତି ଓ ଆତ୍ମ ବିଶ୍ୱାସ। ଆଉ ଏହାର ଜ୍ୱଳନ୍ତ ଉଦ୍ଧାହରଣ ଏବେ ଦେଖିବାକୁ ମିଳିଛି ଓଡ଼ିଶାର କନ୍ଧମାଳ ଜିଲ୍ଲାରେ । ଦାଦନ ଖଟିବାକୁ ଯାଇଥିବା କନ୍ଧମାଳର ରାଜକୁମାର ଏବେ … Read More

ଚନ୍ଦକା ଜଙ୍ଗଲରେ ନିଆଁକୁ ଲିଭା ସରିଛି: ଟାସ୍କଫୋର୍ସ

ଭୁବନେଶ୍ୱର:-ଗତକାଲି ଚନ୍ଦକା ଡମପଡ଼ା ଜଙ୍ଗଲ ବାହ୍ୟ ଅଂଚଳର ଜଙ୍ଗଲ ନିଆଁକୁ ପ୍ରଶମିତ କରାଯାଇଛି। ଆଜି ମଧ୍ୟ ରାଜ୍ୟରେ ସୃଷ୍ଟି ହୋଇଥିବା ଜଙ୍ଗଲ ନିଆଁ ଆୟତ୍ତାଧୀନ ରହିଛି ବୋଲି ରାଜ୍ୟସ୍ତରୀୟ ଜଙ୍ଗଲ ଟାସ୍କଫୋର୍ସ କହିଛନ୍ତି। ଟାସ୍କଫୋର୍ସଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି, … Read More

ରାଜ୍ୟବାସୀଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର;-“ଓଡ଼ିଶାବାସୀଙ୍କୁ ଧନ୍ୟବାଦ। ସେମାନଙ୍କ ପାଇଁ ଆମେ କରୋନାକୁ ନିୟନ୍ତ୍ରଣ କରି ପାରିଲୁ। ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ସହ ମହାବିପର୍ଯ୍ୟୟକୁ ଅଟକାଇ ପାରିଲୁ।” ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଦେଶରେ କରୋନା … Read More