ନିଆଁ ଲିଭାଇବାକୁ ଯାଇଥିଲେ, ନିଜେ ପୋଡ଼ି ହୋଇଗଲେ ବନ ବିଭାଗ କର୍ମଚାରୀ

ମୟୁରଭଞ୍ଜ: ଜଙ୍ଗଲ ନିଆଁରେ ପୋଡ଼ି ହୋଇଗଲେ ବନ ବିଭାଗ କର୍ମଚାରୀ । ଏଭଳି ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି ନିକଟ ଜଡ଼ବିଲ ଗାଁ ଜଙ୍ଗଲରେ । ଏବେ ଚାରିଆଡ଼େ ପ୍ରତ୍ୟେକ ଦିନ ଜଙ୍ଗଲରେ ନିଆଁ ଲାଗୁଥିବା … Read More

ମହାପ୍ରଭୁଙ୍କ ଦର୍ଶନ ପରେ ମୁଁ ସବୁ ବନ୍ଧନରୁ ମୁକ୍ତ: ଗୋବିନ୍ଦା

ପୁରୀ:-ବଲିଉଡ ଷ୍ଟାର ଗୋବିନ୍ଦା ଓ ତାଙ୍କ ପତ୍ନୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କୁ ଅତି ନିକଟକୁ ଦର୍ଶନ କରିବା ପରେ ବିଭୋର ହୋଇଯାଇଛନ୍ତି ଗୋବିନ୍ଦା। ସେ କହିଛନ୍ତି, କିଛି ଦିନ ଧରି ସେ ବନ୍ଧନଯୁକ୍ତ ହୋଇ … Read More

ଜଙ୍ଗଲ ନିଆଁ ମନୁଷ୍ୟକୃତ : ପିସିସିଏଫ୍

ଭୁବନେଶ୍ଵର:-ଜଙ୍ଗଲ ନିଆଁ ମନୁଷ୍ୟକୃତ । ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପିସିସିଏଫ୍ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବାର କାରଣ ଖୋଜିବାକୁ ବିଶେଷଜ୍ଞ କମିଟି ଗଠନ ହୋଇଛି । ତେବେ ଜଙ୍ଗଲରେ ରହୁଥିବା ଲୋକ ଜାଣିଶୁଣି ନିଆଁ ଲଗାଉଥିବା ପ୍ରାଥମିକ … Read More

ମଙ୍ଗଳାଯୋଡ଼ିରେ ବିରଳ ରଙ୍ଗର ପକ୍ଷୀ ’କମନ୍ ମୁରହେନ୍’

ଖୋର୍ଦ୍ଧା :- ମଙ୍ଗଳାଯୋଡିରେ ବିରଳ ରଙ୍ଗର କମନ୍ ମୁରହେନ୍ ପକ୍ଷୀ। ପକ୍ଷୀମାନଙ୍କର ସ୍ୱର୍ଗ କୁହାଯାଉଥିବା ମଙ୍ଗଳାଯୋଡିରେ ଏହି ବିରଳ ପକ୍ଷୀକୁ ଠାବ କରାଯାଇଛି। ମଙ୍ଗଳାଯୋଡି କଞ୍ଜରଭେସନ ଟ୍ରଷ୍ଟର ବାର୍ଡ ଗାଇଡ ମଧୁ ବେହେରା ଏହାକୁ ଠାବ କରିଛନ୍ତି। ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ … Read More

ଫିଲ୍ମ ଫେୟାର ଆଓ୍ୱାର୍ଡ: ବେଷ୍ଟ ସର୍ଟ ଫିଲ୍ମ ତାଲିକାରେ ଅନ୍ତର୍ବାସନା ଓ ସୀତା

ଭୁବନେଶ୍ୱର:- ଏବେ ସୋସିଆଲ ମିଡିଆର ଯୁଗ । ଆଉ ଯୁବପିଢ଼ିଙ୍କୁ ବିମୋହିତ କରୁଛି ଓ୍ୱେବ୍‌ ସିରିଜ୍‌ । ଏହାରି ଭିତରେ ବିଭିନ୍ନ ସର୍ଟ ଫିଲ୍ମର ଚାହିଦା ମଧ୍ୟ ବେଶ ରହିଛି । ସୋସିଆଲ ମିଡିଆରେ ସର୍ଟ ଫିଲ୍ମର ଭ୍ୟୁୟର୍ସ ସଂଖ୍ୟା ସବୁବେଳେ ଅଧିକ  … Read More

ନିଆରା ଢଙ୍ଗରେ ପଖାଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ନୀଳଗିରି:- ପଖାଳ ମୋର ବହୁତ ପ୍ରିୟ। ତା ସାଙ୍ଗକୁ ବଡ଼ି ଚୁରା, ଶାଗ, ବାଇଗଣ ଭଜା, କାକୁଡି ସାଙ୍ଗକୁ କଞ୍ଚାଲଙ୍କା ଓ ଲେମ୍ବୁ । ଏସବୁ ପ୍ରତି ମୋର ଅହେତୁକ ଦୁର୍ବଳତା। ଦୈନନ୍ଦିନ ତ ଖାଇଥାଏ । ଆଜି ଆମର ଏହି … Read More

ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ବାନ୍ଧି ସବଷ୍ଟେସନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ମହାକାଳପଡ଼ା: ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ବାନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଛଘରିଆସ୍ଥିତ ବିଦ୍ୟୁତ ସବଷ୍ଟେସନର ଏ ଘଟଣା। ଗତକାଲି ବିଳମ୍ବିତ ରାତିରେ ୧୫ରୁ ଉର୍ଦ୍ଧ୍ୱ ଦୁର୍ବୃତ୍ତ  ସବଷ୍ଟେସନରେ ପଶି ତାର ଓ ବିଭିନ୍ନ ଉପକରଣ ଲୁଟପାଟ କରିଛନ୍ତି। ଲୁଟବେଳେ ଉପସ୍ଥିତ ଥିବା … Read More

ଟେକ୍ନିକାଲ ଏଜୁକେଶନକୁ ଅଧିକରୁ ଅଧିକ ଛାତ୍ରୀ ଆସିବା ନିହାତି ଆବଶ୍ୟକ: ରାଷ୍ଟ୍ରପତି

ରାଉରକେଲା:– NITର ସମାବର୍ତ୍ତନ ସମାରୋହରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, କଳାର ରାଜ୍ୟ ହେଉଛି ଓଡ଼ିଶା। ଓଡ଼ିଶାର ପରିଚୟ କୋଣାର୍କ ମନ୍ଦିର ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ହେଉଛି NIT ରାଉରକେଲା। … Read More

ରାଜଧାନୀରେ ଗନ୍ ପଏଣ୍ଟରେ ଅପହରଣ ଓ ଗଣଦୁଷ୍କର୍ମ

ଭୁବନେଶ୍ୱର:- ଗନ୍ ପଏଣ୍ଟରେ ଅପହରଣ ଓ ଗଣଦୁଷ୍କର୍ମ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ । ୪ଜଣ ବ୍ୟକ୍ତି ମହିଳାଙ୍କୁ କାର୍‌ରେ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଏକ … Read More

ଆଖି ଲାଗିଯିବାରୁ ଗଛରେ ପିଟି ହୋଇଗଲା କାର, ବାପା ମୃତ ପୁଅ ଗୁରୁତର

କେନ୍ଦୁଝର: ସଡ଼କ ଦୁର୍ଘଟଣାରେ ପୁଅ ଆଗରେ ଚାଲିଗଲା ବାପାର ଜୀବନ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦୁବୁଲାପାଳ ଛକ ନିକଟରେ କାର ଦୁର୍ଘଟଣା ରେ ବାପା ମୃତ ଓ ପୁଅ ଆହତ। ରେଙ୍ଗାଳୀରୁ ନିଜ ବାସସ୍ଥାନକୁ କାରରେ ଠାକୁରମୁଣ୍ଡା କୁ ଯାଉଥିବା ସମୟରେ … Read More