ଆହୁରି କଡ଼ାକଡ଼ି ହେବ କଟକଣା,

ଭୁବନେଶ୍ୱର :-ଭୁବନେଶ୍ୱରରେ କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କମିଶନର କହିଛନ୍ତି, ଭୁବନେଶ୍ୱରରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି କିନ୍ତୁ ଏହାର କାରଣ ସ୍ଥାନୀୟ ସଂକ୍ରମଣ ନୁହେଁ। ରାଜ୍ୟ ରାଜଧାନୀ … Read More

ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ଅଭିଯୋଗ; ରାଜ୍ୟ ସରକାରଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍‌

ଭୁବନେଶ୍ବର: ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍‌ ଦେଲେ ଲୋକାୟୁକ୍ତ । ଏହା ସହିତ ଲୋକାୟୁକ୍ତରେ ମାମଲାର ଶୁଣାଣି ଶେଷ ହୋଇଛି । ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା ଲୋକାୟୁକ୍ତ କହିଛନ୍ତି । … Read More

ଭିଜିଲାନ୍ସ ଜାଲରେ ବାଙ୍ଗିରିପୋଷି ତହସିଲଦାର, କାରରୁ ଜବତ ହେଲା ୨ ଲକ୍ଷ ୫୬ ହଜାର ଟଙ୍କା

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ତହସିଲଦାର । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କ ଘରେ ଚଢାଉ କରିଛି । ସୂଚନା ମୁତାବକ ତହସିଲଦାର ବାଙ୍ଗିରିପୋଷିରୁ ବାହାରି ଏକ କାରରେ ବାଲେଶ୍ଵର ଯାଉଥିବା ବେଳେ ନହରପାଟଣା ନିକଟରେ ଭିଜିଲାନ୍ସ ଟିମ ଚଢାଉ … Read More

ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଦଙ୍ଗା ବଢ଼ିଛି

ଭୁବନେଶ୍ୱର:-୨୦୨୦ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା ବୋଲି ରାଜ୍ୟ ସରକାର ଆଜି ଶ୍ୱେତପତ୍ରରେ ଦାବି କରିଥିଲେ ମଧ୍ୟ ବାସ୍ତବରେ ରାଜ୍ୟରେ ଦୁଷ୍କର୍ମ, ହତ୍ୟା ଓ ଦଙ୍ଗା ଭଳି ଧର୍ତ୍ତବ୍ୟ ଅପରାଧ ବଢ଼ିଛି। ୨୦୨୦ ମସିହାରେ ପ୍ରତିଦିନ ହାରାହାରି … Read More

ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହେଲେ ୧୯ ବରିଷ୍ଠ ଓଏଏସ୍

ଭୁବନେଶ୍ୱର:-ଓଡ଼ିଶା ପ୍ରଶାସନିକ ସେବା(ଓଏଏସ)ର ୧୯ଜଣ ବରିଷ୍ଠ ଅଧିକାରୀ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।କେନ୍ଦ୍ର ଲୋକସେବା ଆୟୋଗଙ୍କ ଦ୍ୱାରା ଆୟୋଜିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ବରିଷ୍ଠ ଓଏଏସମାନଙ୍କୁ … Read More

୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର,

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ପାରଦ। ପ୍ରଚଣ୍ଡ ଖରା ଯୋଗୁଁ ତନ୍ଦୁରିଭାଟି ହୋଇଛି ରାଜ୍ୟର ୨୩ ସହର। ଖରା କାରଣରୁ ଲୋକେ ଏବେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି। ଘରୁ ବାହାରିବା ସମୟରେ ହାତରେ ଛତା ଏବଂ ପାଣି ସାଙ୍ଗରେ ନେଇ ବାହାରୁ … Read More

ଏୟାରପୋର୍ଟରେ ନାଗ,

ଭୁବନେଶ୍ୱର:- ବେସିନ୍‌‌ ପାଇପ୍‌ ଭିତରେ ପଶିଯାଇଥିଲା ନାଗ। ତାକୁ ବାହାର କରିବା ପାଇଁ ନାକେଦମ୍‌ ହେଲେ ଭୁବନେଶ୍ୱର ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ସ୍ନେକ୍‌ ହେଲ୍‌ପଲାଇନ୍‌ କର୍ମକର୍ତ୍ତା। ଶେଷରେ ଏୟାପୋର୍ଟର ଫାୟାର୍‌ ବ୍ରିଗେଡ୍‌ର ସହଯୋଗରେ ପାଇପ୍‌ରୁ ନାଗ ସାପକୁ ବାହାର କରାଯାଇଛି। ପରେ … Read More

ରେଭେନ୍ସା ବିଶ୍ବବିଦ୍ୟାଳୟର ପିଜି, ୟୁଜି ପରୀକ୍ଷା ସ୍ଥଗିତ

କଟକ: କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ପିଜି, ୟୁଜି ପରୀକ୍ଷା ସ୍ଥଗିତ। ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟ ମନସ୍ତତ୍ବ ବିଭାଗରେ ଦୁଇ ଅଧ୍ୟାପିକାଙ୍କ ସମେତ ତିନି ଜଣ କରୋନା ପଜିଟିଭ ବାହାରିବା ପରେ  ନିଆଯାଇଛି ପଦକ୍ଷେପ। ସେହିପରି  ୧୪ ଦିନ ପର୍ଯ୍ୟନ୍ତ … Read More

ନାବାଳିକାଙ୍କୁ ୭ ମାସର ଗର୍ଭବତୀ କରାଇଲେ ଯୁବକ

ନୟାଗଡ଼: ନୟାଗଡ଼ରେ ପୁଣି ଲଜ୍ୟା। ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ହେଲେ ଗର୍ଭବତୀ। ନାବାଳିକା ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଗର୍ଭବତୀ କରାଇଲେ ଯୁବକ। ଦଶପଲ୍ଲା ବାଣିଗୋଛା ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ୟାଜନକ ଘଟଣା। ସରଳତାର ସୁଯୋଗ ନେଇ ନବମ … Read More

ବିରିୟାନୀ ବିକୁଛନ୍ତି ଇଞ୍ଜିନିଅର ବନ୍ଧୁ

ମାଲକାନଗିରି:-ଦୁଇ ବନ୍ଧୁ। ପେସାରେ ଇଞ୍ଜିନିଅର। ଜଣେ ସିଭିଲ୍ ଓ ଆଉ ଜଣେ ମେକାନିକାଲ୍ ଇଞ୍ଜିନିଅର। ପାଠ ପଢ଼ା ସରିବା ପରେ ଦୁହେଁ ବଡ଼ ଆଇଟି କମ୍ପାନୀରେ ଚାକିରି କରିବାକୁ ଆଶା ବାନ୍ଧିଲେ। କିନ୍ତୁ କରୋନା ମହାମାରୀ ଜଣଙ୍କ ଖାଇଦେଲା ତ ଆଉଜଣଙ୍କ … Read More